ଦୁନିଆର 10 ସବୁଠୁ ମହଙ୍ଗା ଘର, ଦୁଇ ଭାରତୀୟଙ୍କ ଘରବି ଅଛି ସାମିଲ, ଦେଖନ୍ତୁ

ଦୁନିଆରେ ବହୁତ ଧନୀ ବ୍ୟକ୍ତି ଅଛନ୍ତି । ଯେଉଁମାନେ ଭଲ ଜୀବନଶୈଳୀକୁ ଓ ନିଜର ସୁରକ୍ଷାକୁ ଆଖି ଆଗରେ ନିଜ ପାଇଁ ବହୁତ ମହଙ୍ଗା ମହଙ୍ଗା ଘର ଇତ୍ୟାଦି ଜିନିଷ କ୍ରୟ କରିଥାନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି କି ଦୁନିଆର ୧୦ ଟି ସବୁଠୁ ମହଙ୍ଗା ଘର କଣ ଅଟେ । ଏମିତିରେ ଆଜି ଆମେ ଆପଣଙ୍କୁ ୧୦ ଟି ମହଙ୍ଗା ଘର ବିଷୟରେ କହିବୁ ।

୧୮ – ୧୯ Kensington Palace Gardens, London

ଲଣ୍ଡନରେ ଅବସ୍ଥିତ ଏହି ଘର ଦୁନିଆର ୧୦ମ ସବୁଠୁ ମହଙ୍ଗା ଘର ଅଟେ । ଯାହାର ଦାମ ୨୨୦ ମିଲିୟନ ଡଲାରରୁ ବି ଅଧିକ ଅଟେ । ଏହା ଭାରତର ସ୍ଟୀଲ କିଙ୍ଗ ଲକ୍ଷ୍ମୀ ମିତଲଙ୍କ ନିବାସ ଅଟେ । ୫୫ ହଜାର ସ୍କୋୟାର ଫୁଟ ମଧ୍ୟରେ ଏହା ଅବସ୍ଥିତ ।

Villa Les Cedres, France

ଏହି ଭିଲାର ମୂଲ୍ୟ ୨୨୧ ମିଲିୟନ ଡଲାର ଅଟେ ଓ ଯାହାକି ୧୮ ହଜାର ସ୍କୋୟାର ଫୁଟରେ ଅବସ୍ଥିତ ।

Four Fairfield Pond, NewYork

ରେନୋ ଗ୍ରୁପ ମାଲିକଙ୍କର ଏହି ଘରର ମୂଲ୍ୟ ୨୪୮ ମିଲିୟନ ଡଲାର ଅଟେ । ଦୁନିଆର ଏହା ସମସ୍ତ ସବୁଠୁ ମହଙ୍ଗା ଘର ଅଟେ । ୬୩ ଏକରରେ ଏହି ଘର ଅବସ୍ଥିତ ।

Mesa Vista Ranch, Texas (USA)

ଏହା ଦୁନିଆର ସପ୍ତମ ସବୁଠୁ ମହଙ୍ଗା ଘର ଅଟେ । ଯାହାର ମୂଲ୍ୟ ୨୫୦ ମିଲିୟନ ଡଲାର ଅଟେ ।

Les Palais Bulles, France

ପାଖାପାଖି ୩୪୦ ରୁ ୩୯୦ ମିଲିୟନ ଡଲାର ମୂଲ୍ୟ ଏହି ଘର ଦୁନିଆର ସବୁଠୁ ମହଙ୍ଗା ଘର ଅଟେ । ଏହାକୁ ଡବଲ ପ୍ୟାଲେସ ବି କୁହାଯାଏ ।

The Odeon Tower Penthouse, Monaco

ଏହି ଘରର ମୂଲ୍ୟ ୩୮୦ ରୁ ୪୦୦ ମିଲିୟନ ଡଲାର ଅଟେ । ଏହାକୁ ଦୁନିଆର ସବୁଠୁ ମହଙ୍ଗା ପେଣ୍ଟ ହାଉସ କୁହାଯାଏ । ୩୫ ହଜାର ସ୍କୋୟାର ଫୁଟରେ ଏହି ଆପାର୍ଟମେଣ୍ଟ ଦୁନିଆର ପଞ୍ଚମ ସବୁଠୁ ମହଙ୍ଗା ଘର ଅଟେ ।

Witanhurst, London

ଏହି ଘରର ମୂଲ୍ୟ ୪୫୦ ମିଲିୟନ ଡଲାର ଅଟେ । ଏହି ଘରେ କେତେକ ଫିଲ୍ମ ମଧ୍ୟ ଶୁଟିଙ୍ଗ ହୋଇସାରିଛି । ବର୍ତ୍ତମାନ ସମୟରେ ଏହି ଘରେ କିଛି କାମ ଚାଲିଛି । ଯାହା ଦ୍ଵାରା ଭବିଷ୍ୟତରେ ଏହି ଘରର ମୂଲ୍ୟ ଆହୁରି ବି ବଢିପାରେ ।

Villaa La Leopolda, France

ଏହି ଭିଲାର ଦାମ ୭୫୦ ମିଲିୟନ ଡଲାର ଅଟେ । ଏହା ଦୁନିଆର ତୃତୀୟ ସବୁଠୁ ମହଙ୍ଗା ଘର ଅଟେ । ଏହି ଘରେ ଆପଣଙ୍କୁ ସମସ୍ତ ପ୍ରକାରର ସୁବିଧା ମିଳିବ ।

Antilia Tower, Mumbaai

ଭାରତର ସବୁଠୁ ଧନୀ ବ୍ୟକ୍ତି ରିଲାୟ୍ଯାନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କ ଏହି ୨୭ ମହଲା ଘର ଦୁନିଆର ସବୁଠୁ ମହଙ୍ଗା ପ୍ରାଇଭେଟ ଘର ଅଟେ । ଯାହାର ଦାମ ୧ – ୨ ବିଲିୟନ ଡଲାର ଅଟେ ।

Buckingham Palace, London

ବ୍ରିଟିଶର ରାଣୀ ଏଲିଜ଼ାବେଥ ଦ୍ଵିତୀୟଙ୍କ ଏହି ମହଲର ମୂଲ୍ୟ ୩ – ୫ ବିଲିଅନ ଡଲାର ଅଟେ । ଯାହାକୁ ବର୍ତ୍ତମାନ ସମୟରେ ଦୁନିଆର ସବୁଠୁ ମହଙ୍ଗା ଘର ଅଟେ । ଦୁନିଆର ସବୁଠୁ ମହଙ୍ଗା ସହରରେ ଏହି ମହଲ ଥିବା କାରଣରୁ ଏହାର ମୂଲ୍ୟ ଭବିଷ୍ୟତରେ ଆହୁରି ବଢିବାକୁ ଲାଗିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।