କେବଳ ତାଳି ମାରିବା ଦ୍ଵାରା ଏହି 6ଟି ବଡ ରୋଗରୁ ମିଳିଥାଏ ମୁକ୍ତି, ଜାଣନ୍ତୁ କେମିତି

ଆମେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ କିଛି ଟା ଗୁରୁତ୍ଵ ପୂର୍ଣା କଥା ର ଧ୍ୟାନ ରଖିବା ଦରକାର । ନିରୋଗ ରହିବା ନିମିତ ଖାଇବା ଉପରେ ଧ୍ୟାନ ରଖିବା ଦରକାର । ତେଣୁ ଆମକୁ ରାତିରେ କଣ ଖାଇବା ଦରକାର ଦିନରେ କଣ ଖାଇବା ଦରକାର ଏଇଟା ଜାଣିବା ନିହାତି ଦରକାର । ଆଜି କଲି ଦୁନିଆ ରେ ସବୁ ଲୋକ ପଇସା କମେଇବା ରେ ବ୍ୟସ୍ତ ରହିଲେ ଯାହା ଫଳରେ ନିଜ ସ୍ୱାସ୍ଥ୍ୟ ର ଧ୍ୟାନ ରଖି ପାରୁନାହାନ୍ତି । ଯାହା ଦ୍ଵାରା ସ୍ୱାସ୍ଥ୍ୟ ରୋଗର ପାତ୍ର ହୋଇପାରିବର ସମ୍ଭାବନା ଥାଏ ।

ତାଳି ମାରିବା ଏକ ସାଧାରଣ କାମ ଓ ଆପଣ ଏହି କାମ ବହୁତ ଥର କରିଥିବେ । ସାଧାରଣତ ପିଲାମାନଙ୍କ ଖେଳକୁଦ ସମୟରେ ଆମେ ମାନେ ତାଳି ମରିକି ସେମାନଙ୍କୁ ଉସ୍ତାହିତ କରିଥାଉ । ଲୋକମାନେ ଖୁସିରେ ତାଳି ମାରିଥାନ୍ତି । କେତେକ ଧାର୍ମିକ କାର୍ଯ୍ୟ ରେ ମଧ୍ୟ ତାଳି ମରାଯାଏ ଏବଂ କାହାର ଅଭିନନ୍ଦନ କରିବା ପାଇଁ କି ମଧ୍ୟ ତ ର ତାଳି ରେ ସ୍ଵାଗତ କରିଥାନ୍ତି । ତାଳି ମାରିବା ଦ୍ଵାରା ଆମ ଶରୀରରେ ୬ ଟି ରୋଗର ସମାଧାନ ହୋଇଥାଏ ।

୧ – କୋଲେସ୍ଟ୍ରଲ କମ୍ ହୋଇଥାଏ

ଆମୋ ଶରୀରରେ ରକ୍ତ ରେ କୋଲେସ୍ଟ୍ରଲ ଅଧିକ ହେବ ଦ୍ଵାରା ଆମକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତାଳି ମାରିବା ଦ୍ଵାରା ରକ୍ତ ସଞ୍ଚାଳନ ଠିକ ଠାକ ହୋଇଥାଏ ।

୨ ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ହୋଇଥାଏ

ତାଳି ମାରିଲେ ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ହୋଇଥାଏ । କାରଣ ତାଳି ମାରିଲେ ଆମର ସବୁ ଶିର ଓ ପ୍ରଶିରା ଖୋଲିଯାଏ ।

୩ ମଧୁମେହ ଓ ଆସ୍ଥମା ରୋଗ ନିୟନ୍ତ୍ରଣ ହୋଇଥାଏ

କମ ସେ କମ ୧୫ ଥର ତାଳି ମାରିଲେ ମଧୁମେହ ଓ ଆସ୍ଥମା ରୋଗ ନିୟନ୍ତ୍ରଣ ହୋଇଥାଏ ।

୪ ଏକ୍ୟୁ ପ୍ରେସର ର ଲାଭ

ଆମ ଶରୀରରେ ୩୪୦ ଟି ପ୍ରେସର ବିନ୍ଦୁ ରହିଛି ସେଥି ମଧ୍ୟରୁ ୨୯ ଟି ଆମ ହାତରେ ଅଛି । ତାଳି ମାରିବା ଦ୍ଵାରା ଏକ୍ୟୁ ପ୍ରେସର ର ଲାଭ ହୋଇଥାଏ ।

୫ ଆକ୍ସିଜେନ ସଞ୍ଚାର ଠିକ ହୋଇଥାଏ

ଆକ୍ସିଜେନ ଆମ ଶରୀରର ବ୍ଲଡ଼ ରେ ମିସିକି ଥାଏ । ତାଳି ମାରିବା ଦ୍ଵାରା ବ୍ଲଡ଼ ସର୍କୁଲେସନ ଭଲ ହୋଇଥାଏ

୬ ଥଣ୍ଡା , ଜର ଏବଂ ଶରୀର ଦୁର୍ବଳତା ରୁ ଆରମ

ତାଳି ମାରିବା ଦ୍ଵାରା ଥଣ୍ଡା , ଜର ଏବଂ ଦୁର୍ବଳତା ରୁ ମୁକ୍ତି ମିଳିଥାଏ ।