ଅଭିଯୋଗ ନେଇ ମହିଳା ଆସିଥିଲେ ଥାନାକୁ, ହେଲେ ଥାନା ଅଧିକାରୀ ଆରମ୍ଭ କରି ଦେଇଥିଲେ ଅଶ୍ଳୀଳ ବ୍ୟବହାର, ଭିଡିଓ ହେଉଛି ଭାଇରାଲ

କରୋନା ସମୟରେ ପୁଣି ଥରେ ଜଣେ ୟୁପି ପୋଲିସ ଆଧିକାରୀ ଙ୍କ ଦୁଃବ୍ୟବହାର ଆଲୋଚନାର ବିଷୟ ହୋଇଛି । ପୋଲିସ ଦିନ ରାତି ଲୋକ ଙ୍କ ସେବା କରିବା ରେ ଲାଗିଛି । ସେହିଭଳି କିଛି ଖରାପ ପୋଲିସ ଅଧିକାରୀଙ୍କ ଦ୍ଵାରା ପୋଲିସ ଡିପାଟମେଣ୍ଟ ର ସବୁ ଅଧିକାରୀ ଙ୍କୁ ଲଜ୍ୟାର ସମୁଖୀନ ହେବାକୁ ପଡୁଛି । ଭଟନି ଥାନା ପ୍ରଭାରୀ ଙ୍କ ଏକ ଏଭଳି ଭିଡିଓ ଭାଇରାଲ ହୋଇଛି ଯେ ସମସ୍ତ ପୋଲିସ ଅଧିକାରୀଙ୍କ ପାଇଁ ନିନ୍ଦନୀୟ ହୋଇଛି । ଏହି ବିଷୟକୁ ଦେଖି ଥାନା ଏସପି ସେହି ଆଧିକାରୀ ଙ୍କୁ ଚାକିରିରୁ ସସପେଣ୍ଡ କରି ତା ବିରୁଦ୍ଧରେ ଆନେକ ଧାରା ଲଗେଇଛନ୍ତି ।

ପଣ୍ଡିତ ମହିଳାଙ୍କର ବୟାନ ଅନୁସରେ ସେହି ଅଧିକାରୀ ଙ୍କ ଜାମିନକୁ ନେଇ ଅନେକ ବିବାଦ ସୁଷ୍ଟି ହୋଇଛି । ସେହି ମହିଳା ଜଣଙ୍କ ଅଭିଯୋଗ ନେଇ ଥାନା ଅଧିକାରି ଭୀଷ୍ମପାଳ ସିଂହ ପାଖକୁ ଯାଇଥିଲେ । ମହିଳା ଙ୍କ ଆଭିଯୋଗ ଶୁଣିବା ବଦଳରେ ସେହି ଥାନା ଅଧିକାରୀ ଜଣଙ୍କ ତାଙ୍କୁ ଅଶ୍ଳୀଳ ବ୍ୟବହାର କରିଥିଲେ । ସେହି ମହିଳା ଙ୍କ ଝିଅଙ୍କୁ ସେହି ଥାନା ଆଧିକାରୀ ଅନେକ ଦିନ ହେଲା ଅଶ୍ଳୀଳ ବ୍ୟବହାର କରୁଥିଲା, ସେଥି ପାଇଁ ସେ ଝିଅ ଜଣଙ୍କ ଥାନା ଆଧିକାରୀଙ୍କ ଗୋଟେ ଭିଡିଓ ବନେଇଲା ।

ସେହି ଭିଡିଓକୁ ତାର ପରିବାର ଓ ଆନ୍ୟାନ୍ୟ ସଦସ୍ୟ ମାନଙ୍କୁ ଦେଖେଇଲା । ଜଣେ ବ୍ୟକ୍ତି ସେହି ଭିଡିଓ ଦେଖି ସୋସିଆଲ ମିଡିଆ ରେ ଭାଇରାଲ କରିଦେଲେ । ଏହା ପରେ ସେହି ଆଧିକାରୀଙ୍କ ବିରୁଦ୍ଧରେ କେସ ଫାଇଲ କରାଯାଇଛି ଏବଂ ସେହି ଆଧିକାରୀଙ୍କୁ ଚାକିରି ରୁ ସସପେଣ୍ଡ କରାଗଲା । ଏହି ଭଳି ଅମାନୁଷିକ କାଯ୍ୟ ପାଇଁ ପୋଲିସ ଆଧିକାରୀଙ୍କୁ ନିନ୍ଦା କରାଯାଇ ଛି । ଏହା ଏକ ସଂଗିନୀ ଆପରାଧ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।