Astrology: ସ୍ବାମୀଙ୍କ ପାଇଁ ସବୁବେଳେ ଦୁଃଖୀ ରୁହନ୍ତି ଏହି 2ଟି ନାମର ଝିଅ

ଜଣେ ସ୍ତ୍ରୀ ପାଇଁ ତା ସ୍ଵାମୀ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତି । ବିଶେଷ କରି ଆମ ଭାରତୀୟ ନାରୀଙ୍କ ପାଇଁ ତାଙ୍କ ସ୍ଵାମୀ ହିଁ ସବୁ କିଛି ହୋଇଥାନ୍ତି । ବିବାହ ଏକ ବହୁତ ବିଶେଷ ବନ୍ଧନ ଅଟେ । ପଟି ପତ୍ନୀଙ୍କ ସମ୍ପର୍କ ପ୍ରେମ ଓ ବିଶ୍ବାସରେ ତିଆରି ହୋଇଥାଏ ଓ ଏହାକୁ ଜୀବନର ଶେଷ ପର୍ଯ୍ୟନ୍ତ ତୁଲାଇବାକୁ ସମସ୍ତେ ଚାହାନ୍ତି ।

କିଛି ଲୋକଙ୍କ ଜୀବନ ଖୁବ ଅସ୍ତବ୍ୟସ୍ତ ରହୁଥିବାରୁ, ସେମାନଙ୍କୁ ସ୍ଵାମୀ ସୁଖ ମିଳି ପାରେ ନାହିଁ । ଆଉ ଯଦି ବି ମିଳେ, ତେବେ କୌଣସି କାରଣରୁ ସେମାନେ ଦୁଃଖୀ ହିଁ ରୁହନ୍ତି । ଜଣେ ଝିଅ ନିଜ ପରିବାର ଛାଡି ସ୍ବାମୀଙ୍କ ଭରସାରେ ଅନ୍ୟ ଶାଶୁଘରକୁ ଆସେ । କିନ୍ତୁ ତାକୁ ଯଦି ସ୍ବାମୀଙ୍କ ପ୍ରେମ ଓ ସାଥ ମିଳେ ନାହିଁ, ତେବେ ତା ଜୀବନ ନରକ ବନି ଯାଏ । ଯେଉଁ ଖୁସି ପାଇବା ପାଇଁ ସେମାନେ ସ୍ବାମୀଙ୍କ ହାତ ଧରିଥାନ୍ତି, ଯଦି ସେହି ପ୍ରେମ ମିଳେ ନାହିଁ ତେବେ ସେମାନେ ସାରା ଜୀବନ କାନ୍ଦିଥାନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ଦୁଇଟି ନାମର ଝିଅ କେଉଁମାନେ ।

K ନାମର ଝିଅମାନେ

ଏହି ଅକ୍ଷରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ନିଜ ସ୍ବାମୀଙ୍କ ପ୍ରତି ସଂପୂର୍ଣ୍ଣ ଭାବେ ସମର୍ପିତ ରୁହନ୍ତି ଓ ତାଙ୍କର ଖୁବ ଯତ୍ନ ନିଅନ୍ତି । ଏହି ନାମର ମହିଳାମାନେ ନିଜ ସ୍ବାମୀଙ୍କ ପ୍ରତି ଖୁବ ସମ୍ବେଦନଶୀଳ ରହିଥାନ୍ତି ଓ ତାଙ୍କ ପ୍ରତି ପ୍ରେମ ଭାବ ବନେଇ ରଖିବାକୁ ସଂପୂର୍ଣ୍ଣ ଚେଷ୍ଟା ମଧ୍ୟ କରନ୍ତି । ସବୁବେଳେ ସୁଖୀ ରହିବାକୁ ଓ ସୁଖମୟ ଜୀବନ ଅତିବାହିତ କରିବାକୁ ଏହି ମହିଳାମାନେ ଚାହାନ୍ତି । ଏମାନେ ଚାହାନ୍ତି କି ସେମାନଙ୍କ ସ୍ଵାମୀ ତାଙ୍କର ସବୁବେଳେ ଖବର ନିଅନ୍ତୁ ଓ କେୟାର କରନ୍ତୁ ।

କିନ୍ତୁ ସେମାନଙ୍କୁ ଏହି ସବୁ ମିଳି ପାରେ ନାହିଁ ଓ ଏହା ଯୋଗୁ ତାଙ୍କୁ ଅନେକ ସମସ୍ଯା ହୋଇଥାଏ । ଏପରି ସ୍ଥିତିରେ ମହିଳାଙ୍କ ମନ ଚିଡ଼ିଚିଡା ରୁହେ ଓ ତାଙ୍କୁ କ୍ରୋଧ ଆସେ । ଅନେକ ମାମଲାରେ ଦେଖିବାକୁ ମିଳେ ଏହି ମହିଳାମାନେ ସ୍ବାମୀଙ୍କ ସହ ମଜବୁରିରେ ରୁହନ୍ତି, ନଚେତ ଛାଡପତ୍ର ଦେଇ ଦିଅନ୍ତି ।

P ନାମର ଝିଅମାନେ

ଏହି ନାମର ଝିଅମାନେ ମଧ୍ୟ ତାଙ୍କ ସ୍ବାମୀଙ୍କୁ ଖୁବ ପ୍ରେମ କରନ୍ତି ଓ ତାଙ୍କୁ ଖୁସି ରଖିବାକୁ ମଧ୍ୟ ଖୁବ ଚେଷ୍ଟା କରନ୍ତି । ଏମାନେ ମଧ୍ୟ ନିଜ ସ୍ବାମୀଙ୍କ ପ୍ରତି ଖୁବ ସମ୍ବେଦନଶୀଳ ରୁହନ୍ତି ଓ ତାଙ୍କୁ କେବେ ମଧ୍ୟ ପ୍ରେମ କରିବା ବନ୍ଦ କରନ୍ତି ନାହିଁ । ତେବେ ଏମାନଙ୍କ ଏହିପରି ଭାବେ ପ୍ରେମ କରିବା ଅନେକ ସମୟରେ ତାଙ୍କ ସ୍ବାମୀଙ୍କୁ ହଇରାଣ କରିଦିଏ । ଏହି ଝିଅମାନେ ବେଳେବେଳେ ଭାବନ୍ତି କି ତାଙ୍କ ସ୍ଵାମୀ ସମସ୍ତ କାମ ଛାଡି ୨୪ ଘଣ୍ଟା ତାଙ୍କ ଆଖପାଖରେ ରୁହନ୍ତୁ ।

ଜୀବନରେ ପ୍ରେମ ସହ କାମ ମଧ୍ୟ ନିତାନ୍ତ ଆବଶ୍ୟକ । ବେଳେବେଳ ଏହି ନାମର ଝିଆମନେ ଏହା ବୁଝି ପାରନ୍ତି ନାହିଁ । ତେଣୁ ଏହି କାରଣରୁ ଘରେ କ୍ଲେଶ ଉପୁଜେ ଓ ମହିଳା ଏସବୁ ବରଦାସ୍ତ କରିପାରେ ନାହିଁ ଓ ସବୁବେଳେ ଦୁଃଖୀ ରୁହେ । ଆମ ପୋଷ୍ଟଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ଜଣାଇବେ ଓ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।