ସ୍ଵାମୀ ର ଜୀବନକୁ ବିପଦ ବଢେଇ ଥାଏ ସ୍ତ୍ରୀ ର ଏହି 4 ଟି ଭୁଲ୍, ସବୁ ସ୍ଵାମୀ ଥରୁଟେ ନିଶ୍ଚୟ ପଢନ୍ତୁ

ସାବିତ୍ରୀ ର ବ୍ରତ ମହିଳା ନିଜର ସ୍ଵାମୀ ଙ୍କର ଲମ୍ବା ଆୟୁ ପାଇଁ କରିଥାନ୍ତି । ବିବାହୀତ ମହିଳା ମାନଙ୍କ ପାଇଁ ସିନ୍ଦୁର ଏବଂ ମଙ୍ଗଳସୂତ୍ର ତାଙ୍କ ଜୀବନ ପାଇଁ ବହୁତ ଲାଭବାନ ଅଟେ । କିନ୍ତୁ କିଛି ମହିଳା ସିନ୍ଦୁର ଏବଂ ମଙ୍ଗଳସୂତ୍ର ସହ ଜଡିତ କିଛି ଟା ଭୁଲ କରି ଦିଅନ୍ତି । ଯାହାଦ୍ୱାରା ତାଙ୍କର ସ୍ଵାମିଙ୍କର ଜୀବନ ସଙ୍କଟ ରେ ପଡିଯାଏ । ମହିଳା ମାନେ ସିନ୍ଦୁର ଏବଂ ମଙ୍ଗଳସୂତ୍ର ସହ ଜଡିତ ଏହି ୪ ଟି ଭୁଲ କେବେ କରନ୍ତୁ ନାହିଁ ।

୧. ମହିଳା ମାନଙ୍କୁ ସିନ୍ଦୁର ଏବଂ ମଙ୍ଗଳସୂତ୍ର ପାଇଁ କେବେବି କାହାଠାରୁ ଟଙ୍କା ମାଗିବା ଉଚିତ ନୁହେଁ । ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ ତେବେ ଏହାକୁ ପରେ କିଣି ପାରିବେ । କିନ୍ତୁ ଟଙ୍କା ମାଗି ଏହି ସବୁ ଜିନିଷ କିଣିବା ସ୍ଵାମୀଙ୍କ ପାଇଁ ଖରାପ ଅଟେ ।

୨. ମହିଳାମାନଙ୍କୁ କେତେବେଳେ ବି ଉପହାରରେ ମିଳିଥିବା ସିନ୍ଦୁର ର ବ୍ୟବହାର କରିବେ ନାହିଁ । ଯଦି ସିନ୍ଦୁର ସ୍ଵାମୀ ଦେଇଥିବେ ତେବେ ତାକୁ ପିନ୍ଧି ପାରିବେ । କିନ୍ତୁ ସ୍ଵାମୀ ବ୍ୟତିତ ଅନ୍ୟ କେହି ସିନ୍ଦୁର ଦେଇଥିବେ ତେବେ ତାକୁ ମୁଣ୍ଡରେ ଲଗେଇବା ଉଚିତ ନୁହେଁ । ଏହା ଅଶୁଭ ଅଟେ ।

୩. ମହିଳା ସବୁବେଳେ କଳା ରଙ୍ଗର ମୋତି ବାଲା ମଙ୍ଗଳସୂତ୍ର ପିନ୍ଧିବା ଉଚିତ । ଏହା ସ୍ଵାମୀଙ୍କ ପାଇଁ ଶୁଭ ଅଟେ । କଳା ମୋତି ବାଲା ମଙ୍ଗଳସୂତ୍ର ସ୍ବାମୀଙ୍କୁ ଖରାପ ନଜର ରୁ ବଞ୍ଚେଇଥାଏ । ମହିଳା ମାନେ ଧ୍ୟାନ ରଖିବେ କି କେବେ ବି ଛିଣ୍ଡା ମଙ୍ଗଳସୂତ୍ର ପିନ୍ଧିବେନି । ଏହା ଦ୍ଵାରା ସ୍ଵାମୀଙ୍କର ଜୀବନ ପ୍ରତି ଭୟ ଅଛି ।

୪. ମହିଳା ମାନେ କେବେ ବି ସିନ୍ଦୁର ଏବଂ ମଙ୍ଗଳସୂତ୍ର କୁ ବାଣ୍ଟିବେ ନାହିଁ । ଏହା ଦ୍ଵାରା ସ୍ଵାମୀଙ୍କର ଜୀବନ ପ୍ରତି ଦୁର୍ଘଟଣା ବଢିଯାଇଥାଏ ଏବଂ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଅସୁଭିଧା ଉପୁଜିଥାଏ । ମହିଳାମାନେ ଧ୍ୟାନ ରଖିବେ ଯେ କେବେ ବି ସିନ୍ଦୁର ଏବଂ ମଙ୍ଗଳସୂତ୍ର କାହାଠାରୁ ମାଗିବେ ନାହିଁ । ଏହା ଅଶୁଭ ବୋଲି ଜଣା ଯାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।