୩୦୦୦ ଝିଅ ମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇ ସାରିଛି ଏହି ୫୨ ବର୍ଷର ରିକ୍ସାବାଲା ଜାବେଦ, ଏମିତି କରୁଥିଲା ଶିକାର

ଦୁନିଆରେ କିଛି ବି ହୋଇପାରେ, ବର୍ତ୍ତମାନ ସମୟରେ କାହା ଉପରେ ବି ବିଶ୍ଵାସ କରାଯାଇ ପାରିବ ନାହିଁ । ଏଠି ସମସ୍ତେ ଧୋଖା ଦେବା ପାଇଁ ବସି ରହିଛନ୍ତି । କିଛି ଏମିତି ହିଁ କରୁଥିଲା ଏହି ବ୍ୟକ୍ତି ଯିଏକି ବହୁତ ସଂଖ୍ୟାରେ ଝିଅମାନଙ୍କୁ ଫସାଇ ରଖିଥିଲା । କିନ୍ତୁ ଯେତେବେଳ ସତ ସାମନାକୁ ଆସିଲା ତେବେ ତାକୁ ତାହର ଫଳ ମିଳିଲା । ୩୦୦୦ ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇ ସାରିଛି ଏହି ୫୨ ବର୍ଷର ରିକ୍ସାବାଲା, କଣ ଓ କେମିତି କରିଲା ଏହି ସବୁ ଚାଳନ୍ତୁ ଜାଣିବା ।

ପ୍ରେମରେ ଫସାଇ ସାରିଛି ଏହି ରିକ୍ସାବାଲା

ସୋସିୟାଲ ମିଡିୟା ଏକ ଏମିତି ପ୍ଲେଟଫର୍ମ ଅଟେ ଯାହାକୁ ଲୋକମାନେ ଭଲ କାମ ପାଇଁ କମ ଖରାପ କାମ ପାଇଁ ଅଧିକ ବ୍ୟବହାର କରୁଛନ୍ତି । କିଛି ଏହିଭଳି ହିଁ ୟୁପିର ରିକ୍ସାବାଲା ବହୁତ ସମୟ ହେବ କରି ଆସୁଥିଲା । ଫଟୋ ଲଗାଇ ଫେସବୁକ ଉପରେ ଆଈପୀଏସ ନୂରୂଲ ହସନ ହୋଇ ରିକ୍ସା ଚାଳକ ଜାବେଦ ବହୁତ ଝିଅମାନଙ୍କୁ ଫସାଇ ରଖିଥିଲା ।

Image courtesy: Google

ଜାବେଦ ଏହା ବିଷୟରେ କହିଲା କି ପୂର୍ବେ ତାହାର ୫୦୦ବନ୍ଧୁ ଫେସବୁକ ଉପରେ ଥିଲେ ଓ ଯେମିତି ହିଁ ସେ ଆଈପୀଏସର ଫଟୋ ଲଗାଇଲା ତେବେ ତାହର କିଛି ଦିନ ପରେ ହିଁ ତାର ୫୦୦୦ ବନ୍ଧୁ ହୋଇଗଲା । ଏହା ପରେ ସେ ଲୋକମାନଙ୍କ ସହ ଚ୍ୟାଟିଙ୍ଗ କରିବା ଆରମ୍ଭ କରିଦେଲା । ଏହି ବନ୍ଧୁ ମାନଙ୍କ ମଧ୍ୟରେ ପାଖାପାଖି ୩୫୦୦ ଝିଅମାନେ ଥିଲେ ।

ଉତ୍ତର ପ୍ରଦେଶ ର ବରେଲୀ ଇଜ୍ଜତନଗର ଥାନା ଦ୍ଵାରା ପୂଛତାଛ ସମୟରେ ଜାବେଦ କହିଲା କି ଫେସବୁକରେ ବନ୍ଧୁ ହେବା ପରେ ମୁମ୍ବାଇ ଠାରୁ ନେଇ ବରେଲୀ ପର୍ଯ୍ୟନ୍ତ ଡର୍ଜନ ଝିଅମାନେ ତାହା ସହିତ ବିବାହ କରିବା ପାଇଁ ପ୍ରପୋଜ ବି କରିବାକୁ ଲାଗିଥିଲେ । ଜାବେଦ ଗତ ୬ ମାସ ହେବ ଆଈପୀଏସର ଫଟୋ ଲଗାଇ ଝିଅମାନଙ୍କ ସହିତ ଚ୍ୟାଟିଙ୍ଗ କରୁଥିଲା ଓ ତାଙ୍କୁ ମିଛ କାହାଣୀ କହୁଥିଲା ।

ଝିଅମାନେ ପ୍ରଥମେ କିସ କରୁଥିବା ଫଟୋ ପଠାଇବା ପରେ ନିଜର ନ୍ଯୂଡ ଫଟୋ ବି ପଠାଇବାକୁ ଲାଗିଥିଲେ । ଏହା ପରେ ଜାବେଦର ମନ ଖରାପ ହେବାକୁ ଲାଗିଲା । ସେ କେତେକ ଝିଅମାନଙ୍କର ଫଟୋ ଓ ଚ୍ୟାଟିଙ୍ଗ ବି ଦେଖାଇଲା । ସେ ବର୍ତ୍ତମାନ ୧୬ ଜଣ ଝିଅମାନଙ୍କ ସହିତ ଚ୍ୟାଟିଙ୍ଗ କରୁଥିଲା । ପଚରା ଉଚରା ପରେ ଇଜ୍ଜତନଗର ପୁଲିସ ସୋମବାର ଦିନ ଜାବେଦକୁ କୋର୍ଟକୁ ନେଇଯିବେ ।

ଜାବେଦ କହିଲା କି ବରେଲୀ ଯୁବତୀ ସହ ସେ ସବୁଠୁ ଅଧିକ ମ୍ୟାସେଜ ଓ କଲ କରୁଥିଲା । କିନ୍ତୁ ସେ କାହାର କେବେ କଲ ଉଠାଇ ନାହିଁ ।

ସ୍ତ୍ରୀ ଧରିଲା ଚ୍ୟାଟିଙ୍ଗ କରିବା ସମୟରେ

Image courtesy: Google

ଯେତେବେଳେ ଜାବେଦ ଦିନରାତି ମୋବାଇଲରେ ଲାଗି ରାହୁଥିଲା ତେବେ ତାହାର ପତ୍ନୀକୁ ସନ୍ଦେହ ହେଲା । ଏହା ପରେ ସେ ଜାଣି ପାରିଲା କି ଜାବେଦ ଫେସବୁକରେ ଝିଅମାନଙ୍କ ସହିତ ଚ୍ୟାଟିଙ୍ଗ କରୁଥିଲା ଓ ତାଙ୍କର ନ୍ଯୂଡ ଫଟୋ ବି ଦେଖୁଥିଲା । ଏହା ଦେଖି ପତ୍ନୀକୁ ସନ୍ଦେହ ହେଲା ଓ ସେ ପୁଲିସକୁ ସୂଚନା ଦେଲା । କହିଦେଉଛୁ ଯେ ଜାବେଦର ଏ ଜବାନ ପୁଅ ବି ଅଛି । ବର୍ତ୍ତମାନ ପୁଲିସ ତାହା ଉପରେ କାର୍ଯ୍ୟକାରୀ କରୁଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।