ବିବାହ ପରେ ସ୍ଵାମୀ ଉପରେ ହୁକୁମ ଚଲାଇଥାନ୍ତି ଏହି 2 ନାମର ଝିଅ, ଏମାନେ ଯାହା କୁହନ୍ତି ସ୍ଵାମୀ ତୁରନ୍ତ କରିଥାନ୍ତି, ଆପଣଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହେଉଛି କି?

ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ଓ ବଡ ସମ୍ପର୍କ ହୋଇଥାଏ । ଯାହା ବିଶ୍ଵାସ, ପ୍ରେମ, ସ୍ନେହ ଓ ବନ୍ଧୁତ୍ଵରେ ତିଷ୍ଠି ରହିଥାଏ । ଏହି ସମ୍ପର୍କର ଖାସ କଥା ହେଉଛି ଯଦି ସ୍ଵାମୀ ସ୍ତ୍ରୀ ପରସ୍ପରକୁ ବହୁତ ପ୍ରେମ କରିଥାନ୍ତି ତେବେ ନିଜ ନିଯରେ ସଫଳତା ଆଡକୁ ବଢିଥାନ୍ତି । ଏହା ସହ ଦୁହେଁ ପରସ୍ପରର ଭଲ ବନ୍ଧୁ ମଧ୍ୟ ହୋଇଥାନ୍ତି ଯିଏ ବିନା ସ୍ଵାର୍ଥରେ ପରସ୍ପର ସାଥ ଦେଇଥାନ୍ତି । ପ୍ରତେକ ସ୍ଥିତିରେ ଏକାଠି ହୋଇ ସମାନ କରିଥାନ୍ତି ।

ଦୁଇ ଅଜଣା ମଣିଷ ବିବାହ ପରେ ଏକ ହୋଇଥାନ୍ତି । କିନ୍ତୁ ଏମିତି କିଛି ଝିଅମାନେ ଅଛନ୍ତି ଯେଉଁ ମାନେ ନିଜର ଭଲ ଗୁଣ ପାଇଁ ସ୍ଵାମୀଙ୍କ ଉପରେ ହୁକୁମ କରିଥାନ୍ତି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ୧- C ନାମର ଝିଅ ମାନେ : ଏହି ଅକ୍ଷର ରୁ ଆରମ୍ଭ ହେଉଥିବା ମହିଳା ଏମାନଙ୍କ ବିଷୟରେ କହିବାକୁ ଗଲେ ଏମାନେ ବିବାହ ପରେ ନିଜ ସ୍ଵାମୀ ଙ୍କୁ ନିଜ କାବୁ ରେ ରଖିଥାନ୍ତି ।

ଏହି ନାରୀ ମାନେ ସେହି ପୁଅ ମାନଙ୍କ ସହ ମ୍ୟାରେଜ କରିବାକୁ ପସନ୍ଦ କରିଥାନ୍ତି ଯେଉଁ ମାନେ ତାଙ୍କର ସବୁ ଇଚ୍ଛା ପୂରଣ କରିବା ସହ ତାଙ୍କର ଖୁବ ଭଲ ଭାବେ କେୟାର ନେଇ ପାରିବେ । ଏମିତି କୁହାଯାଏ ଏହି ନାମର ଝିଅ ମାନଙ୍କ ଆଗରେ ତାଙ୍କ ସ୍ଵାମୀ ମାନେ କିଛି ବି କରି ପାରନ୍ତି ନାହି । ଏହି କାରଣରୁ ଏମାନେ ନିଜ ସ୍ଵାମୀ ଙ୍କୁ ପୁରା କଣ୍ଟ୍ରୋଲ କରିବାରେ ପୁରା ସଫଳ ହୋଇଥାନ୍ତି । ଏମାନେ ସାରା ଜୀବନ ନିଜ ସ୍ଵାମୀଙ୍କ ଉପରେ ହୁକୁମ ଚଳାଇଥାନ୍ତି ବା ରାଜ କରିଥାନ୍ତି ।

୨- S ନାମ ର ଝିଅ ମାନେ : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ଝିଅ ମାନଙ୍କର ନାମ S ଅକ୍ଷର ରୁ ଆରମ୍ଭ ହୋଇଥାଏ ତେବେ ସେମାନଙ୍କ ବିଷୟରେ ଏମିତି କୁହାଯାଏ ଏମାନେ ବହୁତ ରହସ୍ୟମୟୀ ସ୍ଵଭାବର ହୋଇଥାନ୍ତି । ଏମାନଙ୍କ ଭିତରେ ସବୁଠାରୁ ଖାସ ଗୁଣ ହେଉଛି ଏମାନଙ୍କ ସ୍ଵାମୀ ମନରେ ଏବେ କଣ ଚାଲୁଅଛି ତାହା ଏମାନଙ୍କୁ ଖୁବ ଭଲ ଭାବେ ଜଣା ହୋଇଥାଏ । ଯାହା କାରଣରୁ ଏହି ଝିଅ ମାନଙ୍କର ସ୍ଵାମୀ ମାନେ ସବୁବେଳେ ତାଙ୍କର କଣ୍ଟ୍ରୋଲ ରେ ରହିଥାନ୍ତି ।

ଯଦି ଏହି ନାମର ଝିଅ ମାନଙ୍କର ସ୍ବାମୀଙ୍କର ଭୁଲରେ ବି କୌଣସି ଭୁଲ ହୋଇଯାଏ ତେବେ ଏମାନେ ସହଜରେ କ୍ଷମା କରନ୍ତି ନାହି । ଏହି କାରଣରୁ ଏମାନଙ୍କ ସ୍ଵାମୀ ମାନେ ଭୁଲରେ ବି କୌଣସି ଭୁଲ କରନ୍ତି ନାହି । ତେବେ ଏମାନେ ହେଉଛନ୍ତି ସେହି ୨ଟି ନାମର ଝିଅ ମାନେ ଯେଉଁ ମାନେ ବିବାହ ପରେ ନିଜ ସ୍ଵାମି ଙ୍କ ଉପରେ ନିଜର ହୁକୁମ ଚଳାଇଥାନ୍ତି । ଏମାନଙ୍କ ସ୍ଵାମୀ ମାନେ ଏମାନଙ୍କର ସବୁ କଥା ମାନିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଆଗକୁ ଆମେ ଆପଣ ମାନଙ୍କ ଏମିତି ଅନେକ ସାରା ପୋଷ୍ଟ ନେଇକି ଆସିବୁ, ଧନ୍ୟବାଦ ।