ଆଜି ଆମେ ଆପଣଙ୍କ ପାଇଁ କିଛି ଢଗ ଢମାଳି ଓ ଛୋଟ ପିଲାମାନଙ୍କ ପାଇଁ କିଛି ପ୍ରଶ୍ନ ନେଇ ଆସିଛୁ । ଯାହାକି ବହୁତ ହିଁ ସାଧାରଣ ଅଟେ । ଏହି ସବୁ ପ୍ରଶ୍ନ କୌଣସି ନା କୌଣସି ପରୀକ୍ଷାରେ ଆସିଛି । ଯଦି ଆପଣ ଏହି ସବୁ ପ୍ରଶ୍ନର ଉତ୍ତର ଜାଣି ନାହାନ୍ତି ତେବେ ଜାଣି ନିଅନ୍ତୁ । ତେବେ ଚାଳନ୍ତୁ ଜାଣିବା ସେହି ସବୁ ପ୍ରଶ୍ନ ବିଷୟରେ
୧ – ରାସ୍ତା ଅଛି ହେଲେ ଗାଡି ନାହିଁ,
ବଣ ଅଛି ହେଲେ ଗଛ ନାହିଁ,
ଗାଁ ଅଛି ହେଲେ ମଣିଷ ନାହିଁ,
କହିଲ ଦେଖି ଏମିତି ଜାଗାଟେ କାହିଁ ?
ଉତ୍ତର – ମାନଚିତ୍ର
୨ – ଶରୀରର କେଉଁ ଅଙ୍ଗରୁ କେବେ ବି ଝାଳ ବାହାରେ ନାହିଁ ?
ଉତ୍ତର – ଓଠ
୩ – ରାଷ୍ଟ୍ରୀୟ ଏକତା ଦିବସ କେବେ ପାଳନ କରାଯାଏ ?
ଉତ୍ତର – ୩୧ ଅକ୍ଟୋବର
୪ – ଲୋକସଭା କାର୍ଯ୍ୟକାଳ କେତେ ବର୍ଷର ହୋଇଥାଏ ?
ଉତ୍ତର – ୫ ବର୍ଷ
୫ – ରାଜ୍ୟସଭାର ଅଧ୍ୟକ୍ଷତା କିଏ କରନ୍ତି ?
ଉତ୍ତର – ଉପରାଷ୍ଟ୍ରପତି
୬ – ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି କିଏ ଥିଲେ ?
ଉତ୍ତର – ପ୍ରତିଭା ସିଂହ ପାଟିଲ
୭ – ଭାରତର ବୃହତ୍ତମ ନଦୀର ନାଁ କଣ ?
ଉତ୍ତର – ଗଙ୍ଗା ନଦୀ
୮ – ଭାରତର ବୃହତ୍ତମ ଜିଲ୍ଲାର ନାଁ କଣ ?
ଉତ୍ତର – ବିଶାଖାପାଟଣା
୯ – ଭାରତର ନୀତି କଣ, ଯାହାକୁ ଜାତୀୟ ନୀତି ବୋଲି ବି କୁହାଯାଏ ?
ଉତ୍ତର – ଅହିଂସା ନୀତି
୧୦ – ସଦାକୋଟ କାହିଁକି ପ୍ରସିଦ୍ଧ ଅଟେ ?
ଉତ୍ତର – କାରଣ ତାହା ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମସ୍ଥାନ
୧୧ – ସୁରଟ କେଉଁ ଜିନଷ ପାଇଁ ଅଧିକ ପ୍ରସିଦ୍ଧ ?
ଉତ୍ତର – ଲୁଗାକଳ
୧୨ – ପ୍ରଥମ ଇଲେଟ୍ରିକ ଟ୍ରେନର ନାଁ କଣ ଥିଲା ?
ଉତ୍ତର – ଡେକାନ କୁଇନ
୧୩ – କମ୍ପାସରେ କେଉଁ ଚୁମ୍ବକ ଥାଏ ?
