ଟ୍ରେନ ପଟରୀ ରେ କାହିଁକି ପଡିଥାଏ ପଥର ? ଜାଣନ୍ତୁ ଏହା ପଛରେ ଥିବା ରୋଚକ ପୂର୍ଣ୍ଣ ତଥ୍ୟ

ଟ୍ରେନ ବିଷୟରେ ଆପଣ ବହୁତ କିଛି ଜାଣିଥାନ୍ତି କିନ୍ତୁ ଆପଣ ଜାଣନ୍ତି କି ରେଳ ପଟି ପାଖରେ କାହିଁକି ଗେଟି ଦିଆଯାଇଥାଏ । ଆପଣ ଭାବୁଥିବେ କି ଯେ ଏହି ପଥର ଜାଗାରେ ଆଉ କିଛି କାହିଁକି ଦିଆଯାଉ ନାହିଁ । ଏହାର ବହୁତ ଗୁଡିଏ କାରଣ ଅଛି । ଆପଣ ଯେତେବି ରେଳ ଯିବା ଜାଗା ଦେଖୁଥିବେ ତାର ପାଟିରେ ଏହିଭଳି ଗେଟି ଦିଆଯାଇଥାଏ । ଆସନ୍ତୁ ଜାଣିବା ଏହା ଉପରେ କେଉଁଠି ପାଇଁ ଏମିତି ଭାବରେ ରକ୍ଷା ଯାଇଥାଏ ।

କିନ୍ତୁ କିଛି ଏମିତି କିଛି କଥା ଅଛି କେହି ଜାଣିନାହାନ୍ତି । ରେଳ ପଟି ତଳେ ଏକ କଂକ୍ରିଟ ଥାଏ ଏହାକୁ ଶ୍ଲୀପର କୁହାଯାଏ । ଏହି ଶ୍ଲୀପର ତଳେ କିଛି ଗେଟି ଦିଆଯାଇଥାଏ । ଏହାକୁ ପ୍ଲାଷ୍ଟ କୁହାଯାଏ ଏହା ଅଲଗା ଅଲଗା ଦୁଇଟି ଲେୟର ହିସାବରେ ଥାଏ ଓ ଏହାର ତଳେ ଆଉ କିଛି ଦିଆଯାଏ ନାହିଁ । ଏହାକୁ ଯଦି ଠିକ ଭାବରେ ଦେଖିବେ ତା ଆପଣଙ୍କୁ ଜଣା ପଡିବ କି ଏହା ମାଟି ତଳୁ କିଛି ଉପରକୁ ରହିଛି ।

ଏହି ଟ୍ରେନ ପାଖା ପାଖି ୧୦ ଲକ୍ଷ ଟନ ଓଜନର ହୋଇଥାଏ ଯାହାକି ଏହାକୁ ସମ୍ଭାଳିବାକୁ ହେଲେ କିଛି ଏହିପରି କରିବାକୁ ପଡିଥାଏ ନଚେତ କେବଳ ମାଟି ଓ ପଟି ଉପରେ ରେଳ ଚାଲିପାରିବ ନାହିଁ । ଏହାକୁ ସମ୍ଭାଳିବାକୁ ହେଲେ ଲୁହା ବନାଯାଇଥିବା ପଟି ଓ କଂକ୍ରିଟ ବନାଯାଇଥିବା ଶ୍ଲୀପର ଓ ଗେଟି ସାହାର୍ଯ୍ୟରେ ଏହା ହୋଇଥାଏ ।

ସେମିତି ଦେଖିବାକୁ ଗଲେ ପୁରା ଲୋଡ ଏହି ପଥର ଉପରେ ହିଁ ପଡିଥାଏ । ପଥର ଯୋଗୁ ହିଁ ବନାଯାଇଥିବା କଂକ୍ରିଟ ସେହି ଜାଗାରେ ରହିଥାଏ ନଚେତ ରହିପାରିବେ ନାହିଁ । କିନ୍ତୁ ଯଦି ଗୋଲ ପଥର ରକ୍ଷା ଯିବ ରହିବା ନାହିଁ ଖାଲି ଖସିବ ।

