କେଉଁ ଜୀବର ହୃଦୟ ଗୋଟିଏ ମିନିଟିରେ ୯ ଥର ସ୍ପନ୍ଦନ କରିଥାଏ ? ଏହା ସହିତ ଦେଖନ୍ତୁ ଆହୁରି ୨୮ଟି GK ପ୍ରଶ୍ନ

କହିବାକୁ ଗଲେ ସବୁ ପ୍ରତିଯୋଗୀ ପରୀକ୍ଷାରେ କିମ୍ବା ଇଣ୍ଟରଭିୟୁରେ ବର୍ତ୍ତମାନର ସ୍ଥିତିକୁ ନେଇ ପ୍ରଶ୍ନ କରାଯାଇଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ମହତ୍ଵପୂର୍ଣ ପ୍ରଶ୍ନ ଓ ତାହାର ଜବାବ ନେଇ ଆସିଛୁ । ଯାହା ଆପଣଙ୍କୁ କୌଣସି ବି ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତିରେ ସାହାର୍ଯ୍ୟ କରିବ । ଏହି ସବୁ ପ୍ରଶ୍ନକୁ ଆପଣ ବହୁତ ଜଲ୍ଦି ମନେ ରଖି ପାରିବେ । ଏହି ସବୁ ପ୍ରଶ୍ନ ଆପଣ ସାଧାରଣ ଜ୍ଞାନ ସହ ସମ୍ବନ୍ଧ ଅଟେ ।

୧- ଏମିତି କେଉଁ ପକ୍ଷୀ ଅଛି ଯିଏକି ନିଜର ବସା ନିଜେ ତିଆରି କରେ ନାହିଁ ?

ଉତ୍ତର- କୋଇଲି

୨- କେଉଁ ଜୀବର ହୃଦୟ ଗୋଟିଏ ମିନିଟିରେ ୯ ଥର ସ୍ପନ୍ଦନ କରିଥାଏ ?

ଉତ୍ତର- ବ୍ଲୁ ୱ୍ହେଲ ମାଛର

୩- କେଉଁ ପଶୁ ଜୋତା ପିନ୍ଧି ଶୋଇଥାଏ ?

ଉତ୍ତର- ଘୋଡା

୪- କେଉଁ ଫୁଲର ଓଜନ  ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ?

ଉତ୍ତର- ରେଫ୍ଲେସିୟା

୫- ସଂସାରେ ସବୁଠୁ ବଡ ଜିଆ କେଉଁଠି ଦେଖାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା ଦେଶରେ ୧୨ ଫୁଟ

୬- ଚିନିର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଭାରତ

୭- ମଶାକୁ କେଉଁ ରଙ୍ଗ ସବୁଠୁ ଅଧିକ ପସନ୍ଦ ହୋଇଥାଏ ?

ଉତ୍ତର- ନୀଳରଙ୍ଗ

୮- ଭାରତରେ କେଉଁ ରାଜ୍ୟର ଲୋକମାନେ ସାପର ତେଲରେ ତରକାରି କରନ୍ତି ?

ଉତ୍ତର- ସିକିମ ରାଜ୍ୟର ମେରା ଗ୍ରାମର ଲୋକମାନେ

୯- ଶୁଦ୍ଧ ପାଣିର ପିଏଚ ମାନ କେତେ ହୋଇଥାଏ ?

ଉତ୍ତର- ୭

୧୦- ପତ୍ରର ରଙ୍ଗ କେଉଁ କାରଣରୁ ହଳଦିଆ ରଙ୍ଗ ହୋଇଥାଏ ?

ଉତ୍ତର- କ୍ୟାରୋଟିନ

୧୧- କାଚର ହଳଦିଆ ରଙ୍ଗ କେଉଁ ପଦାର୍ଥ କାରଣରୁ ହୋଇଥାଏ ?

ଉତ୍ତର- ଫେରିକ ଅକ୍ସସାଇଡ

୧୨- ଗାନ୍ଧୀଜୀଙ୍କ ନାମ ପୂର୍ବରୁ ମହାତ୍ମା ଗାନ୍ଧୀ କେବେ ଯୋଡା ହୋଇଥିଲା ?

ଉତ୍ତର- ଚମ୍ପାରଣ ସତ୍ୟାଗ୍ରହ ସମୟରେ

୧୩- ଭାରତର କେଉଁ ରାଜ୍ୟରେ ସବୁଠୁ ବେଶି ମନ୍ଦିର ଅଛି ?

