୩ ଦିନ ଲଗାତର ସକାଳୁ ଖାଲି ପେଟରେ ଖାଆନ୍ତୁ ପାନ ପତ୍ର, ଏହା ପରେ ଯାହା ହେବ ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ

ଆପଣ ମାନଙ୍କ ମଧ୍ୟରୁ କିଛି ଲୋକ ନିଶ୍ଚିତ ଭାବରେ ଅଳ୍ପ ବହୁତ ପାନ ଖାଉଥିବେ ବିଭିର୍ଣ୍ଣ ମଶଲା ପକାଇ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ପାନ ଖାଇବା ଦ୍ଵାରା ଆପଣ ସ୍ୱାସ୍ଥ୍ୟ ଜନିତ ବହୁତ ଫାଇଦା  ମିଳିବ । କିନ୍ତୁ ଏହି ପାନକୁ ଖାଲି ପେଟରେ ଓ ସାମାନ୍ୟ ଚୂନ ଲଗାଇ ବିନା ମସଲାରେ ଖାଇବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏହି ପାନ ଖାଇବା ଦ୍ଵାରା କି ଲାଭ ମିଳିବ । ଏହା ଆପଣଙ୍କ ହାଡ କୁ ବହୁତ ମଜବୁତ କରାଇବ ।

ଆପଣ ଙ୍କୁ ୬୦ ରୁ ୭୦ ବର୍ଷ ପର୍ଯ୍ୟନ୍ତ ହାଡ ସମ୍ବନ୍ଧୀୟ କୌଣସି ସମସ୍ଯା ରହିବ ନାହିଁ । ଯାହାର ଆର୍ଥରାଇଟିସ ସମସ୍ଯା ଅଛି ବା ଯାହାର ଗଣ୍ଠି ବିନ୍ଧା ରୋଗ ଅଛି , ଯାହାର ଅଣ୍ଟା ବିନ୍ଧା ଅଛି , ଯାହାର ହାଡକୁ ବହୁତ ସମସ୍ଯା ଅଛି ବା ଚାଲ  ବୁଲ କରିବା ବେଳେ ହାଡ କଟ କଟ ଶବ୍ଦ ହେଉଛି ସେଥିରୁ ମୁକ୍ତି ମିଳିଯିବ ।

ଦ୍ଵିତୀୟ ରେ ସାଧାରଣ ଭାବରେ ଆପଣ ପୁରୁଷ ହୁଅନ୍ତୁ କି ମହିଳା ହୁଅନ୍ତୁ ଯଦି ଆପଣଙ୍କ ଶରୀରର ହରମୋନର ସମାନତା ରୁହେ ନାହିଁ ତେବେ ଆପଣଙ୍କ ଶରୀର ରେ ୧୪୮ ପ୍ରକାରର ରୋଗ ନିଶ୍ଚିତ ଭାବରେ ହୋଇଥାଏ ।

ଆପଣଙ୍କୁ ବାତ , ପିତ ଓ କଫ ଜନିତ ରୋଗ ହୋଇପାରେ ଏଥି ପାଇଁ ଆପଣ ଶକାଳୁ ଉଠି ଖାଲି ପେଟ ରେ ଗୋଟିଏ ପାନ  ରେ ସାମାନ୍ୟ ଚୂନ ମିଶାଇ ଚୋବାଇ ଚୋବାଇ ଖାଇବା ଦ୍ଵାରା ଏହି ରୋଗ ଭଲ ହେବା ସହ ଆପଣଙ୍କ ହରମୋନ ମାତ୍ର ଠିକ ରହିଥାଏ ।

ତୃତୀୟ ରେ ଆପଣଙ୍କର ଯଦି ପାଚନ ତନ୍ତ୍ର ଠିକ ଭାବରେ କାମ କରେ ନାହିଁ ବା ହଜମ ଠିକ ଭାବରେ କରିନଥାଏ କିନ୍ତୁ ଆମେ ଏହାକୁ ଖାତିର ନକରି ଗୋଟିଏ ଘଣ୍ଟା ଦୁଇ ଘଣ୍ଟା ଅନ୍ତରାରେ ଆମେ ଖାଇ ଚାଲି ଥାଉ କିନ୍ତୁ ଆୟୁର ବେଦ ଅନୁସାରେ ଆମକୁ ପ୍ରଥମ ଓ ଦ୍ଵିତୀୟ ଖାଦ୍ୟ ଗ୍ରହଣ କରିବା ମଧ୍ୟରେ ଅତ୍ୟନ୍ତ ୮ ଘଣ୍ଟା ଅନ୍ତର ରଖିବା ଉଚିତ । ଯେପରି କି ଆମେ ଗାଡିକୁ ଯଦି ନିରନ୍ତର ଚଳାଇ ଥାଉ ତେବେ ଆମ ଗାଡି ବହୁତ ଶୀଘ୍ର ଖରାପ ହୋଇଥାଏ ।

ସେହି ପରି ଆମ ପେଟକୁ ମଧ୍ୟ କିଛି ସମୟ ପାଇଁ ଖାଲି ରଖିବା ଉଚିତ । ଆମେ ବହୁତ ତେଲିଆ ଓ ଯଙ୍କ ଖାଦ୍ୟ ଖାଇ ଥାଉ ଏହା ଦ୍ଵାରା ଆମର ଖାଦ୍ୟ ଭଲ ଭାବ ରେ ହଜମ ହୋଇନଥାଏ । ଏହାକୁ ଠିକ କରିବା ପାଇଁ ପାନ ପାତ୍ର ବହୁତ ଫାଇଦା ଦେଇଥାଏ । ଏଥିପାଇଁ ଆପଣ ସକାଳୁ ଉଠି ଗୋଟିଏ ପାନକୁ ଖାଲି ପେଟରେ ଚୋବାଇ ଚୋବାଇ ଖାଇବା ଦ୍ଵାରା ଜୀବନ ସାରା କେବେ ବଦହଜମ ହେବ ନାହିଁ କି ଆପଣଙ୍କୁ କୌଣସି ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ହେବ ନାହିଁ ।

ଆଶା କରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।