ଉତ୍ତର – ସୂଚୀ ଚୁମ୍ବକ
୧୪ – ଭାରତର କେଉଁ ରାଜ୍ୟରେ ପୁରୁଷମାନଙ୍କ ତୁଳନାରେ ସ୍ତ୍ରୀମାନଙ୍କ ସଂଖ୍ୟା ସେଠି ଅଧିକ ?
ଉତ୍ତର – କେରଳ
୧୫ – ଟ୍ରେନର ଶେଷ ବଗିର ପଛପଟେ X କାହିଁକି ଲେଖା ହୋଇଥାଏ ?
ଉତ୍ତର – ଟ୍ରେନ ଉପରେ ନଜର ରଖୁଥିବା କର୍ମଚାରୀ ଜାଣି ପାରିବେ କି ଟ୍ରେନର ସବୁ ବଗି ଷ୍ଟେସନରୁ ଅତିକ୍ରମ କରିସାରିଛି
୧୬ – କାହାକୁ ଉତ୍କଳମଣିର ଉପାଧି ଦିଆ ଯାଇଛି ?
ଉତ୍ତର – ଗୋପବନ୍ଧୁ ଦାସ
୧୭ – ଓଡିଶାରେ କେତୋଟି ଜିଲ୍ଲା ଅଛି ?
ଉତ୍ତର – ୩୧ ଟି
୧୮ – ଛବିଲ ବର୍ଣ୍ଣବୋଧ ବହିକୁ କିଏ ରଚନା କରିଥିଲେ ?
ଉତ୍ତର – ଭକ୍ତକବି ମଧୁସୁଦନ ରାଓ
୧୯ – ଓଡିଆ ନବବର୍ଷ କେବେ ପାଳନ କରାଯାଏ ?
ଉତ୍ତର – ପଣା ସଂକ୍ରାନ୍ତି
୨୦ – ଓଡିଶାର ସବୁଠୁ ବଡ ଜିଲ୍ଲାର ନାଁ କଣ ?
ଉତ୍ତର – ମୟୂରଭଞ୍ଜ
୨୧ – କେଉଁ ଦେଶରେ ଗୋଟିଏ ହେଲେ ବି ଟ୍ରାଫିକ ସିଗନାଲ ନାହିଁ ?
ଉତ୍ତର – ଭୁଟାନ
୨୨ – କେଉଁ ପଶୁର ଜିଭ କଳା ହୋଇଥାଏ ?
ଉତ୍ତର – ଜିରାଫ
୨୩ – କେଉଁ ଦେଶରେ ଗୋଟିଏ ହେଲେ ବି ନଦୀ ନାହାନ୍ତି ?
ଉତ୍ତର – ସାଉଦୀ ଆରବ
୨୪ – ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଥର ନୋଟବନ୍ଦି ହୋଇସାରିଛି ?
ଉତ୍ତର – ୩ ଥର
୨୫ – ଇଣ୍ଟରନେଟ କିଏ ଆବିଷ୍କାର କରିଥିଲେ ଓ ସେ କେଉଁ ଦେଶର ନାଗରିକ ?
ଉତ୍ତର – ରିନ ଟନ କେଫ – ଆମେରିକା
୨୬ – ରାଜ୍ୟ ସଭାର କାରଜ୍ୟକାଳ କେତେ ବର୍ଷର ହୋଇଥାଏ ?
ଉତ୍ତର – ଉତ୍ତର – ୬ ବର୍ଷ
୨୭ – ଲୋକସଭାର ସଭାପତିତ୍ଵ କିଏ କରିଥାନ୍ତି ?
ଉତ୍ତର – ବାଚସ୍ପତି
୨୮ – ଭାରତର ପ୍ରଥମ ବ୍ଯାଙ୍କର ନାଁ କଣ ?
ଉତ୍ତର – ବମ୍ବେ ବ୍ଯାଙ୍କ