ଟ୍ରେନ ଡବା ଗୁଡିକ ଉପରେ ଲେଖା ହୋଇଥିବା ଏହି ନମ୍ବର ବହୁତ ଖାସ, କଣ ଆପଣ ଜାଣିଛନ୍ତି !

ଟ୍ରେନ ଏକ ଇଂଗ୍ଲିଶ ଶବ୍ଦ ଅଟେ । କିନ୍ତୁ ଏହାକୁ ଓଡିଆରେ ରେଳ ଗାଡି କୁହାଯାଏ । ପ୍ରାୟତଃ ଟ୍ରେନରେ ଇଞ୍ଜିନ ଟ୍ରେନ ଆଗରେ ଲାଗିଥାଏ ଯାହାକି ପଛରେ ଥିବା ଟ୍ରେନ ଡବାକୁ ଟାଣିଥାଏ । କିଛି ବହୁତ ତେଜ-ରଫ୍ତାର ଓ ନୂଆ ଟ୍ରେନଗୁଡିକର ଆଗରେ ଓ ପଛରେ ବି ଇଞ୍ଜିନ ଲାଗିଥାଏ, ଆଗରେ ଥିବା ଇଞ୍ଜିନ ଟ୍ରେନକୁ ଟାଣି ଥାଏ ଓ ପଛରେ ଥିବା ଇଞ୍ଜିନ ଟ୍ରେନକୁ ପଛରୁ ଧକ୍କା ମାରିଥାଏ । କିନ୍ତୁ ମାଲଗାଡି ଟ୍ରେନ ଗୁଡିକରେ ବହୁତ ଅଧିକ ଓଜନ ଜିନିଷ ଥିବାରୁ ସେଥିରେ ଦୁଇଟିରୁ ବି ଅଧିକ ଇଞ୍ଜିନ ଲାଗିଥାଏ ।

ମଲ୍ଟୀପଲ ୟୁନିଟ ଟ୍ରେନ (Multiple Unit Train)ରେ ଇଞ୍ଜିନ ନ ଥାଏ । ସମସ୍ତ ଡବାରେ ଡିଜେଲ କିମ୍ବା ବିଜୁଳିର ମିଟର ଲାଗିଥାଏ ଯାହା ଟ୍ରେନକୁ ଚଳାଇଥାଏ । ଏହି ଟ୍ରେନର ଆଗରେ ଏକ କ୍ୟାବିନ ଥାଏ ଯେଉଁଥିରେ ଜଣେ ଡ୍ରାଇଭର ଟ୍ରେନକୁ କନ୍ଟ୍ରୋଲ କରିଥାଏ ।

କହିଦେଉଛୁ କି ୧୮୦୪ରେ ଜଣେ ଅଂଗ୍ରେଜ ଇଂଜୀନିୟର ରିଚର୍ଡ ଟ୍ରେ ଦୀ ଥକ ବାଷ୍ପରେ ଚାଲୁଥିବା ଇଞ୍ଜିନ ପ୍ରସ୍ତୁତ କରିଥିଲେ । କିନ୍ତୁ ଏହା କେବଳ ୨୦ ଟନ ଟାଣି ପାରିବ । ଏହା ପରେ ଜର୍ଜ ଷ୍ଟିଫନ ଅଧିକ ଶକ୍ତିଶାଳୀ ଇଞ୍ଜିନ ପ୍ରସ୍ତୁତ କରିଲେ । କିନ୍ତୁ ଆଜି ଆମେ ଟ୍ରେନ ଡିବା ଉପରେ ଲେଖା ହୋଇଥିବା ନମ୍ବର ବିଷୟରେ କହିବୁ କି ଏହାର ଅର୍ଥ କଣ ହୋଇଥାଏ ।

ଆପଣ ପ୍ରାୟତଃ ଦେଖିଥିବେ କି ଟ୍ରେନ ଉପରେ ନମ୍ବର ଲେଖା ହୋଇଥାଏ, କହିବାକୁ ଗଲେ ଏହି ନମ୍ବର ଦ୍ଵାରା ଟ୍ରେନ ଡବାଟି କେଉଁ ବର୍ଷରେ ତିଆରି ହୋଇଛି ତାହା ଜଣା ପଡିଥାଏ । ଯଦି କୌଣସି ଟ୍ରେନ ଉପରେ ୦୪୦୫୨ ଲେଖା ହୋଇଛି ତେବେ ଏହାର ଅର୍ଥ ଏହା ଅଟେ କି ଏହି ଟ୍ରେନକୁ ୨୦୦୪ରେ ତିଆରି କରାଯାଇଥିଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।