ଟୁଥପେଷ୍ଟ ଉପରେ ଥିବା ଅଲଗା ଅଲଗା ରଙ୍ଗ ଚିହ୍ନର ମାନେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆଜିକାଲି ବଜାରରେ ଅଲଗା ଅଲଗା ପ୍ରକାରର ଟୁଥପେଷ୍ଟ ମିଳୁଛି । ସେହି ଟୁଥପେଷ୍ଟ କୁ ସବୁ ଲୋକ ମଧ୍ୟ ବ୍ୟବହାର କରୁଛନ୍ତି କିନ୍ତୁ ଆପଣ ଏହାକୁ କିଣିବା ସମୟରେ କେବେ ଭାବିଛନ୍ତି କି ଟୁଥପେଷ୍ଟ ଖୋଳ ଉପରେ ଅଲଗା ଅଲଗା ରଙ୍ଗର ଚିହ୍ନ କଣ ପାଇଁ ଥାଏ । ଆଜି ଆମେ ଆପଣଙ୍କୁ ସେହି ଚିହ୍ନ ବିଷୟରେ କହିବାକୁ ଯାଉଛୁ । ଟୁଥପେଷ୍ଟ ଉପରେ ୪ଟି ରଙ୍ଗର ଚିହ୍ନ ଥାଏ ସେଗୁଡିକ ହେଉଛି ଲାଲ, କଳା, ନୀଳ ଏବଂ ସବୁଜ ଏବଂ ଏହି ୪ଟି ରଙ୍ଗର ଅର୍ଥ ମଧ୍ୟ ଅଲଗା ଅଲଗା ହୋଇଥାଏ । ଏହି ରଙ୍ଗର ଅର୍ଥ ହେଉଛି କି ଏଥିରେ କେଉଁ ପଦାର୍ଥର ଉପଯୋଗ ହୋଇଛି ।

କଳା ରଙ୍ଗ ଚିହ୍ନର ଅର୍ଥ

ଆପଣ ଟୁଥପେଷ୍ଟର ତଳ ଭାଗରେ କଳା ରଙ୍ଗର ପଟି ଥିବା ଚିହ୍ନ ନିହାତି ଦେଖି ଥିବେ କିନ୍ତୁ କେବେ ହେଲେ ଭାବିନଥିବେ କି ଏହାର ଅର୍ଥ କଣ । ଏହାର ଅର୍ଥ ହେଉଛି ଏହା କେମିକାଲ ଦ୍ଵାରା ତିଆରି କରାଯାଇଛି । ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ, ଏଥିପାଇଁ ଏହାକୁ ଭୁଲରେ ବି କିଣନ୍ତୁ ନାହିଁ ।

ଲାଲ ରଙ୍ଗ ଚିହ୍ନର ଅର୍ଥ

ଲାଲ ରଙ୍ଗ ଚିହ୍ନ ଥିବା ଟୁଥପେଷ୍ଟ ରେ ପ୍ରକୃତିକ ପଦାର୍ଥ ସହିତ କେମିକାଲ ର ମଧ୍ୟ ବ୍ୟବହାର ହୋଇଥାଏ । ଏହା କଳା ରଙ୍ଗ ଟୁଥପେଷ୍ଟ ଠାରୁ ଟିକେ ଭଲ ଅଟେ ।

ନୀଳ ରଙ୍ଗ ଚିହ୍ନର ଅର୍ଥ

ଯଦି ଆପଣଙ୍କ ଟୁଥପେଷ୍ଟରେ ନୀଳ ରଙ୍ଗର ଚିହ୍ନ ଥାଏ ତାହେଲେ ବୁଝିବେ କି କଳା ଏବଂ ଲାଲ ରଙ୍ଗ ଟୁଥପେଷ୍ଟ ଠାରୁ ବହୁତ ଭଲ ହୋଇଥାଏ ଏବଂ ଏହା ଆପଣଙ୍କ ପାଇଁ ସୁରକ୍ଷିତ ଅଟେ । ଏଥିରେ ପ୍ରାକୃତିକ ପଦାର୍ଥ ସହିତ ମେଡିକେସନ ପଦାର୍ଥ ମଧ୍ୟ ବ୍ୟବହାର ହୋଇଥାଏ ।

ସବୁଜ ରଙ୍ଗର ଚିହ୍ନର ଅର୍ଥ

ସବୁଜ ଚିହ୍ନ ଥିବା ଟୁଥପେଷ୍ଟ ଆପଣଙ୍କ ପାଇଁ ସୁରକ୍ଷିତ ହୋଇଥାଏ । ଏହା ପ୍ରାକୃତିକ ପଦାର୍ଥରେ ହିଁ ପ୍ରସ୍ତୁତ ହୋଇଥାଏ । ଏହି ଟୁଥପେଷ୍ଟ ଏହି ତିନୋଟି ଟୁଥପେଷ୍ଟ ଠାରୁ ସବୁଠାରୁ ଭଲ ଅଟେ ଏବଂ ଏହା ଆପଣଙ୍କ ଦାନ୍ତ ପାଇଁ ସବୁଠାରୁ ଭଲ ହୋଇଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।