ଏହି 3 ବ୍ୟକ୍ତିଙ୍କୁ କେବେବି ସାହାଯ୍ୟ କରିବେ ନାହିଁ -Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଯେଉଁ ଥିରେ ଜୀବନ କୁ ସଫଳ ଓ ସୁଖମୟ କରିବାରେ ସାହାଯ୍ୟ କରିଥାଏ । ଏହି ପୁସ୍ତକ ର ମୁଖ୍ୟ ବିଷୟ ହେଲା ମାନବ ସମାଜ କୁ ଜୀବନ ର ବ୍ୟବହାରିକ ଶିକ୍ଷା ଦେବା । ଚାଣକ୍ୟ ଜଣେ ମହାନ ପଣ୍ଡିତ ଓ ନିଜ ବୁଦ୍ଧି ଏବଂ ନୀତି ଦ୍ୱାରା ସେ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଙ୍କ ରାଜା କରିପାରିଥିଲେ । ତେବେ ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କ ର କିଛି ମହତ୍ୱପୂର୍ଣ୍ଣ ନୀତି ବିଷୟରେ ।

ଚାଣକ୍ୟ ଙ୍କ ଅନୁସାରେ ଜୀଵନ ରେ କେବେବି ଏହି ବ୍ୟକ୍ତି ଙ୍କୁ ସାହାଯ୍ୟ କରିବା ଉଚିତ ନୁହେଁ । ସାହାର୍ଯ୍ୟ କଲେ କେବଳ ଆମକୁ ଦୁଃଖ କଷ୍ଟ ମିଳିଥାଏ ଆମକୁ ଛୋଟ ବେଳୁ ଏହା ଶିକ୍ଷା ଦିଆଯାଇଛି କି ଯିଏ ଅସୁବିଧା ରେ ଥିବ ତାର ସାହାଯ୍ୟ କରିବା ଉଚିତ । ସେ ଧନ ମାଧ୍ୟମରେ ହେଉ କିମ୍ବା ଅନ୍ୟ କୌଣସି ମାଧ୍ୟମ । ଆମ ସମାଜରେ କାହାକୁ ସାହାଯ୍ୟ କରିବା ଏକ ଭଲ କାମ ଓ ପୂଣ୍ୟ ବୋଲି ଦର୍ଶାଇ ଦିଆଯାଇଛି । ଏବଂ ଏହା ମଧ୍ୟ ସତ କି ଆମେ କାହାକୁ ସାହାଯ୍ୟ କରିବା ପୂର୍ବରୁ କିଛି ଭାବି ନ ଥାଉ ।

ବାସ ସାହାଯ୍ୟ ମାଗିଲେ ଆମେ ସାହାର୍ଯ୍ୟ କରିଦେଇଥାଉ । ଏବଂ ତା ବିଷୟରେ ଜାଣିବା ପାଇଁ ଆମେ ଅଧିକ ଇଛୁକ ନଥାଉ । କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଙ୍କର କିଛି ଅଲଗା ନୀତି ଥିଲା । ସେ ମନୁଷ୍ୟ ର ଚରିତ୍ର ସମ୍ବନ୍ଧରେ ବହୁତ ଭଲ ଭାବରେ ପରିଚିତ ଥିଲେ । ସେ ମନୁଷ୍ୟ ର ବିଚାର ଶକ୍ତି କୁ ବୁଝି ନିଜ ଶ୍ଳୋକ ମାଧ୍ୟମରେ ଲୋକ ମାନଙ୍କୁ ଏହା କହିଛନ୍ତି କି କେଉଁଠି ଓ କେଉଁ ସମୟ ଓ ସ୍ଥାନରେ ସେମାନେ ଲୋକ ମାନଙ୍କୁ ଠାରୁ ଦୂରରେ ରହିବା ଏବଂ ସାହାର୍ଯ୍ୟ କରିବା ନାହିଁ ।

କିଏ ଠିକ କିଏ ଭୁଲ । କିଏ ସଚ୍ଚୋଟ ଓ କିଏ ବେଇମାନ ସବୁ ଦର୍ଶାଇ ଦିଆଯାଇଛି । ଏବଂ ଚାଣକ୍ୟ ନଙ୍କ ର ଏହି ନୀତି ଦୁନିଆ ଭର ର ଲୋକପ୍ରିୟ ଓ ପ୍ରସିଦ୍ଧ ଅଟେ । ଏହି ସବୁ ନୀତି ରୁ ମନୁଷ୍ୟ କୁ ସାହାଯ୍ୟ ନ କରିବା ନୀତି ଅନ୍ୟତମ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଆମେ ଲୋକ ମାନଙ୍କ ସାହାର୍ଯ୍ୟ କରିବା ଉଚିତ କିନ୍ତୁ କିଛି ଏଭଳି ସ୍ଥିତି ଅଛି ଯେବେ ଆମେ ଲୋକ ମାନଂକୁ କେବେବି ସାହାର୍ଯ୍ୟ କରିବା ଉଚିତ ନୁହେଁ ।

