ତାହା କଣ ଯାହା ଆମକୁ ଦୁଇ ଥର ମାଗଣାରେ ମିଳେ କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡିଥାଏ ? ଏହା ସହିତ ଆହୁରି 15 Gk Questions & Answers

ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ । ଏହା ଆପଣଙ୍କୁ କୌଣସି ସାଧାରଣ ଇଣ୍ଟରଭ୍ୟୁରେ ମଧ୍ୟ ସାହାଯ୍ୟ କରିବ । ଏହି ପ୍ରଶ୍ନ ଗୁଡିକର ଉତ୍ତର ନିଜେ ଦେବାକୁ ଚେଷ୍ଟା କରନ୍ତୁ ଏବଂ ଉତ୍ତର ବିଭାଗରେ ଏହାର ସଠିକ ଉତ୍ତର ଦେଖନ୍ତୁ ।

୧- ସତରଞ୍ଜ ବିଶ୍ଵକପ ୨୦୨୧ର ବିଜେତା କିଏ ହୋଇଛନ୍ତି ?

(କ) Jan K. Duda (ଖ) Magnus Cerlsen

(ଗ) Abhimanyu Mishra (ଘ) Koneru Humpy

୨- ନିକଟ ଅତୀତରେ ମିଳିଥିବା ରିପୋର୍ଟ ଅନୁସାରେ ୨୦୨୦ ମସିହାରେ ବିଶ୍ଵର ସବୁଠାରୁ ପ୍ରଦୂଷିତ ଶେଷ କିଏ ଥିଲା ?

(କ) ଭାରତ (ଖ) ପାକିସ୍ତାନ

(ଗ) ବାଂଲାଦେଶ (ଘ) ଚୀନ

୩- ଅନ୍ତର୍ରାଷ୍ଟ୍ରୀୟ ଯୁବ ଦିବସ (International Youth Day) କେବେ ପାଳନ କରାଯାଏ ?

(କ) ଅଗଷ୍ଟ ୧୦ (ଖ) ଅଗଷ୍ଟ ୧୧

(ଗ) ଅଗଷ୍ଟ ୧୨ (ଘ) ଅଗଷ୍ଟ ୧୩

୪- ବିଶ୍ଵ ହାତୀ ଦିବସ (World Elephant Day) କେବେ ପାଳନ କରାଯାଏ ?

(କ) ଅଗଷ୍ଟ ୧୧  (ଖ) ଅଗଷ୍ଟ ୧୩

(ଗ) ଅଗଷ୍ଟ ୧୪ (ଘ) ଅଗଷ୍ଟ ୧୨

୫- ବିଶ୍ଵ ଅଙ୍ଗଦାନ ଦିବସ (World Organ Donation Day) କେବେ ପାଳନ କରାଯାଏ ?

(କ) ଅଗଷ୍ଟ ୧୦ (ଖ) ଅଗଷ୍ଟ ୧୧

(ଗ) ଅଗଷ୍ଟ ୧୨ (ଘ) ଅଗଷ୍ଟ ୧୩

୬- ଅନିଲ କପୁରଙ୍କ ‘ନାୟକ’ ଚଳଚିତ୍ର ଦ୍ଵାରା ଅନୁପ୍ରାଣିତ ହୋଇ ୨୦ ବର୍ଷର ଝିଅ ସୃଷ୍ଟି ଗୋସ୍ଵାମୀ କେଉଁ ରାଜ୍ୟରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ?

(କ) ଉତ୍ତରପ୍ରଦେଶ (ଖ) ଉତ୍ତରାଖଣ୍ଡ

(ଗ) ପଶ୍ଚିମବଙ୍ଗ (ଘ) ବିହାର

୭- ସଂଯୁକ୍ତ ରାଷ୍ଟ୍ର ଦ୍ଵାରା କେଉଁ ମସିହାକୁ “ଶାନ୍ତି ଓ ବିଶ୍ବାସର ଅନ୍ତର୍ରାଷ୍ଟ୍ରୀୟ ବର୍ଷ” ଘୋଷଣା କରାଯାଇଛି ?

(କ) ୨୦୧୮ (ଖ) ୨୦୧୯

(ଗ) ୨୦୨୦ (ଘ) ୨୦୨୧

୮- ୪ ସେପ୍ଟେମ୍ବର ୨୦୧୫ ମସିହାରେ ଓଡିଶାର ଭଦ୍ରକ ଜିଲାସ୍ଥିତ କେଉଁ ଦ୍ଵୀପ (Island) ର ନାମ ପରିବର୍ତ୍ତନ କରି ଡ଼. ଅବଦୁଲ କଲାମ ଦ୍ଵୀପ ରଖାଯାଇଛି ?

