ତୁଳସୀ ଗଛ ରେ ବାନ୍ଧିଦିଅନ୍ତୁ ଏହି ଗୋଟେ ଛୋଟ ଜିନିଷ ୨୪ ଘଣ୍ଟା ଭିତରେ ଦେଖନ୍ତୁ ଚମତ୍କାର ଘରେ ହେବ ଖାଲି ଧନର ବର୍ଷା

ପ୍ରାୟତଃ ସମସ୍ତଙ୍କ ଘରେ ତୁଳସୀ ଓ ମନିପ୍ଲାଣ୍ଟ ଗଛ ଥାଏ । ଏହି ଦୁଇଟି ଗଛ ଘରର ଶୋଭା ତ ବଢାଇଥାଏ ତା ସହିତ ଘରକୁ ସୁଖ ସମୃଦ୍ଧି ଆଣିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଓ ମନିପ୍ଲାଣ୍ଟ ଗଛ ଘର ପାଇଁ ବହୁତ ଶୁଭ ଓ ମଙ୍ଗଳକାରୀ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଏହି ଦୁଇଟି ଗଛକୁ ବହୁତ ମହତ୍ତ୍ୱପୂର୍ଣ୍ଣ  ସ୍ଥାନ ଦିଆ ଯାଇଛି ।

କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଗଛ ଆପଣଙ୍କୁ ଧନବାନ ବନାଇ ପାରିବ । ଆଜ୍ଞା ହଁ, ଏହା ବିଲକୁଲ ସତ ଅଟେ । ଯଦି ଆପଣ ବି ଧନବାନ ହେବାକୁ ଚାହୁଞ୍ଚନ୍ତି ତେବେ ଏହି ରଙ୍ଗର ସୂତା ମନିପ୍ଲାଣ୍ଟ ବା ତୁଳସୀ ଗଛରେ ବାନ୍ଧନ୍ତୁ, ଧୀରେ ଧୀରେ ଆପଣଙ୍କର ସମସ୍ତ ସମସ୍ୟା ସମାଧାନ ହୋଇଯିବ ତା ସହିତ  ଧନ ସମ୍ପତ୍ତିର ବର୍ଷା ହେବ ।

ଲାଲ ରଙ୍ଗର ଗୋଟିଏ ସୂତା ବା ରିବନ ନିଅନ୍ତୁ ଓ ତାକୁ ମନିପ୍ଲାଣ୍ଟ ବା ତୁଳସୀ ଗଛର ହାଣ୍ଡିରେ ବାନ୍ଧନ୍ତୁ । ଏହି ରିବନ ବାନ୍ଧିବା ପରେ ଆପଣଙ୍କୁ ସୁଖ ଲାଭ ହେବ । ଏହାର ସକାରାତ୍ମକ ପ୍ରଭାବ ବହୁତ ଜଲ୍ଦି  କାମ କରି ଥାଏ ।

ଫେଙ୍ଗସୁଇ ଅନୁସାରେ ଯେତେ ବି ଗୁଡ ଲକ ଗଛ ଥାଏ, ସେହି ଗଛର ତଳେ ଲାଲ  ରଙ୍ଗର ରିବନ ହିଁ ବାନ୍ଧନ୍ତି, ଯାହା ଫଳରେ ସେମାନଙ୍କର ପ୍ରଭାବ ଆହୁରି ଅଧିକ ହୋଇପାରିବ । ଏହି ପ୍ରକାରରେ ଏହି ରିବନ ଘରେ ସୁରକ୍ଷା ଓ ବାଲାନ୍ସ ବନାଇ ରଖିବାରେ ସହାୟକ ହୋଇଥାଏ ।

ଲାଲ ରଙ୍ଗ ଆମ ଭିତରେ ଉତ୍ତେଜନା ସୃଷ୍ଟି କରିଥାଏ । ଆମ ଜୀବନକୁ ସୁଧାରି ଥାଏ । ଲାଲ ରଙ୍ଗ ଆତ୍ମାବିଶ୍ଵାସକୁ ବଢାଇଥାଏ, ଏହି କାରଣ ଅଟେ କି ସବୁ ଗୁଡ ଲକ ଗଛରେ ଲାଲ ରଙ୍ଗର ରିବନ ବନ୍ଧାଯାଇଥାଏ ।

ଆଶାକରୁଛୁ ଆମର ଏହି ବାସ୍ତୁ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ବାସ୍ତୁ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।