ଏହି ଟ୍ରେନି ଆଇପିଏସ ଉପରେ ପଡିଲା ବଜ୍ର, ପ୍ରଶିକ୍ଷଣରୁ କରାଗଲା ନିଲମ୍ବିତ

ହାଇଦ୍ରାବାଦର ଏକ ଟ୍ରେନୀ ଆଈପୀଏସ ଅଧିକାରୀ ଉପରେ କେନ୍ଦ୍ର ଗୃହ ବିଭାଗ ଦ୍ଵାରା ବଜ୍ର ପଡିଲା । ବିଭାଗର ଆସନ୍ତା ଆଦେଶ ଜାରି ହେବା ପର୍ଯ୍ୟନ୍ତ ଅଧିକାରୀକୁ ପ୍ରଶିକ୍ଷଣରୁ ନିଲମ୍ବିତ କରି ଦିଆ ଯାଇଛି । କୁହାଯାଉଛି କି କଡପାର ଟ୍ରେନି ଆଇପିଏସ ଅଧିକାରୀ ମହେଶ୍ୱର ରେଡ୍ଡୀଙ୍କ ବିରୁଦ୍ଧରେ ଭାବନା ବିରଦଲା ଧୋକା ଦେଇଥିବାର ଆରୋପ ଲଗାଇ ଥିଲେ । ଭାବନାଙ୍କ ଆରୋପ ପରେ ପୋଲିସ ମହେଶ୍ୱର ରେଡ୍ଡୀଙ୍କ ବିରୁଦ୍ଧରେ କେସ କରି ଯାଞ୍ଚ କରୁଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଉସ୍ମାନିୟା ବିଶ୍ୱବିଦ୍ୟାଳୟରେ ମହେଶ ଓ ଭାବନାଙ୍କର ପରିଚୟ ହୋଇଥିଲା । ୧.୫ ବର୍ଷ ପରେ ମହେଶ୍ୱର ରେଡ୍ଡୀ ଓ ଭାବନା କିସରା ରେଜିଷ୍ଟର କାର୍ଯ୍ଯାଳୟରେ ବିବାହ କରିନେଲେ । ଏହା ପରେ ଆଇପିଏସ ଅଧିକାରୀ ପାଇଁ ମହେଶ୍ୱର ରେଡ୍ଡୀଙ୍କର ଚୟନ ହେବା ପରେ ଅତିରିକ୍ତ ଯୌତୁକ ପାଇଁ ଭାବନାକୁ ପ୍ରତାଡିତ କରିବାକୁ ଲାଗିଲେ ଓ ଦ୍ଵିତୀୟ ବିବାହ କରିବା ପାଇଁ ପ୍ରୟାସ ବି କରିଲେ । ଏହା ଉପରେ ଭାବନା ଜବାହର ନଗର ପୋଲିସ ଥାନାରେ ଏଫଆଇଆର ଦେଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।