ଥଣ୍ଡା, କାଶ, କଫ ଭଲ କରେ ଏହି ଚମତ୍କାରୀ ପତ୍ର, ଯାହାର ଔଷଧୀୟ ଗୁଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ! (Health Tips)

ଆପଣମାନେ ଜାଣି ଥିବେ କି ସିତ ଦିନ ଆରମ୍ଭ ହେବା ମାତ୍ରେ ଆମର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇବା ଆରମ୍ଭ ହୋଇ ଯାଇ ଥାଏ । ଯେଉଁ ମାନଙ୍କ ଦେହ ଆଗରୁ ଥଣ୍ଡାରେ ରହୁ ଥିବା ସେମାନଙ୍କ ସ୍ୱାସ୍ଥ୍ୟ ଆହୁରି ଅଧିକ ଖରାପ ହୋଇଯିବାର ସମ୍ଭାବନା ଥାଏ । ଯଦି ଆପଣମାନେ ଥଣ୍ଡା କାସ କିମ୍ବା ଜର ଭଳି ଅସୁବିଧାରେ ଅଛନ୍ତି କିମ୍ବା ଆପଣ ଯଦି ଥଣ୍ଡା ପାଇଁ କଷ୍ଟ ପାଉଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହି ଉପାୟକୁ ନିଜର ଔଷଧ ଭଳି ବ୍ୟବହାର କରି ପାରିବେ ।

ଏହି ହୋମ ରିମେଡି କୁ ଆପଣ ନିଜ ଘରେ ତିଆରି କରି ପାରିବେ । ଏହାକୁ ଆପଣ ବନାଇକି ବ୍ୟବହାର କରିବା ଦ୍ଵାରା ଆପଣ ନିଜେ ଅନୁଭବ କରି ପାରିବେ କି ଆପଣଙ୍କ ଦେହରେ ଥିବା ଥଣ୍ଡା କିଭଳି କମି ଯାଇଛି । ଆପଣ ଏହାକୁ ଗରମ କରିବା ସହ ଥଣ୍ଡା କରିକି ମଧ୍ୟ ପି ପାରିବେ । କିନ୍ତୁ ଆପଣ ଏହାକୁ ଗରମ କରିକି ପିବା ଭଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଭାବେ ଆମର ଏହି କାଡା କିମ୍ବା ଔଷଧ କୁ ଆମେ ପ୍ରସ୍ତୁତ କରିବା ।

ଏହା ପାଇଁ ଆମକୁ ପିଜୁଳି ଗଛର ପତ୍ର ଦରକାର ହୋଇ ଥାଏ । ଆପଣ ଜାଣି ଥିବେ କି ଦିନକୁ ଏକ ପିଜୁଳି ଖାଇବା ଦ୍ଵାରା ଆପଣ ଙ୍କ ସବୁ ସମସ୍ଯା ଦୂର ହେବା ସହ ଏହା ଆପଣଙ୍କ ପାଚନ ଶକ୍ତି ମଧ୍ୟ ଭଲ କରି ଥାଏ । ତେବେ ଆପଣ ଏହାର କିଛି ପତ୍ର ନେଇକି ଏହାକୁ ଭଲ ଭାବେ ଧୋଇ ନେବେ । ଏହା ପରେ ଆପଣ ଦେଢ ଗ୍ଳାସ ପାଣିରେ ଆପଣ ଏକ ରୁ ଚାରି ଟି ପିଜୁଳି ପତ୍ର ପକାଇ ଦେବେ ଏହା ପରେ ଆପଣ ଏହାକୁ 8 ରୁ 10 ମିନିଟ ଯାଏ ଗରମ କରନ୍ତୁ ।

ଆପଣ ଏହା ପରେ ଏଥିରେ କିଛି ଅଦା ପକାଇ ପାରିବେ ଯଦି ଆପଣଙ୍କ ଗଳାରେ କଫ ଯମଛି ଏବେ ଆପଣ କିଛି ଲବଙ୍ଗ ପକାଇ ପାରିବେ । ଆପଣ ଏହାକୁ ଭଲ ଭାବେ ଫୁଟାନ୍ତୁ ଆପଣ ଏହାକୁ ଦୁଇ ଥର ଦିନକୁ ପିବା ଆରମ୍ଭ କରି ଦିଅନ୍ତୁ । ଦେଖିବେ ପାଣିର ରଙ୍ଗ ବଦଳି ଗଲେ ଆପଣ ଏହାକୁ ଛାଣିକି ଏହାକୁ ଛଣିବା  ଆରମ୍ଭ କରି ଦିଅନ୍ତୁ । ଯଦି ଆପଣ ଏଲୋପାତି ଔଷଧ ଖାଇବା ବେଳେ ଆପଣଙ୍କ କଫ ବସି ଯାଇଥିବ ।

ତେବେ ଏହାକୁ ଖାଇବା ବେଳେ ଆପଣଙ୍କ ଦେହ ଭଲ ହେବା ସହ କଫ ମଧ୍ୟ ବାହାରି ଜୀବ ଏହା ପରେ ଆପଣ ଆଉ ଏକ କଥା  ଜାଣି ନିଅନ୍ତୁ କି ଏହା ଆପଣଙ୍କ ଡାଇବେଟିସ ଭଲ କରିବା ପାଇଁ ମଧ୍ୟ ବ୍ୟବହାର କରା ଯାଇ ପାରେ । ଏହା ସହ ଆପଣ ଯଦି ଚୁଟି ଉପୁଡିବା ସମସ୍ଯା ଭଳି ସମସ୍ଯା ରେ ଅଛନ୍ତି ଏହା ତାକୁ ମଧ୍ୟ ଭଲ କରି ଦେଇଥାଏ । ଏହା ସହ ଆପଣଙ୍କର ଯଦି ଡାଇରିଆ ହୋଇଛି ଏହା ତାକୁ ମଧ୍ୟ ଭଲ କରି ଦେଇ ଥାଏ ।

ଆପଣ ଏହାକୁ କାଡା ଭଳି କରି ପିବା ଦରକାର ଅଟେ । ଆପଣ ଏହାର ସ୍ଵାଦ ବଢାଇବା ପାଇଁ ଏହା ମଧ୍ୟରେ ମହୁ ମିଶାଇ ପାରିବେ ଓ ଏହା ସହ ଲେମ୍ବୁ ମଧ୍ୟ ପକାଇ ଆପଣ ଏହାକୁ ପି ପାରିବେ । ଆପଣ ଏହାକୁ ଏକା ଥରେ ବନେଇ ରଖି ଦିଅନ୍ତୁ ଆପଣ ଏହାକୁ ଦିନକୁ ଦୁଇ ଥର କରି ପିବା ଆରମ୍ଭ କରି ଦିଅନ୍ତୁ । ଦେଖିବେ ଆପଣଙ୍କ ପେଟର ସମସ୍ଯା ମଧ୍ୟ ଏହା ଦ୍ଵାରା ଦୂର ହୋଇଯିବ ।