ଚୋ-ରୀ କରି ଧରା ପଡିଲେ TV ଇଣ୍ଡଷ୍ଟ୍ରି ର ଏହି ୨ ଅଭିନେତ୍ରୀ, ନାଁ ଜାଣି ବିଶ୍ଵାସ କରି ପାରିବେନି, ଦେଖନ୍ତୁ Live Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘ-ଟ-ଣା ଘଟିଥାଏ । ଯେମିତିକି ଚୋ-ରୀ ହେଉ ବା କୌଣସି କାରଣରୁ ଦୁ-ର୍ଘ-ଟ-ଣା ହେଉ ଏମିତି ଅନେକ ପ୍ରକାରର ଘ-ଟ-ଣା ଦେଖିବାକୁ ମିଳିଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଅଜବ ଧରଣର ଘ-ଟ-ଣା ନେଇ ଆସିଛୁ ଯାହା ହୁଏ ତ ଆପଣ ମାନେ ଆଗରୁ କେବେ ଦେଖି ନ ଥିବେ । ତେବେ ଆସନ୍ତୁ ଜାଣିବା ସେହି ଘ-ଟ-ଣାଟି କଣ ରହିଛି । ଏହି ଘ-ଟ-ଣାଟି ଦୁଇ ଜଣ ଅଭିନେତ୍ରୀଙ୍କୁ ନେଇ ଆଧାରିତ ଅଟେ । ଜଣେ ପୋ-ଲି-ସ ମହିଳାଙ୍କ ଥାନାରେ ଫାତିମା ନାମକ ଜଣେ ମହିଳା କର୍ମଚାରୀ ରହୁଥିଲେ । ଯିଏ ଡାଇମଣ୍ଡ-୨ରେ ପେନ ଗେସ୍ଟ ଭାବେ ରହୁଥିଲେ ।

ଗତ ଦୁଇ ବର୍ଷ ହେବ ସେ ପେନ ଗେସ୍ଟ ଭାବେ ରହୁଥିଲେ । କିଛି ଦିନ ତଳେ ଫାତିମା ବାହାରକୁ ଯିବା ସମୟରେ ତାଙ୍କ ବିଲ୍ଡିଙ୍ଗରେ ଆଉ ଦୁଇ ଜଣ ମହିଳା ଯିଏ କି ତାଙ୍କର ବ୍ରୋକର ଅଟନ୍ତି ସେଠାରେ ଫାତିମାଙ୍କୁ ଦେଖା କରିବାକୁ ଆସିଥିଲେ ।

ଫାତିମାଙ୍କ ରୁମରେ ୩ ଲକ୍ଷ ୫୦,୦୦୦ ଟଙ୍କା ରହିଥିଲା । ଏହି ୩ ଲକ୍ଷ ୫୦,୦୦୦ ଟଙ୍କାକୁ ଚୋ-ରୀ କରି ସେହି ଅଜଣା ଦୁଇ ମହିଳା ମାନେ ଫେ-ରା-ର ହୋଇ ଯାଇଥିଲେ । ଏହା ପରେ ଡିକ୍ଟେସନ ଟିମ ସେହି ଦୁଇ ମହିଳାଙ୍କର ଫୋନ ଟ୍ରା-କ କରି ଓ ସିସିଟିଭି ଦ୍ଵାରା ରେକର୍ଡ ହୋଇଥିବା ଯୋଗୁ ତାଙ୍କୁ ଧରିବାରେ ସଫଳ ହୋଇଥିଲେ । ବର୍ତ୍ତମାନ ଦୁହେଁ ପୋ-ଲି-ସ ଷ୍ଟେ-ସ-ନ-ରେ ଅଛନ୍ତି ।

ଦୁହିଙ୍କ ଠାରୁ ୫୦,୦୦୦ ଟଙ୍କା ଜବତ କରା ଯାଇଛି । ଏହି ଦୁଇ ମହିଳାଙ୍କ ନାଁ ହେଉଛି ସୁରଭି ଶ୍ରୀ ବାସ୍ତବ ଓ ମୋସିନା ସିଂ ଅଟେ । ଚୋ-ରୀ କରି ଧରା ପଡିଥିବା ଏହି ଦୁଇ ଜଣ ମହିଳା ଟିଭି ସିରିଏଲରେ କାମ କରିଥାନ୍ତି । ଟିଭି ସିରିଏଲ “ସାବଧାନ ଇଣ୍ଡିଆ”, ‘କ୍ରା-ଇ-ମ ପେ-ଟ୍ରୋ-ଲ” ଆଦିରେ ଛୋଟ ପରଦାରେ ସାଇଡ ରୋଲରେ ନଜର ଆସିଥାନ୍ତି ।

ଏହି ଘ-ଟ-ଣାରୁ ସ୍ପଷ୍ଟ ହେଉଛି ଯେ ମଣିଷ ଟଙ୍କା ପାଇଁ ନିଜ ଲୋକଙ୍କୁ ମଧ୍ୟ ଧୋକା ଦେଇପାରେ । ଏଠାରେ ଆଉ ଏକ କଥା ଜଣା ପଡୁଛି ଯେ ଏହି ଦୁଇ ଅଭିନେତ୍ରୀଙ୍କ ପାଇଁ ଟିଭି ଇଣ୍ଡଷ୍ଟ୍ରିରେ କିଛି କଳାକାର ମାନଙ୍କ ମଧ୍ୟରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିପାରେ ।

ଏହି ଘ-ଟ-ଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘ-ଟ-ଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।