Jyotish Shastra- ସବୁଠୁ ଖରାପ ହେଇଥାଏ ଏହି 3ଟି ନାମର ବ୍ୟକ୍ତିଙ୍କ ଭାଗ୍ୟ

ଜୀବନରେ ସୁଖ ଏବଂ ଦୁଃଖ ସବୁକିଛି ଆସିଥାଏ । କିନ୍ତୁ ଜ୍ଯୋତିଷ ବିଦ୍ୟା ଅନୁସାରେ କୁହାଯାଇଛି କି ବ୍ୟକ୍ତିର ଜୀବନରେ ଦୁଃଖ ଏବଂ ସୁଖ ତାର ନାମ ରୁ ମଧ୍ୟ ଆସିଥାଏ । ଜୀବନରେ ଯେତିକି ଦୁଃଖ ଲେଖା ଯାଇଥାଏ ସେତିକି ଭୋଗିବାକୁ ପଡ଼ିଥାଏ । ଏବଂ ଯେତିକି ସୁଖ ରହିଛି ତାକୁ ଭୋଗ କରିବାରୁ କେହି ଅଟକାଇ ପାରିବେ ନାହିଁ । କିଛି ସ୍ଥିତିରେ ଏହା ଭାଗ୍ୟର ଖେଳ ମଧ୍ୟ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏମିତି ବହୁତ ରାଶିର ନାମର ବ୍ୟକ୍ତି ମାନେ ଅଛନ୍ତି ଯିଏ ଜୀବନରେ କେବେ ମଧ୍ୟ ସୁଖ ଦେଖିପାରନ୍ତି ନାହିଁ ।

ସେହି ମାନଙ୍କ ଜୀବନରେ ସବୁବେଳେ କଳା ବାଦଲ ରହିଥାଏ । ଏବଂ କେବେ ମଧ୍ୟ ସୁଖର କିରଣ ପଡ଼ିନଥାଏ । ସବୁ ବ୍ୟକ୍ତି ନିଜ ଜୀବନରେ ସୁଖ ହିଁ ଚାହିଁଥାନ୍ତି । କେହି ମଧ୍ୟ ନିଜ ଜୀବନରେ ଦୁଃଖ ଚାହାଁନ୍ତି ନାହିଁ । କିନ୍ତୁ କିଛି ନାମର ବ୍ୟକ୍ତି ମାନଙ୍କୁ ଜୀବନରେ କେବଳ ଦୁଃଖ ମିଳିଥାଏ । ଆଜି ଆମେ ସେମିତି ତିନୋଟି ନାମର ବ୍ୟକ୍ତି ମାନଙ୍କ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା ।

S:- ଏହି ନାମର ବ୍ୟକ୍ତି ମାନେ ବହୁତ ସଚ୍ଚୋଟ ହୋଇଥାନ୍ତି । ସେଥିପାଇଁ ବହୁତ ଲୋକ ତାଙ୍କର ଫାଇଦା ଉଠାଇଥାନ୍ତି ଏବଂ ତାଙ୍କୁ ଆଘାତ ଦେଇଥାନ୍ତି । ଏହି ବ୍ୟକ୍ତି ମାନଙ୍କୁ ସମାଜରେ ସମ୍ମାନ ଏବଂ ପ୍ରତିଷ୍ଠା ଭରପୁର ମିଳିଥାଏ । କିନ୍ତୁ ଏହି ବ୍ୟକ୍ତି ମାନଙ୍କୁ ଜୀବନରେ ପ୍ରେମ ମିଳିନଥାଏ । ଏମାନେ ସବୁବେଳେ ପ୍ରେମର ସନ୍ଧାନରେ ରହିଥାନ୍ତି । କିନ୍ତୁ ଏମାନଙ୍କ ଜୀବନରେ କେବେ ମଧ୍ୟ ପ୍ରେମ ମିଳିନଥାଏ ।

P:- ଏହି ନାମର ବ୍ୟକ୍ତି ସ୍ୱଭାବରୁ ବହୁତ ବେଶୀ ଜିଦିଆ ହୋଇଥାନ୍ତି କିନ୍ତୁ ହୃଦୟରୁ ବହୁତ ନରମ ହୋଇଥାନ୍ତି । କିନ୍ତୁ ଏମାନଙ୍କୁ ଜୀବନସାରା ଦୁଃଖ କଷ୍ଟ ସହିବାକୁ ପଡ଼ିଥାଏ । ଏହି କାରଣରୁ ଏମାନଙ୍କୁ ସତ ପ୍ରେମ ଏମାନଙ୍କ ଜୀବନରେ ଆସେନାହିଁ । ଏମାନେ ବହୁତ ଦୁଃଖରେ ରହିଥାନ୍ତି ।

B:- ଏହି ନାମର ବ୍ୟକ୍ତି ବହୁତ ନିରୀହ ହୋଇଥାନ୍ତି । ଯେଉଁ କାରଣରୁ ଏମାନଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । କିନ୍ତୁ ଏହି ବ୍ୟକ୍ତିମାନେ ବହୁତ ଧର୍ଯ୍ୟଶୀଳ ହୋଇଥାନ୍ତି । ଏମାନଙ୍କ ଜୀବନରେ ସବୁବେଳେ ଏମିତି ବ୍ୟକ୍ତି ଆସିଥାନ୍ତି ଯିଏ ଏମାନଙ୍କ ଫାଇଦା ଉଠାଇଥାନ୍ତି । ଏବଂ ଏମାନଙ୍କୁ କଷ୍ଟ ଦେଇଥାନ୍ତି । ଯାହାର କଷ୍ଟ ଏମାନଙ୍କୁ ଜୀବନସାରା ପସ୍ତେଇବାକୁ ପଡ଼ିଥାଏ । ଏହି ବ୍ୟକ୍ତିମାନେ ସବୁବେଳେ ଦୁଃଖୀ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।