Gk Questions & Answers- କୁହ ତ ତାହା କଣ ? ଯାହା ବର୍ଷରେ ୧ ଥର ଆସିଥାଏ, ମାସରେ ୨ ଥର ଓ ସପ୍ତାହରେ ୩ ଥର ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରବିୟୁରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ ।

ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ୧- ଭାରତର ପ୍ରଥମ ମହିଳା ରାଜ୍ଯପାଳ କିଏ ଅଟନ୍ତି ? ଉତ୍ତର- ସରୋଜିନୀ ନାଇଡୂ

୨-ଦୁନିଆର ସବୁଠାରୁ ତୀବ୍ର ଗତି କାହାର ଅଟେ ?

ଉତ୍ତର- ପ୍ରକାଶ

୩- ରାଷ୍ଟ୍ରୀୟ ମତଦାନ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ଜାନୁଆରୀ ୨୫ରେ

୪- କେଉଁ ଦେଶରେ ଅଧିକ କଦଳୀ ଗଛ ଅଛି ?

ଉତ୍ତର- ଭାରତ

୫- କେଉଁ ସମୁଦ୍ରରେ ଗୋଟିଏ ବି ମାଛ ନଥାଏ ?

ଉତ୍ତର- ମୃ-ତ ସାଗର

୬- ବିଶ୍ଵର କହୱା ପତ୍ର କାହାକୁ କୁହାଯାଏ ?

ଉତ୍ତର- ବ୍ରାଜିଲ

୭- ରଜତ କ୍ରାନ୍ତି କାହା ସହ ସମ୍ଭଧ ରହିଛି ?

ଉତ୍ତର- ଅଣ୍ଡା ଉତ୍ପାଦନ

୮- ଗୁଲାମର ଗୁଲାମ କାହାକୁ କୁହାଯାଏ ?

ଉତ୍ତର- ଇଲତୁତମିଶ

୯- ଗ୍ରେମୀ ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଏ ?

ଉତ୍ତର- ସଂଗୀତ

୧୦- ଚୀନର ସନ୍ଧାନ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଭାରତ

୧୧- କେରଳର ରାଜଧାନୀର ନା କଣ ?

ଉତ୍ତର- ତିରୁବନ୍ତପୁରମ

୧୨- ହିରୋର ନଗର କାହାକୁ କୁହାଯାଏ ?

ଉତ୍ତର- କିମ୍ବରଲେ

୧୩- କେଉଁ ଦେଶରେ ଅଧିକ ଘୁଷୁରୀ ରହିଥାନ୍ତି ?

ଉତ୍ତର- ଚୀନ

୧୪- ଛୁରୀର ନଗର କାହାକୁ କୁହାଯାଏ ?

ଉତ୍ତର- ରାମପୁର

୧୫-  ଗୋଲ ଘର କେଉଁଠାରେ ଅଛି ?

ଉତ୍ତର- ପଟନା

୧୬- ହଳଦିଆ ଷ୍ଟୋନ ପାର୍କ କେଉଁଠାରେ ଅଛି ?

ଉତ୍ତର- ସଂଯୁକ୍ତ ରାଜ୍ୟ ଆମେରିକାରେ

୧୭-  ନାଗାଲାଣ୍ଡର ପୁରାତନ ନାଁ କଣ ?

ଉତ୍ତର- ହଲେଣ୍ଡ

୧୮- କେଉଁ କ୍ଷେତ୍ରରେ ନୋବେଲ ପୁରସ୍କାର ଦିଆଯାଏ ନାହି ?

ଉତ୍ତର- ଗଣିତ

୧୯- ମସଲାର ରାଣୀ କାହାକୁ କୁହାଯାଏ ?

ଉତ୍ତର- ଗୁଜୁରାତି

୨୦- ସବୁଠାରୁ ଅଧିକ ମାଟି ଥିବା ଦେଶ କାହାକୁ କୁହାଯାଏ ?

ଉତ୍ତର- ଭାରତ

୨୧- ତମ୍ବାର ଦେଶ କାହାକୁ କୁହାଯାଏ ?

ଉତ୍ତର- ଜାମ୍ବିୟା

୨୨- ଭାରତ କେଉଁ ଗୋଲାର୍ଦ୍ଧରେ ସ୍ଥିତ ଅଟେ ?

ଉତ୍ତର- ଉତ୍ତର ଗୋଲାର୍ଦ୍ଧରେ

୨୩- ଧଉଳିଗିରି ପର୍ବତର ଶିଖର କେଉଁଠାରେ ଅଛି ?

ଉତ୍ତର- ନେପାଳ

୨୪- କବାଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ ?

ଉତ୍ତର- ବାଙ୍ଗଳାଦେଶ

୨୫- ଏସିଆର ସବୁଠାରୁ ବଡ ଦେଶ କିଏ ଅଟେ ?

ଉତ୍ତର- ଚୀନ

୨୬- ଫଳର ଦେଶ କାହାକୁ କୁହାଯାଏ ?

ଉତ୍ତର- ହିମାଚଳ ପ୍ରଦେଶ

୨୭- ହେଲିକେପ୍ଟରର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଫ୍ରାନ୍ସ

୨୮- ସଂସଦର ପ୍ରଥମ ସଦନ କଣ ଅଟେ ?

ଉତ୍ତର- ଲୋକସଭା

୨୯- କାକୋରି ଷ-ଡ-ଯ-ନ୍ତ୍ର କେବେ ହୋଇଥିଲା ?

ଉତ୍ତର- ୧୯୨୫ରେ

୩୦- କେଉଁ ପଶୁର ଝାଳ ଗୋଲାପି ରଙ୍ଗର ହୋଇଥାଏ ?

ଉତ୍ତର- ଦାରିୟାଇ ଘୋଡା

୩୧- କୁହନ୍ତୁ ସେହି ଜିନିଷ କଣ ଯାହା ବର୍ଷରେ ଥରେ ଆସେ, ମାସରେ ୨ଥର ଆସେ, ସପ୍ତାହରେ ୪ଥର ଆସେ, ଦିନରେ ୬ଥର ଆସେ ତାହା କଣ ?

ଉତ୍ତର- F ଲେଟର

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