ଉତ୍ତର- ତାମିଲନାଡୁରେ

୧୪- କେଉଁ ଦେଶର ଲୋକମାନେ ସାପକୁ ଖାଆନ୍ତି  ?

ଉତ୍ତର-ଚୀନ ଦେଶର ଲୋକମାନେ

୧୫- କେଉଁ ଫୁଲ ୧୨ ବର୍ଷକୁ ଥରେ ଫୁଟେ ?

ଉତ୍ତର- ନୀଳକୁରଞ୍ଜି

୧୬- ବିଶ୍ବ ଆସମାନୀ ବିଜୁଳି ସର୍ବେ ପ୍ରଥମେ ଅଧିକ କେଉଁଠି ପଡିଥାଏ ?

ଉତ୍ତର- ଆଫ୍ରିକା

୧୭- ଭାରତରେ କେଉଁ ରାଜ୍ୟରେ ଇଂଗ୍ଲିଶ ଭାଷା ଅଛି ?

ଉତ୍ତର- ନାଗାଲାଣ୍ଡ

୧୮- ଫୁଟବଲରେ କେଉଁ ଗ୍ୟାସ ଭର୍ତ୍ତି କରାଯାଏ ?

ଉତ୍ତର- ହାଇଡ୍ରୋଜେନ ଗ୍ୟାସ

୧୯- ମନ୍ସୁହୟ ଶରୀରରେ ସବୁଠୁ ଛୋଟ ହାଡ କେଉଁଠି ଅଛି ?

ଉତ୍ତର- କାନରେ

୨୦- ମଶାର ବୟସ କେତେ ହୋଇଥାଏ ?

ଉତ୍ତର- ୧୪ ରୁ ୫୬ ଦିନ

୨୧- ଆକାଶରେ ଦେଖାଯାଉଥିବା ତାରାର କେତୋଟି ରଙ୍ଗ ଥାଏ ?

ଉତ୍ତର- ତିନୋଟି

୨୨- ମହାତ୍ମା ଗାନ୍ଧୀଙ୍କ ସ୍ତ୍ରୀଙ୍କ ନାମ କଣ ?

ଉତ୍ତର- କସ୍ତୁରବା ଗାନ୍ଧୀ

୨୩- ନବାବମାନଙ୍କ ସହର କେଉଁ ସହରକୁ କୁହାଯାଏ ?

ଉତ୍ତର- ଲକ୍ଷ୍ନୌ

୨୪- ଜଣେ  ସ୍ତ୍ରୀ ନିଜର ଜୀବନରେ କେତୋଟି ସନ୍ତାନକୁ ଜନ୍ମ ଦେଇ ପାରିବ ?

ଉତ୍ତର- ପାଖାପାଖି ୪୦ ଟି ସନ୍ତାନକୁ

୨୫- ଦୁନିଆରେ କେତେ ପ୍ରତିଶତ ଲୋକମାନେ ବାମ ହାତର ବ୍ୟବହାର କରନ୍ତି ?

ଉତ୍ତର- ୧୧ %

୨୬- କେଉଁ ସହରରେ ପାଞ୍ଚଟି ସୂର୍ଯ୍ୟ ଦେଖାଯାଆନ୍ତି ?

ଉତ୍ତର- ସିଂ ନାଇଟ ଚୁ ଯାହାକି ଚୀନରେ ଅଛି

୨୭- କେଉଁ ପରିବାକୁ ସେବନ କରିବା ଦ୍ଵାରା ଦାନ୍ତ ସଫା ହୋଇଥାଏ ?

ଉତ୍ତର- ଅମୃତଭଣ୍ଡା

୨୮- ବିଶ୍ଵର କେଉଁ ନଦୀର ପାଣି ସବୁଠୁ ବେଶି ଗରମ ହୋଇଥାଏ ?

ଉତ୍ତର- ନୀଳ ନଦୀର ପାଣି

୨୯- ତାହା କଣ ଅଟେ, ଯାହା ବର୍ଷକୁ ଥରେ ଆସିଥାଏ, ମାସକୁ ଦୁଇଥର ଆସିଥାଏ, ସପ୍ତାହକୁ ୪ ଥର ଆସିଥାଏ, ଦିନକୁ ୬ ଥର ଆସେ ?

ଉତ୍ତର- F ଶବ୍ଦ

ବର୍ଷରେ ଗୋଟିଏ ଥର February,

ମାସରେ ଦୁଇ ଥର First week, Fourth week

ଦିନରେ 6 ଥର Four, Five, Fourteen, Twenty Four

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।