ଭାଇରାଲ୍ ଭିଡିଓ ,୩ ବର୍ଷର ଝିଅଟି ପିତାଙ୍କ ସହ ଗାଇଲା “ଛୋଟି ସି ଆଶା” ଗୀତ, ସୋସିଆଲ ମିଡିଆରେ ହେଉଛି ଭାଇରାଲ

୩ ବର୍ଷର ପିଲାର କ୍ୟାସେଟ୍ ଗାଇବା ଗୀତ ଦିଲ୍ ହେ ଛୋଟା ସା, ଛୋଟି ସି ଆଶା  ଭିଡିଓ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ୍ ହଉଚି।୧୯୯୨ ଆସିଥିବା ଫିଲ୍ମ୍ ରୋଜା ର ଗୀତ ଏ କୁନି ପିଲାଟି ସ୍ୱର ରେ ବହୁତ୍ କ୍ୟୁଟ୍ ଲାଗୁଚି।ଏଇ ଭିଡିଓ କୁ ପିଲା ଟିର ମା ମେଘା ଅଗ୍ରୱାଲ ଟୁଇଟର ରେ ସେୟାର କରିଥିଲେ ।

ସେ ଭିଡିଓ ସେୟାର କରି ଲେଖିଥିଲେ କି ମୋ ୩+ ବର୍ଷର ଝିଅ ନିଜ ବାପାଙ୍କ ସହ ପ୍ରଥମ ଥର ପର୍ଫମାନ୍ସ ଦେଇଛନ୍ତି । ଏ ପିଲାଟି ର ନା ବେଦା ଅଟେ । ଏ ଭିଡିଓ ଟିର ଦେଖିବେ ସେ ପ୍ରଥମେ କେମିତି ତାଙ୍କ ବାପାଙ୍କ ସହ ତାପରେ ସେ ଏକା ଏ ଗୀତଟି ଗାଇଛନ୍ତି ।

ସୋସିଆଲ ମିଡିଆରେ ଏ ଭିଡିଓଟି ୪ ଫେବୃଆରୀ ରେ ସେୟାର କରାଯାଇଥିଲା । ସେବେଠୁ ୧୮୨.୯k ଭିଉଜ୍ ଦେଖି ସାରିଲେଣି। ଏହାକୁ ୩.୧ ଥର ରୀପିଟ୍ କରାଯାଇଛି ଓ ୧୬.୨ ଲାଇକ ମିଳିସାରିଛି। ଇଣ୍ଟରନେଟ୍ ରେ ଲୋକେ ପିଲାଟିର ତାରିଫ କରୁଛନ୍ତି ।

ଜଣେ ୟୁଜର ଲେଖିଛନ୍ତିକି ଏ ଷ୍ଟାର୍ ଇଜ୍ ବୋନ । ବିଯିନେଷ୍ ହର୍ଷ ଗୋଏଙ୍କା ମଧ୍ୟ ଏ ଭିଡିଓ ରେ ଲଭ୍ଲି ଲେଖିଛନ୍ତି ।