ଥଣ୍ଡା, କାଶ, ବନ୍ଦ ନାକ, ଛାତିରେ କଫ ତୁରନ୍ତ ହେଇଯିବ ଗାୟବ, ବାସ କରନ୍ତୁ ଘରୋଇ ଉପଚାର- Health Tips

କୋରୋନା ଭାଇରସ ଯେପରି ଭାବେ ବ୍ୟାପିବାରେ ଲାଗିଛି ସେଥି ପାଇଁ ଅନେକ ଲୋକଙ୍କୁ ଥଣ୍ଡା, କାଶ ବା ଛାତିରେ କଫ ଜମିବା ସମସ୍ଯା ଦେଖା ଯାଉଛି । ସେଥି ପାଇଁ ଅନେକ ଲୋକ ମାନେ ଯନ୍ତ୍ରଣା ମଧ୍ୟ ଅନୁଭବ କରୁଛନ୍ତି ।

ଏହି ସମସ୍ୟାର ସମାଧାନ ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଚିକିତ୍ସା ନେଇ ଆସିଛୁ ଯାହାକୁ କରିଲେ ଆପଣ ମାନଙ୍କର ଏହି ସବୁ ସମସ୍ଯା ଦୂର ହୋଇଯିବ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ପ୍ରାକୃତିକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କର ହୋଇଥିବା ଥଣ୍ଡା, କାଶ ଓ ଛାତିରେ ଜମା ରହିଥିବା କଫ ସମସ୍ୟର ନିବାରଣ ହେବ । ଏଥି ପାଇଁ ଏକ ପାଟରେ କିଛି ପାଣି ନିଅନ୍ତୁ । ଏହା ପରେ ଆମକୁ ଅଦାର ଆବଶ୍ୟକତା ରହିଛି । ଅଦା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଅଦାକୁ ଭଲ ଭାବେ ଛେଚି ଦେଇ ପାଣିରେ ପକାନ୍ତୁ । ଏହା ପରେ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ପାନ ପାତ୍ର । ପାନ ପତ୍ର ଆମ ଶରୀରର ବାତ, ପିତ ଓ କଫ ଆଦି ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଜ୍ଯ କରିଥାଏ । ଏହା ପରେ ପାନ ପତ୍ରକୁ ଭଲ ଭାବେ ଖଣ୍ଡ ଖଣ୍ଡ କରି ପାଣିରେ ପକାନ୍ତୁ । ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ପରେ କିଛି ମାତ୍ରାରେ ଗୋଲମରୀଚର ଆବଶ୍ୟକତା ରହିଛି ।

ଗୋଲମରିଚକୁ ଭଲ ଭାବେ ଗୁଣ୍ଡ କରି ଏହି ପାଣିରେ ପକାନ୍ତୁ । ଏହା ପରେ ପାଣିରେ କିଛି ତୁଳସୀ ପାତ୍ର ମିଶାନ୍ତୁ ଯାହା ଆମ ଶରୀର ପାଇଁ ହିତକାରକ ହୋଇଥାଏ । ତୁଳସୀ ପତ୍ରକୁ ଆୟୁର୍ବେଦିକ ଔଷଧ ଭାବେ ବ୍ୟବହାର କରାଯାଏ । ତୁଳସୀ ପତ୍ରର ସେବନ କରିଲେ ଥଣ୍ଡା, କାଶ ଓ କଫ ଆଦି ସମସ୍ୟାର ନିବାରଣ ହୋଇଥାଏ । ଏହା ଛଡା ତୁଳସୀ ପତ୍ର ଆମ ଶରୀରର ଇମ୍ୟୁନିଟି ପାୱାର ବୃଦ୍ଧି କରିବା ପାଇଁ ସାହାଜ୍ଯ କରିଥାଏ ।

ଏହା ପରେ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ଗୁଡ ଯାହା ଆମ ଶରୀର ପାଇଁ ବହୁତ ହିତକାରକ ହୋଇଥାଏ । ଏହି ପାଣିରେ ଗୋଟେ ଚାମଚ ଗୁଡ ପକାନ୍ତୁ । ଏହା ପରେ ପାଣିକୁ ଭଲ ଭାବେ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏହା ଅଧ ଗ୍ଳାସ ଯାଏଁ ନ ହୋଇଛି । ପାଣି ଭଲ ଭାବେ ଫୁଟିଗଲା ପରେ ଏହାକୁ ଅନ୍ୟ ଏକ ପାତ୍ରରେ ଛାଣି ଦିଅନ୍ତୁ । ଏହା ପରେ ଏହି କାଧାରେ କିଛି ମହୁ ମିଶ୍ରଣ କରନ୍ତୁ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି କାଢାକୁ ପାର୍ଟି ଦିନ ସକାଳୁ ଖାଲି ପେଟରେ ବା ରାତିରେ ଶୋଇବା ସମୟରେ ସେବନ କରିଲେ ଥଣ୍ଡା, କାଶ ଓ କଫ ଆଦି ସମସ୍ୟାର ନିବାରଣ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ସ ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