୧- ପ୍ରଥମ ସ୍ଥିତି ହେଲା କି କୌଣସି ସ୍ତ୍ରୀ ଅସୁବିଧା ରେ ପଡିଲେ ତାକୁ ସାହାର୍ଯ୍ୟ କରିବା ଏକ ସାଧାରଣ କଥା କିନ୍ତୁ ସେଭଳି ସ୍ତ୍ରୀ ଙ୍କୁ କେବେବି ସାହାଯ୍ୟ କରିବା ଉଚିତ ନୁହେଁ ଯିଏ ନିଜର ଭୁଲ ଯୋଗୁଁ ହିଁ ଅସୁବିଧା ରେ ପଡ଼ିଥାଏ । ଏବଂ ସେଭଳି ସ୍ତ୍ରୀ ଙ୍କ ସାହାଯ୍ୟ କରିଲେ ମଧ୍ୟ ଆପଣ ନିଜେ କୌଣସି ନା କୌଣସି ଅସୁବିଧା ରେ ଫସି ଯିବେ । ଏଭଳି ସ୍ତ୍ରୀ ଙ୍କୁ ଭୁଲରେ ବି କେବେ ସାହାଯ୍ୟ କରିବା ଉଚିତ ନୁହେଁ । ଏବଂ ଏଭଳି ସ୍ତ୍ରୀ ଠାରୁ ଦୂରରେ ରହିବା ହିଁ ଉଚିତ ।

୨- ଦ୍ଵିତୀୟ ପରିସ୍ଥିତି ହେଉଛି ଯିଏ ସର୍ଵଦା ଉଦାସ ରହେ । ଚାଣକ୍ୟ ଙ୍କ ଅନୁସାରେ ଯେଉଁ ବ୍ୟକ୍ତି ସଦା ସର୍ବଦା ଉଦାସ ଓ ଦୁଃଖରେ ରହିଥାଏ ତାକୁ କେବେବି ସାହାରା କରିବା ଉଚିତ ନୁହେଁ । କାରଣ ସେମାନଙ୍କୁ ଯେତେ ସାହାଯ୍ୟ କଲେ ମଧ୍ୟ ସେମାନେ କେବେ ଖୁସି ହେବେ ନାହିଁ ଓ କେବେ ବି ଧନ୍ୟବାଦ ଅର୍ପଣ କରିବେ ନାହିଁ । ଏବଂ ଏମାନଙ୍କୁ ଖୁସି କରିବା ଏକ ବ୍ୟର୍ଥ କାମ । ତେଣୁ ଏମାନଙ୍କ ଠାରୁ ଦୂରରେ ରହିବା ଉଚିତ । ଚାଣକ୍ୟ ଙ୍କ ଅନୁସାରେ ଏମାନଙ୍କ ମନ ଓ ମସ୍ତିଷ୍କ ରେ ନକରାତ୍ମକତା ଥାଏ ।

୩- ତୃତୀୟ ପରିସ୍ଥିତି ହେଉଛି ମୁର୍ଖ ବ୍ୟକ୍ତି କୁ ସାହାଯ୍ୟ କରିବା । ମୁର୍ଖ କୁ ସାହାଯ୍ୟ କରୁଥିବା ବ୍ୟକ୍ତି ନିଜେ ହିଁ ମୁର୍ଖ ହୋଇଥାଏ । ଆପଣ ତାର ଯେତେ ବି ସାହାର୍ଯ୍ୟ କରନ୍ତୁ କିନ୍ତୁ ସେ ବ୍ୟକ୍ତି ର ମୁର୍ଖତା ଯୋଗୁଁ ସେହି ସ୍ଥାନରେ ଆସି ପହଁଚି ଯାଏ । ତେଣୁ ମୁର୍ଖ କୁ ସାହାର୍ଯ୍ୟ କରିବା ଏକ ପ୍ରକାରର ବ୍ୟର୍ଥ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।