ତାହା କଣ ଯାହାକୁ ଯେତେ କାଟିଲେ ବି ଖଣ୍ଡ ଖଣ୍ଡ ହୁଏ ନାହିଁ ? ଏହା ସହ ଆହୁରି କିଛି ମଜାଦାର ପ୍ରଶ୍ନ ଉତ୍ତର (GK Quiz)

ନମସ୍କାର ବନ୍ଧୁଗଣ, ଆପଣ ନିଜର ଜ୍ଞାନକୁ ଆଉ ଗୋଟିଏ ପାଦ ବୃଦ୍ଧି କରିବା ପାଇଁ ଚାହୁଁଥିଲେ ନିହାତି ଭାବରେ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ଏଥିରେ ଥିବା ସମସ୍ତ ପ୍ରଶ୍ନ ଆପଣଙ୍କ ପାଠ ପଢାରେ ସହାୟ ହେବା ସହ ଆପଣଙ୍କୁ ପାଞ୍ଚଲୋକରେ ଜ୍ଞାନୀର ପରିଚୟ ମଧ୍ୟ ପ୍ରଦାନ କରିବ ଏହି ପ୍ରଶ୍ନର ଉତ୍ତର । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏଭଳି କିଛି ପ୍ରଶ୍ନ ଯାହା ଜୀବନ ସାରା ପାଇଁ ଆପଣଙ୍କ ସମସ୍ତ କ୍ଷେତ୍ରରେ କାମରେ ଆସିବ ସେ ଚାକିରି ହେଉ ବା ପାଠ ପଢା ସବୁଥିରେ ସଫଳତା ପାଇପାରିବେ ।

୧- ଡଲଫିନର କେତୋଟି ପାକସ୍ଥଳୀ ଅଛି ? ଉତ୍ତର: ଡଲଫିନର ୨ଟି ପାକସ୍ଥଳୀ ରହିଛି ।

୨- କଙ୍କଡା ଗତିକରେ କେମିତି ? ଉତ୍ତର: ପାର୍ଶ୍ଵଗତି କରେ କଙ୍କଡା । ୩-  କେବେ ମଧ୍ୟ ଶୋଉନଥିବା ଜଳଚର ଜୀବର ନାମ କଣ ? ଉତ୍ତର: ମାଛ ।

୪- କେଉଁ ଜଳଚର ଜୀବର ଆୟୁ ସବୁ ପ୍ରାଣୀମାନଙ୍କ ଠାରୁ ଅଧିକ ? ଉତ୍ତର: କଇଁଛର ସମସ୍ତ ଜଳଚର ଜୀବଙ୍କ ଠାରୁ ଆୟୁ ଅଧିକ ଅଟେ ?

୫-  କେଉଁ ଜୀବର ଉଭୟ ଉଭୟଙ୍କର ସର୍ବଦା ଶତ୍ରୁତା ହୋଇ ରହିଥାନ୍ତି ? ଉତ୍ତର: ସାପ ଓ ନେଉଳ ଉଭୟଙ୍କ ମଧ୍ୟରେ ସର୍ବଦା ଶତ୍ରୁତା ରହିଥାଏ ।

୬- ଉଡନ୍ତା ମାଛ କେଉଁଠାରେ ଦେଖିବା ପାଇଁ ମିଳି ଥାଏ ? ଉତ୍ତର: ସମୁଦ୍ରରେ ଉଡନ୍ତା ମାଛ ଦେଖିବା ପାଇଁ ମିଳିଥାଏ ।

୭- କେଉଁ ପକ୍ଷୀ ଓ ଜୀବ ପାଣିରେ ବୁଡି ମାଛ ଧରିପାରେ ? ଉତ୍ତର: ପାଣିକୁଆ ଓ ଓଧ ପାଣିରେ ବୁଡି ମାଛ ଧରିବାର କ୍ଷମତା ରଖିଛନ୍ତି ।

୮- ସର୍ବ ବୃହତ ଜଳଚର ସ୍ତନ୍ୟପାୟୀ ପ୍ରାଣୀ କିଏ ଅଟେ ? ଉତ୍ତର: ତିମି ମାଛ ସବୁଠାରୁ ବଡ ସ୍ତନ୍ୟପାୟୀ ପ୍ରାଣୀ ଅଟେ ।

୯- ପେଙ୍ଗୁଇନ କେଉଁଠାରେ ଦେଖିବାକୁ ମିଳେ ? ଉତ୍ତର: ଉତ୍ତର ମେରୁ ଅଞ୍ଚଳରେ ପେଙ୍ଗୁଇନ ଦେଖିବାକୁ ମିଳିଥାଏ ।

୧୦- ତାହା କଣ ଯାହାକୁ ଯେତେ କାଟିଲେ ବି ଖଣ୍ଡ ଖଣ୍ଡ ହୁଏ ନାହିଁ ? ଉତ୍ତର: ସମୟ ହେଉଛି ଏକମାତ୍ର ଯାହାକୁ କାଟିଲେ ମଧ୍ୟ ଖଣ୍ଡ ଖଣ୍ଡ ହୁଏ ନାହିଁ ।

ଆପଣ ମାନେ ଏହି ସମସ୍ତ ପ୍ରଶ୍ନର ଉତ୍ତରକୁ ଭଲ ଭାବରେ ପଢନ୍ତୁ । ଆପଣଙ୍କ ଜ୍ଞାନ ବଢାଇବା ପାଇଁ ଆପଣ ଏହି ସମସ୍ତ ପ୍ରଶ୍ନର ଉତ୍ତରକୁ ଆପଣଙ୍କ ମନରେ ରଖନ୍ତୁ । ଆବଶ୍ୟକ ସମୟରେ ଏହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ଯଦି ଆପଣ ଚାକିରି କରିବା ପାଇଁ ଇଣ୍ଟରଭିଉ ଦେଉଛନ୍ତି ତେବେ ଏହି ପ୍ରଶ୍ନ ଆପଣଙ୍କୁ କେଉଁଠି ନା କେଉଁଠି ସମନ କରିବାକୁ ପଡିବ ।

ତେଣୁ ଆମେ ଆଶା କରୁଅଛୁ ଏହି ସମସ୍ତ ପ୍ରଶ୍ନ ଆପଣଙ୍କ ପାଇଁ ଫଳପ୍ରଦ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।