ସ୍ଵାମୀ – ସ୍ତ୍ରୀ ଦୁଇ ଜଣ କରିଲେ CGPSC ପରୀକ୍ଷାରେ ଟପ, ନିଜ ହାତରେ ନୋଟ ପ୍ରସ୍ତୁତ କରି ଦେଉଥିଲେ ସ୍ଵାମୀ, ଆଉ ଏବେ…

କୁହନ୍ତି କି ଯଦି ସ୍ଵାମୀ –ସ୍ତ୍ରୀ ପରସ୍ପରଙ୍କ ପ୍ରତି ସମ୍ମାନ ରଖିବେ ତେବେ ସଫଳତା ସେମାନଙ୍କର ହାତରେ ଆସି ପହଞ୍ଚିବ । କିଛି ଏମିତି ହିଁ ତାଳମେଳ ରାୟପୁରର ଏକ ଦମ୍ପତିଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଯେଉଁଠି ସ୍ଵାମୀ – ସ୍ତ୍ରୀ ପରସ୍ପରକୁ ସାହାର୍ଯ୍ୟ କରି CGPSCର ପରୀକ୍ଷାରେ ଦୁଇ ଜଣ ଟପ ହୋଇଛନ୍ତି, ଏହା ପରେ ଦୁଇ ଜଣଙ୍କର ପ୍ରଶଂସା ପୁରା ଦେଶରେ ହେବାକୁ ଲାଗିଛି । ଚାଲନ୍ତୁ ଜାଣିବା ