୧୩ ବର୍ଷ ର ଷ୍ଟୁଡେଣ୍ଟ କୁ ଟ୍ୟୁସନ କରିବା ବାହାନା କରି ନିଜ ଘରକୁ ନେଇଗଲା ମହିଳା ଟୀଚର, ଆଉ ତା’ ପରେ ତା’ ସହିତ ଯାହା କରିଲା ଆପଣ ବି ଶୁଣିଲେ ମୁଣ୍ଡରେ ହାତ ଦେବେ

ବିବାହ ସମସ୍ତଙ୍କ ପାଇଁ ବହୁତ ମହତ୍ଵ ରଖିଥାଏ ଓ ଏହା ସମସ୍ତଙ୍କ ଜୀବନର ଏକ ଅଂସ ବି ଅଟେ । କିନ୍ତୁ ଏହି ସଂସାରରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନଙ୍କର ବିବାହ ହୋଇ ପାରେ ନାହିଁ । ଏମିତିରେ ବିବାହ କରିବା ଚକ୍କରରେ ସେମାନେ କୌଣସି ବି ସୀମା ପାର କରି ଦିଅନ୍ତି । କହିବାକୁ ଗଲେ ବର୍ତ୍ତମାନ ପଞ୍ଜାବର ଜଲଂଧର ଜିଲ୍ଲାର ବସ୍ତି ଖେଳ ଅଞ୍ଚଳର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସୁଛି । ଏଠିକାର ଜଣେ ମହିଳା ଟିଚର ନିଜର ୧୩ ବର୍ଷର ଷ୍ଟୁଡେଣ୍ଟ ସହ ଜବରଦସ୍ତ ବିବାହ କରିଛି ।

ସବୁଠୁ ଭୟଙ୍କର କଥା ଏହା ଅଟେ କି ସେ ଯେତେବେଳେ ଚଉଠିରାତି କରିଲା ସେହି ସମୟରେ ହିଁ ସେ ବିଧବା ହୋଇଗଲା । କହିବାକୁ ଗଲେ ଏହି ମହିଳା ଶିକ୍ଷୟତ୍ରି ଜାତକରେ ମାଙ୍ଗଳିକ ଦୋଷ ଥିଲା । ଏହା ସହିତ ତାହାର ବିବାହରେ ବି ବହୁତ ସମୟ ଲାଗୁଥିଲା । ଏମିତିରେ ସେହି ମହିଳା ଶିକ୍ଷୟତ୍ରି ଗୋଟିଏ ଅ-ନ୍ଧବିଶ୍ଵାସ କଥା ଉପରେ ବିଶ୍ଵାସ କରି ଗୋଟିଏ ନାବାଳକ ପୁଅ ସହ ବିବାହ କରିନେଲା ।

କହିବାକୁ ଗଲେ ମହିଳା ଜଣକ ପ୍ରଥମେ ନିଜର ସ୍କୁଲର ଗୋଟିଏ ଏମିତି ଛାତ୍ରକୁ ବାଛିଲେ ଯାହାର ଆର୍ଥିକ ପରିସ୍ଥିତି ବହୁତ ଖରାପ ଥିଲା । ଏହା ପରେ ସେହି ଶିକ୍ଷୟତ୍ରି ଜଣକ ସେହି ଛାତ୍ରକୁ ଓ ତାହାର ପରିବାରକୁ ଫ୍ରୀର ଟ୍ୟୁସନର ଲୋଭ ଦେଲେ । ଶିକ୍ଷୟତ୍ରି ଜଣକ ସେହି ଛାତ୍ରର ପିତା ମାତାକୁ କହିଲେ କି ଆପଣ ନିଜର ପିଲାକୁ ମୋ ଘରେ ଛାଡି ଦିଅନ୍ତୁ ମୁଁ ତାକୁ ଟ୍ୟୁସନ ଦେବି ।

କିନ୍ତୁ ଯେତେବେଳେ ମହିଳା ଶିକ୍ଷୟତ୍ରି ଘରକୁ ଛାତ୍ର ଜଣକ ପଢିବାକୁ ଗଲା ତେବେ ସେ ଜବରଦସ୍ତ ସେହି ୧୩ ବର୍ଷୀୟ ଛାତ୍ରର ସହ ବିବାହ କରି ନେଲା । ଏହି ନକଲି ବିବାହ ସେମିତି ହିଁ ହେଲା ଯେମିତି ହିନ୍ଦୁ ପରମ୍ପରା ଅନୁସାରେ ବିବାହ ହୋଇଥାଏ । ଏଥିରେ ବିବାହର ସବୁ ନିୟମ ପାଳନ କରି ଶେଷରେ ଚଉଠିରାତିର ନିୟମ ବି କରାଗଲା । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ମହିଳା ଜଣକ ୬ ଦିନ ପରେ ନିଜକୁ ବିଧବା କରି ନେଲା ।

ଏହା ସହିତ ସେ ଧଳା ରଙ୍ଗର ଶାଢୀ ପିନ୍ଧିଲା, ନିଜର ଚୁଡି ବି ଭାଙ୍ଗିଦେଲା ଓ ଗୋଟିଏ ଶୋକ ସଭାର ଆୟୋଜନ ରଖି ବିଧବା ମହିଳାଙ୍କ ଭଳି କାନ୍ଦିବାକୁ ଲାଗିଲା । କିନ୍ତୁ ସେ ସେହି ଛାତ୍ରକୁ ତାହାର ଘରକୁ ପଠାଇ ଦେଲା । ଏହା ପରେ ପିଲାଟି ଯେତେବେଳେ ନିଜ ଘରେ ପହଞ୍ଚିଲା ତେବେ ସେ ନିଜ ସହ ହୋଇଥିବା ସବୁ ଘଟଣା ବିଷୟରେ କହିଲା । ଏହା ପରେ ସେହି ମହିଳା ଶିକ୍ଷୟତ୍ରି ବିରୁଦ୍ଧରେ ଛାତ୍ରର ପରିବାର ଲୋକମାନେ ପୋଲିସରେ ଏଫଆଇଆର ଦର୍ଜ କରିଲେ ।

ଯେତେବେଳେ ପୋଲିସ ମହିଳାକୁ ପୋଲିସ ଥାନାକୁ ଡାକିଲା ତେବେ ମହିଳା ଜଣକ ନିଜ ସହିତ ସେହି ପଣ୍ଡିତକୁ ବି ନେଇ ଆସିଲା । ସେ କହିଲା କି ପଣ୍ଡିତର କହିବା ଅନୁସାରେ ସେ ନିଜର ମାଙ୍ଗଳିକ ଦୋଷ ଦୂର କରିବା ପାଇଁ ଏହି ସବୁ କରିଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାକୁ ବିସ୍ତାର ରୂପରେ ଯାଞ୍ଚ କରୁଛି । ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ୨୦୨୧ରେ ବି ଲୋକମାନେ ଏହିଭଳି ଅନ୍ଧବିଶ୍ଵାସ ଉପରେ ବିଶ୍ଵାସ କରୁଛନ୍ତି ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