(କ) ହୁଇଲର (ଖ) କାଳିଜାଈ

(ଗ) ରାଜହଂସ (ଘ) କନିକା

୯- ନିମ୍ନଲିଖିତ ମଧ୍ୟରୁ କେଉଁ ସୋସିଆଲ ମିଡିଆ ଆପ୍ଲିକେସନ ବିଶ୍ବରେ ସର୍ବାଧିକ ଡାଉନଲୋଡ ହେବାର ରେକର୍ଡ କରିଅଛି ?

(କ) ଫେସବୁକ (ଖ) ହ୍ଵାଟ୍ସଆପ୍

(ଗ) ଟିକଟକ (ଘ) ଇଂଷ୍ଟାଗ୍ରାମ

୧୦- ନିମ୍ନଲିଖିତ ମଧ୍ୟରୁ କେଉଁ ଭାରତୀୟ ସହରକୁ ଭାରତର ପ୍ରଥମ ୱାଟର ପ୍ଲସ ସହର (Water Plus City) ଘୋଷଣା କରାଯାଇଛି ?

(କ) ଦିଲ୍ଲୀ (ଖ) ମୁମ୍ବାଇ

(ଗ) ଇନ୍ଦୋର (ଘ) ବାଙ୍ଗାଲୋର

୧୧- ୧୧ ଅଗଷ୍ଟ ୨୦୨୧ ବୁଧବାର ଦିନ DRDO କେଉଁଠାରେ ସଫଳତା ପୂର୍ବକ ନିର୍ଭୟ ମିଶାଇଲ ପରୀକ୍ଷଣ କରିଛି ?

(କ) ରାଜସ୍ଥାନ (ଖ) ଆନ୍ଧ୍ରପ୍ରଦେଶ

(ଗ) ଚାନ୍ଦିପୁର, ଓଡିଶା (ଘ) ଆସାମ

୧୨- ଭାରତୀୟ ବାୟୁସେନା କେଉଁଠାରେ ବିଶ୍ଵର ସର୍ବୋଚ୍ଚ “Air Traffic Control Tower (ATC)” ନିର୍ମାଣ କରିଛି ?

(କ) ଦିଲ୍ଲୀ (ଖ) ଲଦାଖ

(ଗ) ହିମାଚଳ ପ୍ରଦେଶ (ଘ) ଜାମୁ-କାଶ୍ମୀର

୧୩- କେଉଁ ବିମାନ ବନ୍ଦରକୁ ବିଶ୍ଵର ସର୍ବଶ୍ରେଷ୍ଠ ବୋମାନ ବନ୍ଦର ଉପାଧି (Skytrax World Airport Award 2021) ପ୍ରାପ୍ତ ହୋଇଛି ?

(କ) Indira Gandhi International Airport, New Delhi

(ଖ) Hamad International Airport, Qatar

(ଗ) Tokyo Haneda Airport, Japan

(ଘ) Singapore Changi Airport

୧୪- ସାଉଦି ଆରବ ସହିତ ପ୍ରଥମ ନୌସୈନିକ ଅଭ୍ଯାସ “AL-MOHADAL-HINDI 2021” ଆରଇ କେଉଁ ଭାରତୀୟ ନୌସେନା ଯୁଦ୍ଧପାତ ୯ ଅଗଷ୍ଟ ୨୦୨୧ ରେ ସାମିଲ ହୋଇଛି ?

(କ) INS Delhi (ଖ) INS Kochi

(ଗ) INS Kolkata (ଘ) INS Chennai

୧୫- ତାହା କଣ ଯାହା ଆମକୁ ଦୁଇଥର ମାଗଣାରେ ମିଳେ କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡିଥାଏ?

ଉ: ଏହାର ଉତରା ସିଧାସଳଖ ଉତ୍ତର ବିଭାଗରେ ଦେଖନ୍ତୁ ।

ଉତରା ବିଭାଗ:

୧- (କ), ୨- (ଗ), ୩- (ଗ), ୪- (ଘ), ୫- (ଘ),

୬- (ଖ), ୭- (ଘ), ୮- (କ), ୯- (ଗ), ୧୦- (ଗ),

୧୧-(ଗ), ୧୨- (ଖ), ୧୩- (ଖ), ୧୪- (ଖ), ୧୫- ଦାନ୍ତ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।