ସ୍ବପ୍ନ ରେ ଭାଗବାନ ଙ୍କୁ ଦର୍ଶନ କଲେ, ଭୁଲ୍ ରେ ବି କରନ୍ତୁ ନି ଏ କାମ, ନହେଲେ ପରେ ପସ୍ତେଇବାକୁ ପଡ଼ିବ

ସମସ୍ତ ଙ୍କ ପାଇ ସ୍ୱପ୍ନ ଦେଖିବା ସାଧାରଣ କଥା। କିନ୍ତୁ ସ୍ୱପ୍ନ ରେ କଣ ଦେଖିଲୁ ତାହା ବେସୀ ପ୍ରଭାବ ପଡିଥାଏ । ଅଧିକାଂଶ ଏମିତି ହୁଏ କି ଲୋକ ସ୍ବପ୍ନ ଦେଖି ନିଜ ସାଙ୍ଗ ସାଥୀ ଆଗରେ ପ୍ରକାଶ କରନ୍ତି । ଆଜି ଆମେ କିଛି ଏମିତି ସ୍ବପ୍ନ କଥା କହିବୁ , ଯାହାକୁ କାହା ଆଗରେ କହିଲେ ନିଜର କ୍ଷତି ହୋଇଥାଏ ।

ସ୍ବପ୍ନ ରେ ଭାଗବାନ ଙ୍କୁ ଦର୍ଶନ କଲେ, ଏହାର କାରଣ ହୋଇଥାଏ ।

କୌଣସି ବ୍ୟକ୍ତି ସ୍ବପ୍ନ ରେ ଭାଗବାନ ଙ୍କୁ ଦେଖିଲେ ଏହା ସୋଭାଗ୍ୟ ର କଥା। ମଣିଷ ଭିତରେ ଜଉ ଆତ୍ମା ଅଛି ତାହା ପରମାତ୍ମା ଙ୍କ ଅଂଶ।ଆତ୍ମା ରୂପରେ ପରମାତ୍ମା ଆମ ଭିତରେ ଅଛନ୍ତି । ଏଥିପାଇଁ ଈଶ୍ୱର ଙ୍କୁ ସ୍ବପ୍ନ ଦେଖିବା ଅର୍ଥ ଈଶ୍ୱର ଆମ ସହ କଂଟାକ୍ଟ କରିବା କୁ ଚାହୁଛନ୍ତି । ଏମିତି ବି ହୋଇପାରେ ସେ ଆସି ଆମକୁ କିଛି ସନ୍ଦେଶ କେବଳ ଆମ ପାଇଁ ଦେବାକୁ ଚାହୁଛନ୍ତି ।

ସ୍ବପ୍ନ ରେ ଭାଗବାନ ଙ୍କୁ ଦେଖିଥିବା କଥା ଭୁଲ୍ ରେ ବି କାହାକୁ କହାନ୍ତୁନି ।

ସ୍ବପ୍ନ ରେ ଭାଗବାନ ଙ୍କୁ ଦେଖିଥିବା କଥା କାହାକୁ କହିବା ଉଚି ନୁହେଁ କାରଣ କୁହାଯାଏ ଏଥିରେ ଆମକୁ ଯଉ ଫଳ ମିଳିବା କଥା ତାହା ମିଲେନି। ଈଶ୍ୱର ଙ୍କ ସହ କଂଟାକ୍ଟ ସବୁଦିନ ପାଇଁ ଶେଷ ହୋଇଯାଏ । ସ୍ବପ୍ନ ରହିଛି ଈଶ୍ୱର ଙ୍କୁ ଦେଖିବା ମାନେ କିଛି ବିଶେଷ କଥା ସେ ଜଣେଇବାକୁ ଚାହାନ୍ତି ।

ତେଣୁ ଈଶ୍ୱର ଙ୍କ ଦର୍ଶନ କଥା ତୃତୀୟ ଜଣ କୁ କହିବ ନାହିଁ, ଏମିତି କରିବା ଦ୍ଵାରା ବ୍ୟକ୍ତି କୁ ଫଳ ମିଳେନ଼ାହିଁ‌ ଓ ଆତ୍ମା ପରମାତ୍ମା ଙ୍କ ଦର୍ଶନ କେବେ ହୋଇପାରିନି ।