ତିନି ବର୍ଷ ପର୍ଯ୍ୟନ୍ତ ଚାର୍ଜ କରିବାକୁ ପଡିବ ନାହିଁ ସ୍ମାର୍ଟଫୋନକୁ, ଜାଣନ୍ତୁ କେମିତି

ସ୍ମାର୍ଟଫୋନ ବର୍ତ୍ତମାନ ସମୟରେ ସବୁଠୁ ଜରୁରୀ ଜିନିଷ ଅଟେ । ସ୍ମାର୍ଟଫୋନ ଲୋକମାନଙ୍କର ଜୀବନକୁ ଅତି ସହଜ କରି ଦେଇଛି । ଗୀତ ଶୁଣିବା, ଭିଡିଓ ଦେଖିବା, କ୍ୟାଲେଣ୍ଡର ଦେଖିବା, କାହା ସହିତ କଥାବାର୍ତ୍ତା କରିବା, ଆଳରାମ ଲଗାଇବା, କାହା ସହିତ ଭିଡିଓ କଲ କରିବା, କାହାକୁ ମେଲ କରିବା, କୌଣସି ଫିଲ୍ମ ଦେଖିବା, ଫେସବୁକ – ଇଂଷ୍ଟା – ଟ୍ୱୀଟର ଚଲାଇବା ଇତ୍ୟାଦି ସମସ୍ତ କାମ ଏକେଲା ସ୍ମାର୍ଟଫୋନ ହିଁ କରିଦେଇଥାଏ ।

କିନ୍ତୁ ଏତେ କାମ କରୁଥିବା ଆପଣଙ୍କର ସ୍ମାର୍ଟଫୋନ ବ୍ୟାଟେରୀ ଶେଷ ହୋଇଯିବା ମାତ୍ରେ ତାହା ବନ୍ଦ ହୋଇଯାଏ । ଆଜିକାଲି ସମସ୍ତେ ନୂଆ ଫୋନ କିଣିବା ପୂର୍ବରୁ କ୍ୟାମେରା ଓ ମେମୋରୀ ରୁ ଅଧିକା ବ୍ୟାଟେରୀ ବ୍ୟାକଅପ ଉପରେ ଧ୍ୟାନ ଦିଅନ୍ତି । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ କି ଗୋଟିଏ ଉପାୟ ଅଛି ଯେଉଁଥିରେ ଆପଣଙ୍କର ବ୍ୟାଟେରୀ ଗୋଟିଏ ମାସ ନୁହେଁ ତିନି ମାସ ପର୍ଯ୍ୟନ୍ତ ଚାଲି ପାରିବ ଓ ତାହା ପୁଣି ଥରେ ଚାର୍ଜ କରିବା ଦ୍ଵାରା ।

କୈଲିଫୋର୍ନିୟା ବିଶ୍ୱବିଦ୍ୟାଲୟର ବୈଜ୍ଞାନିକମାନଙ୍କର ମାନିବା ଅଟେ କି ସେ ଏକ ଏମିତି ଟେକନିକ କରି ପାରିବେ ଯେଉଁଥିରେ ବ୍ୟାଟେରୀର ଜୀବନ ତିନି ବର୍ଷ ପର୍ଯ୍ୟନ୍ତ ବଢି ପାରେ । ଓ ଯଦି ଏହି ଟେକିନିକ କାମ କରିଯାଏ ତେବେ ଏହା ୩ ରୁ ୪ ବର୍ଷ ପର୍ଯ୍ୟନ୍ତ ବ୍ୟାଟେରୀର ଲାଇଫ ବଢି ଯାଇ ପାରେ । ଯଦି ଏହିଭଳି ହୋଇଯାଏ ତେବେ ଚାର୍ଜର ଦରକାର ବି ପଡିବ ନାହିଁ ।

ଯଦି ବୈଜ୍ଞାନିକମାନେ ଏହି ଟେକନିକକୁ କରିବାରେ ସଫଳ ହୋଇଯାନ୍ତି ତେବେ ଇଲେକ୍ଟ୍ରିକ ଗାଡି ଗୁଡିକର ମଧ୍ୟ ମାଇଲେଜ ବଢି ପାରିବ । ଏହି ଟେକନିକକୁ ପ୍ରସ୍ତୁତ କରିବା ପାଇଁ ଆମର ଚୁଟିରୁ ବି ଛୋଟ କଣ ନୈନୋବାୟର୍ସକୁ ବ୍ୟବହାର କରି ଲିଥିୟମ ଆୟନରୁ ପ୍ରସ୍ତୁତ କରାଯିବ । ଏହି ଟେକିନିକକୁ ବ୍ୟବହାର କରି କୌଣସି ବି ବ୍ୟାଟେରୀର କ୍ଷମତାକୁ ୧୦ ଗୁଣା ପର୍ଯ୍ୟନ୍ତ ବଢା ଯାଇ ପାରିବ । କିନ୍ତୁ ବୈଜ୍ଞାନିକମାନଙ୍କର କହି ତ ଦେଲେ, କିନ୍ତୁ ଅସଲରେ ତାଙ୍କୁ ବିଭନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଛି ।

ଅସଲରେ ବୈଜ୍ଞାନିକମାନଙ୍କର କହିବା ଅଟେ କି ଚାରଜିଙ୍ଗ ସମୟରେ ନୈନୋବାୟର୍ସ ଉପରେ ପ୍ରେସର ବଢିବାକୁ ଲାଗୁଛି ଯାହା ଦ୍ଵାରା ତାହା ଭାଙ୍ଗିବାକୁ ଲାଗୁଛି । ଏହା ସହିତ ଏହା ବ୍ଲାସ୍ଟ ବି ହୋଇ ପାରେ । ଶୋଧକର୍ତାଙ୍କର କହିବା ଅଟେ କି ଯଦି ଏହା ଉପରେ ଜେଲର ପରସ୍ତ ଚଢାଯାଏ ତେବେ ହୋଇପାରେ କି ଏହି ସମସ୍ୟାର ସମାଧାନ ମିଳିପାରେ । ଯଦି ବୈଜ୍ଞାନିକମାନେ ଏମିତି କରିବାରେ ସଫଳ ହୋଇ ଯାଆନ୍ତି ତେବେ ଫୋନ ପ୍ରତି ଲୋକମାନଙ୍କର ଭଲ ପାଇବା ଆହୁରି ବଢିଯିବ ।