ତରବୁଜ ଲଗାଇବା ଦ୍ଵାରା ଆପଣଙ୍କର ସ୍କିନ ଏମିତି ଗ୍ଲୋ କରିବ କି ଆପଣ ବିଶ୍ଵାସ କରିପାରିବେନି, କେମିତି କରିବେ ଜାଣି ନିଅନ୍ତୁ

ଯେମିତି କି ଆମେ ସମସ୍ତେ ଜାଣିଛୁ କି ଝିଅମାନେ ନିଜର ଚେହେରାକୁ ସୁନ୍ଦର ଓ ବେଦାଗ କରିବା ପାଇଁ ବିଭିନ୍ନ ପ୍ରକାରର ଜିନିଷ ଚେହେରାରେ ଲଗାଇଥାନ୍ତି । ତଥାପି ତାଙ୍କୁ କୌଣସି ଲାଭ ମିଳେ ନାହିଁ । ଆପଣଙ୍କୁ କହିଦେଉଛୁ କି ଦାମୀ ଦାମୀ କସମେଟିକ୍ସ ଓ ପ୍ରଡକ୍ଟ ବ୍ୟବହାର କରିବା ଦ୍ଵାରା ଆପଣଙ୍କର ଚେହେରା ସୁନ୍ଦର ହୋଇଯାଏ । କିନ୍ତୁ ସେହି କସମେଟିକ୍ସ ଓ ପ୍ରଡକ୍ଟକୁ ଆପଣ ଯେମିତି ହିଁ ବ୍ୟବହାର କରିବା ଛାଡିଦେବେ ତାହା ପରେ ଆପଣଙ୍କର ଚେହେରା ପୂର୍ବ ଭଳି ହୋଇଯିବ ।

କିନ୍ତୁ ଘରେଲୁ ଜିନିଷ ବ୍ୟବହାର କଲେ ଆପଣଙ୍କର ସ୍କିନ ଭଲ ରହିବ । ଏହା ସହିତ ଆପଣଙ୍କର ଚେହେରା ଉପରେ  ଗ୍ଲୋ ବି ଆସିଯିବ ଓ ଦାଗ ସବୁ ଗାୟବ ହୋଇଯିବ । ଏହି ଘରେଲୁ ଜିନିଷ ମଧ୍ୟରେ ଗୋଟିଏ ହେଉଛି ତରଭୁଜ ଯାହା ଆପଣଙ୍କର ଚେହେରା ପାଇଁ ଲାଭକାରୀ ଅଟେ । ଆଜି ଆମେ ଆପଣଙ୍କୁ କହିବୁ କି ତରଭୁଜ ଆପଣଙ୍କ ସ୍କିନ ପାଇଁ କେତେ ଲାଭଦାୟକ ହୋଇଥାଏ ।

ଆପଣ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେବେ କି ତରଭୁଜ ଆପଣଙ୍କ ସ୍କିନ ପାଇଁ ଏକ ଟୋନର ର କାମ କରିଥାଏ । ତରଭୁଜର ଜୁସ ଆପଣଙ୍କ ଚେହେରା ଉପରେ ଜମି ଥିବା ଧୁଳି ଓ ଅନ୍ୟ ଖରାପ ତତ୍ତ୍ଵକୁ ବାହାର କରି ଦେଇଥାଏ ଓ ଦାଗକୁ କମ କରିବାରେ ବି ସାହାର୍ଯ୍ୟ କରିଥାଏ । ଆପଣଙ୍କୁ କହିଦେଉଛୁ କି ତରଭୁଜର ଜୁସ ଆପଣଙ୍କ ରଙ୍ଗକୁ ଗୋରା କରିବାରେ ବି ସାହାର୍ଯ୍ୟ କରିଥାଏ । ବର୍ତ୍ତମାନ ଆମେ ଆପଣଙ୍କୁ କହିଦେଉଛୁ କି ତରଭୁଜର ବ୍ୟବହାର କେମିତି କରିବେ ।

ସର୍ବ ପ୍ରଥମେ ଆପଣ ଏକ ତରଭୁଜର ଖଣ୍ଡ ନିଅନ୍ତୁ ଓ ତାହା ଦ୍ଵାରା ଆପଣ ନିଜ ଚେହେରାକୁ ମାଲିସ କରନ୍ତୁ କିମ୍ବା ଆପଣ ସେଥିରେ ଅଳ୍ପ କ୍ଷୀର ମିଶାଇ ବି ଚେହେରାକୁ ମାଲିସ କରି ପାରିବେ । ଆପଣ ସମସ୍ତଙ୍କୁ କହିଦେଉଛୁ କି ଯଦି ଆପଣ ଦିନକୁ ୨ ଥର ତରଭୁଜର ଜୁସ ଦ୍ଵାରା ଚେହେରାକୁ ମାଲିସ କରୁଛନ୍ତି, ତେବେ ଆପଣ କିଛି ଦିନ ମଧ୍ୟରେ ହିଁ ନିଜ ଚେହେରାରେ ପାର୍ଥକ୍ୟ ଦେଖି ପାରିବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।