୧- ଯେତେବେଳେ ରେଳ ଯାଇଥିବା ସମୟରେ ତଳେ ପଡିଥିବା ରେଳ ପଟି ଓ ଏହା ତଳେ ଥିବା ଶ୍ଲୀପର ଓ ଏହା ତଳେ ଥିବା ଗେଟି ଜଣେ ଅନ୍ୟ ଜଣଙ୍କ ସହ ମିଶି  ଠିକ ଭାବରେ ରହିଥାନ୍ତି ଯଦି ସେହିପାରି ନରଖାଯାଏ ତେବେ ସେଠାରେ ଖସିବାର ଅଧିକ ସମ୍ଭାବନା ଅଛି ।

୨ – ଯଦି ଟ୍ରେନ ତଳେ ଗେଟି ନାରଖାଯାଏ ତେବେ ଏହା ତଳେ ଗଛ ଓ ଘାସ ଉଠିଯିବ ଯାହା ଫଳରେ ଟ୍ରେନକୁ ଯିବା ସମୟରେ ବହୁତ ଅସୁବିଧା ହେବ । ସେଥିପାଇଁ ପଥର ରହିଥାଏ ।

୩- ଯେତେବେଳେ ଟ୍ରେନ ମାଟି ଉପର ଚାଲିଥାଏ ସେହି ସମୟରେ ମାଟିରେ ଏକ କମ୍ପନ ସୃଷ୍ଟି ହୋଇଥାଏ ସେଥିପାଇଁ ମଧ୍ୟ ଏହା ତଳେ ଗେଟି ରଖାଯାଇଥାଏ । କାରଣ ଏହା ଦ୍ଵାରା ପଟି ଗୁଡିକ ଖୋଲିଯାଇବା ଅଧିକା ସମ୍ଭାବନା ଥାଏ । କମ୍ପନ କମାଇବା ଓ ପଟି ଗୁଡିକ ଚଉଡା ନହେବା ପାଇଁ ରକ୍ଷା ଯାଇଥାଏ ।

୪ – ପଟି ଉପରେ ଯେତେବେଳେ ଟ୍ରେନ ଚାଲିଥାଏ ସେହି ସମୟରେ ଟ୍ରେନର ପୁରା ଭାର କଂକ୍ରିଟ ଉପରେ ହିଁ ପଡିଥାଏ । କଂକ୍ରିଟ ପାଖରେ ପଡିଥିବା ଗେଟି ଗୁଡିକ ଶ୍ଲୀପର ଗୁଡିକ ଧରି ରଖିବାରେ ସାହାର୍ଯ୍ୟ କରିଥାଏ । ଏହି ପଥର ପାଇଁ ଶ୍ଲୀପର ଖସନ୍ତି ନାହିଁ  ।

୫ – ଏହା ଛଡା ପଟି ଉପରେ ଗେଟି ପକାଇବା ଆଉ ଏକ କାରଣ ହେଉଛି ଏହା ଥିବା ହେତୁ ପାଣି ସବୁ ବାହାରକୁ ଯିବା ପାଇଁ ବହୁତ ସୁବିଧା ହୋଇଥାଏ । ଯେତେବେଳେ ବର୍ଷା ହୋଇଥାଏ ସେହି ସମୟରେ ତାର ପାଣି ଗୁଡା ସବୁ ପଟି ପାଖରେ ଲାଗି ରହେ ଯାହା ଦ୍ଵାରା ଟ୍ରେନ ଯିବା ପାଇଁ ବହୁତ ଅସୁବିଧା ହେବାକୁ ପଡିବ ।

ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଟି ପସନ୍ଦ ଆସିଥିବ ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରି ନିଅନ୍ତୁ ଏବଂ ଏହାକୁ ସେୟାର୍ ମଧ୍ୟ କରନ୍ତୁ ଧନ୍ୟବାଦ ।