ଟିମ୍ ରୁ ବାହାର ହେବା ମାତ୍ରେ ହିଁ ଏହି ଖତରନାକ ଦେଶରୁ Dhawan ଙ୍କୁ ଆସିଲା ଅଫର, ଏବେ ଏହି ଦେଶର Captain ହେବେ Shikhar Dhawan

ପତ୍ନୀଙ୍କ ସହ ଛାଡପତ୍ର ହେବା ପରେ ଏବଂ ଟି-୨୦ ୱାର୍ଲ୍ଡ କପ୍ ରେ ସ୍ଥାନ ନ ପାଇବା ପରେ ଭାରତୀୟ କ୍ରିକେଟ ଟିମର ଧୂଆଁଦାର ଓପନର ବ୍ୟାଟ୍ସମ୍ୟାନ ଶିଖର ଧାୱନଙ୍କୁ ଶକ୍ତ ଧ-କ୍କା ଲାଗିଛି । ଟି-୨୦ ଦଳରେ ଧାୱନଙ୍କ ନାମ ନଥିବା ଦେଖି ତାଙ୍କ ଫ୍ୟାନ୍ସ ମଧ୍ୟ ବିସିସିଆଇ ଉପରେ ଖୁବ ରାଗୁଛନ୍ତି । କିନ୍ତୁ ଇତି ମଧ୍ୟରେ ଶିଖର ଧାୱନ ଏଭଳି ଏକ ନିଷ୍ପତ୍ତି ଘୋଷଣା କରିପାରନ୍ତି, ଯାହା ଶୁଣିବା ପରେ ଆପଣ ମଧ୍ୟ ଦୋହଲିଯିବେ । ତେବେ ଚାଲନ୍ତୁ ଜାଣିବା ସବିଶେଷ ବିବରଣୀ ।

ଆପଣ ସମସ୍ତେ ଜାଣିଛନ୍ତି ଅକ୍ଟୋବର ମାସରେ ଟି-୨୦ ମ୍ଯାଚର ଆୟୋଜନ ହେବାକୁ ଯାଉଛି । ଏହାକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଅନେକ ଟିମ ନିଜ ସ୍କ୍ବାଡ ମଧ୍ୟ ଘୋଷଣା କରି ସାରିଲେଣି । ଭାରତୀୟ ଟିମ ମଧ୍ୟ ୧୯ ସଦସ୍ୟ ବିଶିଷ୍ଟ ଟିମର ଘୋଷଣା କରିଛି । ତେବେ ଏହି ଟିମରେ ଶିଖର ଧାୱନଙ୍କୁ ସାମିଲ ନ କରିବା ସମସ୍ତଙ୍କୁ ଚକିତ କରିଦେଇଛି । ଶିଖର ଧାୱନଙ୍କ ପ୍ରଦର୍ଶନୀ ଏବଂ ଅନୁଭବକୁ ନଜରରେ ରଖି ସେ ଟିମରେ ସାମିଲ ରହିବା ଉଚିତ ବୋଲି ଫ୍ୟାନ ମାନେ କହୁଛନ୍ତି ।

ଏଥିପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ଫ୍ୟାନ୍ସ ବିସିସିଆଇ ଉପରେ ଖୁବ ବର୍ଷୁଛନ୍ତି । ତେବେ ଶିଖର ଧାୱନଙ୍କ ଚୟନ ନ କରାଯିବା ପରେ ସୋ-ସି-ଆ-ଲ ମି-ଡି-ଆ-ରେ ଏହାକୁ ନେଇ ଲୋକେ କେତେ ପ୍ରକାର କଥା ହେଉଛନ୍ତି । ଲୋକଙ୍କ ଅନୁଯାୟୀ ଧାୱନ ଖୁବ ଶୀଘ୍ର କ୍ରିକେଟରୁ ସନ୍ନ୍ୟାସ ନେବାକୁ ଯାଉଛନ୍ତି । ନିକଟରେ କିଛି ଯୁବ ଖେଳାଳି ଭାରତ ଛାଡି ଆମେରିକା ତରଫରୁ ଖେଳିବାକୁ ନିର୍ଣ୍ଣୟ ନେଇଛନ୍ତି । କିଛି ଯୁବ ବ୍ୟାଟ୍ସମ୍ୟାନ ଆମେରିକା ପକ୍ଷରୁ ଖେଳି ଟିମରେ ନିଜ ସ୍ଥାନ ପକ୍କା କରି ନେଇଛନ୍ତି ।

ଏଥିରୁ ଲାଗୁଛି ଶିଖର ଧାୱନ ଶୀଘ୍ର ଭାରତୀୟ ଟିମରୁ ସନ୍ନ୍ୟାସ ନେଇ ଆମେରିକା ପାଇଁ ଖେଳିବେ । କାରଣ ତାଙ୍କ ଫିଟନେସକୁ ଦେଖି ଲାଗୁଛି ଅତିକମରେ ଆହୁରି ୩-୪ ବର୍ଷ ପର୍ଯ୍ୟନ୍ତ ସେ ନିଶ୍ଚୟ କ୍ରିକେଟ ଖେଳିବେ । ବିଦେଶୀ ପିଚ୍ ମାନଙ୍କରେ ସେ ଯେଉଁ ଭଳି ରନ୍ ବନାଇଛନ୍ତି ତାହା କୌଣସି ରେକର୍ଡ ଠାରୁ କିଛି କମ୍ ନୁହେଁ । ଚମ୍ପିୟାନ ଟ୍ରଫି ହେଉ ଆବ ୨୦୧୫ର ୱାର୍ଲ୍ଡ କପ୍ ଶିଖର ଧାୱନ ନିଜ ଧାକଡ ବ୍ୟାଟିଂରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।

ଏହି କାରଣରୁ ଫ୍ୟାନ୍ସଙ୍କ ମତରେ ଶିଖର ଧାୱନ ଶୀଘ୍ର ଭାରତୀୟ ଟିମରୁ ସନ୍ନ୍ୟାସ ନେଇ ଆମେରିକା ପାଇଁ ଖେଳିବେ । କିନ୍ତୁ ଏ ସମ୍ପର୍କରେ ଶିଖର ଧାୱନ ଏବେ ଯାଏଁ ମୁହଁ ଖୋଲି ନାହାନ୍ତି । ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।