GK Questions and Answers: ତାହା କେଉଁ ଜିନିଷ ଯାହାକୁ ସକାଳେ ଦେଖିଲେ ସବୁଜ, ଦ୍ଵିପ୍ରହରେ କଳା, ସନ୍ଧ୍ୟାରେ ନୀଳ ଓ ରାତିରେ ଦେଖିଲେ ଧଳା ହୋଇଯାଏ ?

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ ।

ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା । ୧- ଭାରତର ସବୁଠୁ ବଡ ଚିଡିଆଖାନା କେଉଁଠି ଅବସ୍ଥିତ ? ଉ: କୋଲକାତାରେ

୨- ଶଙ୍କର ଭଗବାନଙ୍କ ଝିଅଙ୍କ ନାମ କଣ ଥିଲା ?

ଉ: ଅଶୋକ ସୁନ୍ଦରୀ

୩- ସୂର୍ଯ୍ୟଙ୍କ କିରଣର ଗତି କେତେ ଅଟେ ?

ଉ: ୩ ଲକ୍ଷ କିମି ପ୍ରତି ସେକେଣ୍ଡ

୪- ବିଶ୍ଵର ସବୁଠୁ ବଡ ମନ୍ଦିରର ନାମ କଣ ?

ଉ: ଅକୋରବାଟ ମନ୍ଦିର

୫- ବିଶ୍ବରେ ସବୁଠୁ ବଡ ମଧୁର ପାଣିର ହ୍ରଦ କେଉଁଠି ଅଛି ?

ଉ: ଆମେରିକାରେ

୬- କେଉଁ ଫଳ ଖାଇଲେ ଦାନ୍ତ ସଫା ହୋଇଯାଏ ?

ଉ: ଅମୃତଭଣ୍ଡା (papaya)

୭- ଦୁନିଆରା ସବୁଠୁ ବଡ ଚୌକ କେଉଠି ଅଛି ?

ଉ: ଲାଲ ଚୌକ

୮- ଭାରତର ନାଗରିକ ମାନଙ୍କୁ କେତେ ପ୍ରକାରର ନାଗରିକତା ପ୍ରାପ୍ତ ଅଟେ ?

ଉ: ଏକ ପ୍ରକାରର

୯- ଭାରତରେ ସବୁଠୁ ଅଧିକ ଚାହା କେଉଁଠି ଉତ୍ପନ ହୁଏ ?

ଉ: ଆସାମରେ

୧୦- ରାମ ଭଗବାନଙ୍କ ମାତାଙ୍କ ନାମ କଣ ଥିଲା ?

ଉ: ଏହାର ଉତ୍ତର ଆମକୁ କମେଣ୍ଟ କରି ଜଣାନ୍ତୁ

୧୧- କେଉଁ ପଶୁର କ୍ଷୀରରେ ବିଷ ରହିଥାଏ ?

ଉ: ସିଂହ ବା ସିଂହୀ

୧୨- କେଉଁ ଦେଶକୁ ମାଟିର ଦେଶ ବୋଲି କୁହାଯାଏ ?

ଉ: ଭାରତକୁ

୧୩- ଗୋଟିଏ ମିଶାଇଲର ମୂଲ୍ୟ କେତେ ଟଙ୍କା ହୋଇଥାଏ ?

ଉ: ୧୪ ଲକ୍ଷ ଡଲାର

୧୪- ଭାରତରେ ଏକ ୧୦ ଟଙ୍କିଆ ମୁଦ୍ରା ତିଆରି କରିବାକୁ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ?

ଉ: ୩ ଟଙ୍କା

୧୫- ସଂସାରରେ ସବୁଠୁ ଅଧିକ ବରଫା କେଉଁଠି ଦେଖାଯାଏ ?

ଉ: ଆମେରିକାରେ

୧୬- କେଉଁ ଦେଶରେ ଟମାଟୋ ବା ବିଲାତି ବାଇଗଣ ସବୁଠୁ ଅଧକ ଉତ୍ପାଦନ ହୋଇଥାଏ ?

ଉ: ଭାରତରେ

୧୭- କେଉଁ ଦେଶରେ ଝିଆମାନେ ମଧ୍ୟ ମଦ୍ୟପାନ କରିପାରନ୍ତି ?

ଉ: ପେରୁ

୧୮- ପାକିସ୍ଥାନର ଲୋକମାନେ କେଉଁ ଦେଶକୁ ଯାଇପାରିବେ ନାହିଁ ?

ଉ: ଇସ୍ରାଏଲ

୧୯- କେଉଁ ଧାତୁ ସବୁଠୁ ଅଧିକ ମହଙ୍ଗା ଅଟେ ?

ଉ: ୟୁରାନିୟମ

୨୦- ଦୁନିଆରା ସବୁଠୁ ବିଳାସପୂର୍ଣ୍ଣ ଦେଶ କେଉଁଟି ଅଟେ ?

ଉ: ଇଣ୍ଡୋନେସିଆ

୨୧- ଗୋଟିଏ ମୂଷା ଗୋଟିଏ ଦିନରେ କେତେ ସମୟ ଶୁଏ ?

ଉ: ୨ ଘଣ୍ଟା

୨୨- କେଉଁ ଦେଶରେ ସୂର୍ଯ୍ୟ ସର୍ବପ୍ରଥମେ ଅସ୍ତ ହୋଇଯାନ୍ତି ?

ଉ: ନ୍ୟୁଜିଲ୍ୟାଣ୍ଡରେ

୨୩- କେଉଁ ଦେଶ ଆଳୁ ର ଆବିଷ୍କାର କରିଥିଲା?

ଉ: ପେରୁ

୨୪- କେଉଁ ବାର ସପ୍ତାହର ପ୍ରଥମ ଦିନ ଅଟେ ?

ଉ: ରବିବାର

୨୫- କେଉଁ ଜିନିଷ ସକାଳେ ଦେଖିଲେ ସବୁଜ, ଦ୍ଵିପ୍ରହରେ ଦେଖିଲେ କଳା, ସନ୍ଧ୍ୟାରେ ଦେଖିଲେ ନୀଳ ଓ ରାତିରେ ଦେଖିଲେ ଧଳା ଦେଖାଯାଏ ?

ଉ: ବିଲେଇର ଆଖି ।

ଆଶ କରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।