ଟ୍ରେନ ଟ୍ରାଜେଡି ପରେ ସରକାରଙ୍କ ନିଆରା ପଦକ୍ଷେପ, AC ବସରେ କଟକ ଭୁବନେଶ୍ଵର ରୁ ଫ୍ରି ରେ ଯାତ୍ରୀ ଯିବେ ବାଲେଶ୍ଵର ! ଦେଖନ୍ତୁ କଣ କହୁଛନ୍ତି ବସ ମାଲିକ

ନମସ୍କର ବନ୍ଧୁଗଣ । ସୂଚନା ଅନୁସାରେ ସବୁ AC ବସରେ କଟକ ଭୁବନେଶ୍ବରରୁ ମାଗଣାରେ ଯିବେ ବାଲେଶ୍ଵର । ତେବେ ସୂଚନା ଅନୁଯାଇ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣା ପାଇଁ ଖାଲି ଓଡିଶା କାହିଁକି ସାରା ଦେଶ ବ୍ୟାପୀ ଦୁଃଖର ମାହୋଲ ପରିବେଶ ସୃଷ୍ଟି ହୋଇଛି । ତେବେ ଏହାରି ମଧ୍ୟ ସରକାର ପରିସ୍ଥିତିକୁ ଲକ୍ଷରେ ରଖି ସାଧାରଣ ଲୋକଙ୍କ ପାଇଁ ଏପରି କିଛି ସୁବିଧା କରିଥିବାର ସୂଚନା ମିଳିଛି । ଯେଉଁଠାରେ କି କଟକ ଓ ଭୁବନେଶ୍ଵରରୁ ବାଲେଶ୍ଵର, ଭଦ୍ରକ, ଯାଜପୁର  ଯିବା ଯାତ୍ରୀ ମାନଙ୍କ ପାଇଁ ମାଗଣା ବସର ସୁବିଧା କରାଯାଇଛି ।

ଯେଉଁ ମାନେ ପୂର୍ବରୁ ଟ୍ରେନ ଟିକଟ ଏଥିପାଇଁ କରିଦେଇଥିଲେ । ତେବେ ଦୁର୍ଘଟଣା ପରେ ଟ୍ରେନ ଟିକେଟ ଗୁଡିକ ବାତିଲ କରଯାଇଥିଲା । ଏବେ ସେହି ସମସ୍ତ ଯାତ୍ରୀ ମାନେ ଆରାମରେ AC ବସ ଯୋଗେ କଟକ କିମ୍ବା ଭୁବନେଶ୍ବରରୁ ବାଲେଶ୍ଵର ଯାତ୍ରା କରିପାରିବେ । ଏଥିପାଇଁ ଓଡିଶା ସରକାର ଯାତ୍ରୀ ମାନଙ୍କର ଗମନାଗମନକୁ ଆଖିରେ ରଖି ଏଭଲିଉ ପଦକ୍ଷେପ ନେଇଛନ୍ତି । ଏପରି ଏକ ସେବା ମୂଳକ ସୁବିଧା ପରେ ଯାତ୍ରୀ ମାନେ ମଧ୍ୟ ବହୁତ ଖୁସି ଥିବାର ଜଣା ପଡୁଛି ।

ଏହି ସମସ୍ତ ଯାତ୍ରୀ  ମାନେ ସରକାରଙ୍କର ଏଭଳି ଏକ ପଦକ୍ଷେପ ପାଇଁ ସରକାରଙ୍କ ଉପରେ ସନ୍ତୁଷ୍ଠୀଭାବ ପ୍ରକାଶ କରିଛନ୍ତି । ତେବେ ସବୁଠାରୁ ବଡ କଥା ଏଠାରେ ହେଉଛି । ଯେ ଏଠାରେ କୌଣସି ମଧ୍ୟ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ତଳ ଯିବା ପର୍ଯ୍ୟନ୍ତ ବସ କଣ୍ଡକ୍ଟରଙ୍କୁ କିଛି ବସ ଭଡା ବାବଦକୁ ଦେବା ପାଇଁ ପଡିବ ନାହିଁ । ଏହି ସମସ୍ତ ବସ ଭଡା ବାବଦ ଟଙ୍କାକୁ ସରକାର ବହନ କରିବେ ।

ଯେତେ ଯାତ୍ରୀ ଆସିଲେ ମଧ୍ୟ ସମସ୍ତ ଯାତ୍ରୀଙ୍କ ଗମନାଗମନ ପାଇଁ ସରକାର ମାଗଣାରେ ବସ ସେବା ଯୋଗାଇ ଦେବେ ବୋଲି ଓଡିଶା ସରକାର ଏଭଳି ଏକ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ତେବେ ବାଲେଶ୍ଵର ବାହାନଗା ଠାରେ ଘଟିଥିବା ଭାରତର ସବୁଠାରୁ ବଡ ରେଳ ଦୁର୍ଘଟଣାର ସମୀକ୍ଷା କରାଯାଇ ସ୍ଥିତି ପୂର୍ବ ଭଳି ଭଲ କରାଯିବା ପାଇଁ ଅବ୍ଯାହତ ଚେଷ୍ଟା ଜାରୀ ରହିଛି ।

ଘଟଣା ସ୍ତଳକୁ ଯାଇ କିଭଳି ଭାବେ ଉଦ୍ଧାର କାର୍ଯ୍ୟକୁ ଶୀଘ୍ରରୁ ଅତି ଶୀଘ୍ର ତ୍ବରାନିତ କରାଯିବ । ସେଥିପାଇଁ ମଧ୍ୟ ସରକାର ବେଶ ସକ୍ରିୟ ରହିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