Vastu Tips- ତୁଳସୀ ଗଛ ପାଖରେ ଲଗେଇ ଦିଅନ୍ତୁ ଏହି ଚମତ୍କାରୀ ଗଛ, ଚୁମ୍ବକ ପରି ଟାଣି ଆଣିବ ଧନ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଘର ନିର୍ମାଣ କରିଥାଉ ।

ଯଦି ଆମେ ବାସ୍ତୁ ଶାସ୍ତ୍ର କୁ ନ ମାନି କୌଣସି କାର୍ଯ୍ୟ କରିଥାଉ ତେବେ ଆମ ଘରେ ଅଶାନ୍ତି ଲାଗି ରହିଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଆମ ଘରେ ଯେଉଁ ତୁଳସୀ ଗଛ ଲାଗିଥାଏ ତାହା ଘର ପାଇଁ ବହୁତ ଶୁଭ ହୋଇଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛ କିମ୍ବା ପତ୍ର କୁ ଏହି ସ୍ଥାନ ରେ ରଖିବା ଦ୍ଵାରା ଘରେ ଧନ ର ବର୍ଷା ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

ବନ୍ଧୁଗଣ ତୁଳସୀ ଗଛ କୁ ପୂଜା କରିବା ଦ୍ୱାରା ଆମ ମନ କୁ ଶାନ୍ତି ମିଳିଥାଏ ଓ ଆମର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ । ତୁଳସୀ ଗଛ କୁ ସଠିକ ବିଧି ଦ୍ଵାରା ପୂଜା କରିବା ଦ୍ୱାରା ଆମର ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯାଇଥାଏ । ତୁଳସୀ ଗଛ ରେ ସନ୍ଧ୍ୟା ସମୟ ରେ ଦିପ ଜାଳିବା ସମୟ ରେ ଶୁଦ୍ଧ ତେଲ ର କିମ୍ବା ଘିଅ ର ଦୀପ ଜାଳିବା ଉଚିତ ।

ସକାଳେ ତୁଳସୀ ଗଛ ମୂଳ ରେ ଜଳ ଅର୍ପଣ କରିବା ଉଚିତ । ଯେଉଁ ବ୍ୟକ୍ତି ଏହି ସବୁ କର୍ମ ସଠିକ ଭାବରେ କରିଥାଏ ସେହି ବ୍ୟକ୍ତି ର ଜୀବନ ରେ କୌଣସି ପ୍ରକାର ଦୁଃଖ ସମସ୍ୟା ରହି ନ ଥାଏ । ତୁଳସୀ ଗଛ ମୂଳ ରେ ଦୀପ ଜାଳିବା ସମୟ ରେ ଦୀପ ର ତଳେ କିଛି ଚାଉଳ ରଖିଦିଅନ୍ତୁ ।

ଏହା ଦ୍ଵାରା ଆପଣଙ୍କ ଘରେ ଦାରିଦ୍ର୍ୟତା ଆଗମନ ହୋଇନଥାଏ । ଆପଣ ପ୍ରତିଦିନ କିଛି ତୁଳସୀ ପତ୍ର ଆଣି ଆପଣଙ୍କ ଘରେ ଥିବା ଠାକୁର ଙ୍କ ପାଖରେ ଲାଗୁଥିବା ଭୋଗ ରେ କିଛି ତୁଳସୀ ପତ୍ର ପକାଇ ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ଭଣ୍ଡାର କେବେ ମଧ୍ୟ ଖାଲି ହୋଇ ନ ଥାଏ ।

ବନ୍ଧୁଗଣ ଯଦି ଆପଣ ନିଜ ଘରେ ଧନ ର ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଂକୁ ଏକ ଉପାୟ କହିବୁ । ଏହି ଉପାୟ କୁ ଆପଣ କେବଳ ଗୁରୁବାର ଦିନ ହିଁ କରି ପାରିବେ । ଗୁରୁବାର ଦିନ ସକାଳୁ ଉଠି ଗାଧୋଇ ସାରି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଏହା ପରେ ଆପଣ ତୁଳସୀ ଗଛ ମୂଳ ରେ ଜଳ ଅର୍ପଣ କରନ୍ତୁ । ଦେଖନ୍ତୁ ସେହି ତୁଳସୀ ଗଛ ପାଖରେ କିଛି ଘାସ ଉଠିଥିବ ।

ତେବେ ଆପଣ ସେହି ଘାସ କୁ ଆଣି ଆପଣ ଯେଉଁ ସ୍ଥାନରେ ନିଜ ର ଧନ ରଖୁଛନ୍ତି ସେହି ସ୍ଥାନ ରେ ରଖି ଦିଅନ୍ତୁ । ଏହା ପରେ ଆପଣ ଦେଖିବେ ଆପଣଙ୍କ ଘରେ ସକାରାତ୍ମକ ଶକ୍ତି ର ଆବିର୍ଭାବ ହେବ । ଘରେ ଧନ ସମ୍ପତ୍ତି ର ଅଭାବ ଦେଖା ଦେବ ନାହିଁ । ଆପଣ ଏହି ଉପାୟ ଟି କୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଓ ଆପଣଙ୍କ ଘରେ ଥିବା ସମସ୍ୟା କୁ ଦୁର କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।