ସ୍ଵାମୀ ତୋ ନାଁ ମୋର ! ରାସ୍ତା ଉପରେ ଦୁଇ ସ୍ତ୍ରୀ ମୁହାଁମୁହିଁ ହେବା ପରେ ଚାଲିଲା ମହାଭାରତ, ଶେଷରେ ଏଇଆ କଲା ସ୍ଵାମୀ, ଦେଖନ୍ତୁ video

ରଙ୍ଗିଲା ସ୍ଵାମୀକୁ ନେଇ ବିଚ୍ ବଜାରରେ ଚାଲିଲା ହାଇଡ୍ରାମା । ସ୍ଵାମୀ କାହାର ନେଇ ଦୁଇ ମହିଳାଙ୍କ ମଧ୍ୟରେ ଚାଲିଲା ଟଣାଓଟରା । ଶଙ୍ଖା ସିନ୍ଦୂରରେ ଭାଗ ବସିବା ପରେ ସତେ ଯେମିତି ନିଜ ଉପରୁ କାବୁ ହରେଇ ଦେଇଛନ୍ତି ଏହି ଦୁଇ ମହିଳା । ସ୍ଵାମୀ ତୋର ନାଁ ମୋର କଥାରେ ଦୁହିଁଙ୍କ ମଧ୍ୟରେ ଚାଲିଛି ଯୁଦ୍ଧ । ଦୁଇ ସ୍ତ୍ରୀ ତ ଝଗଡା କଲେ ହେଲେ ରଙ୍ଗିଲା ସ୍ଵାମୀକି ବି ନିର୍ଦ୍ଧୂମ ଛେଚିଲେ । ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ସ୍ଵାମୀ ଓ ଦୁଇ ପତ୍ନୀଙ୍କ ମଧ୍ୟରେ ଝଗଡା ଏବେ ଚର୍ଚ୍ଚାର ବିଷୟ ସାଜିଛି ।

ଆଉ ଏଭଳି ଏକ ଅଜବ ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଲୋକେ ଅଟକି ଯାଉଛନ୍ତି ଓ ମାମଲା କଣ ବୁଝିବାକୁ ଚେଷ୍ଟା କରୁଛନ୍ତି । ଖାଲି ଝଗଡା ଆଉ ଟଣାଓଟରା ନୁହେଁ ବରଂ ସେମାନଙ୍କ ମଧ୍ୟରେ ମା-ର-ପି-ଟ ମଧ୍ୟ ହୋଇଥିଲା । ଆଉ ଏହି ଘଟଣାର ଭିଡିଓ ଏବେ ଏ ମୋବାଇଲରୁ ସେ ମୋବାଇଲର୍କୁ ଘୁରି ବୁଲୁଛି । ଜଗତସିଂପୁର ଜିଲ୍ଲା ଡେରିକି ବଜାର ନିକଟରେ ଦେଖିବାକୁ ମିଳିଛି ଏଭଳି ରୋଚକ ଘଟଣା । ସୂଚନା ଅନୁସାରେ ନୂଆଚିଙ୍ଗଡା ଗାଁର ଜନୈକ ବ୍ୟକ୍ତି ତାଙ୍କ ଦ୍ଵିତୀୟ ପତ୍ନୀଙ୍କ ସହ ବଜାର ଆସିଥିଲେ ।

ହେଲେ ଡେରିକି ବଜାର ନିକଟରେ ପ୍ରଥମ ସ୍ତ୍ରୀ ସେମାନଙ୍କୁ ଦେଖି ନେବା ପରେ ରାସ୍ତା ଉପରେ ଆରମ୍ଭ କରି ଦେଇଥିଲେ ମହାଭାରତ । ଦୀର୍ଘ ସମୟ ଧରି ସ୍ଵାମୀ କାହାର ବୋଲି ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଟଣାଘୋଷରା ମା-ର-ପି-ଟ ଚାଲିଥିଲା । ଯେଉଁଥି ପାଇଁ ବେଶ କିଛି ସମୟ ଧରି ଲୋକମାନେ ଘଟଣାସ୍ଥଳରେ ଜମା ହେବା ଫଳରେ ପୁରା ବଜାରରେ ଗାଡିମଟର ବନ୍ଦ ହୋଇ ଯାଇଥିଲା ।

ଦୁଇ ସ୍ତ୍ରୀଙ୍କ ଡ୍ରାମା ଦୀର୍ଘ ସମୟ ଧରି ବନ୍ଦ ନ ହେବାରୁ ଶେଷରେ ଉପାୟ ନପାଇ ଗାଡି ଧରି ଚମ୍ପଟ ମା-ରି-ଥି-ଲା ସ୍ଵାମୀ । ରାସ୍ତା ଉପରେ ଦୁଇ ସ୍ତ୍ରୀ ସେମାନଙ୍କ କିଛି ସମ୍ପର୍କୀୟଙ୍କ ମଧ୍ୟରେ ବାଡିଆ ପିଟା ଲାଗି ରହିଥିଲା । ବେଶ କିଛି ସମୟ ରାସ୍ତା ଉପରେ ଏଭଳି ମା-ର-ପି-ଟ ଓ ଝ-ଗ-ଡା ଚାଲିବା ପରେ ଡେରିକି ବଜାରର କିଛି ଦୋକାନୀ ସେଇ ଦୁଇ ମହିଳାଙ୍କୁ ବୁଝାସୁଝା କରି ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ।

ତେବେ ଅନେକ ସମୟ ପରେ ମାମଲା ଶାନ୍ତ ପଡିବାରୁ ସେମାନେ ନିଜ ନିଜ ବାଟରେ ଚାଲି ଯାଇଥିଲେ । ହେଲେ ଏବେ ଭାଇରାଲ ହେଉଛି ଏହି ହାଇଡ୍ରାମାର ଭିଡିଓ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।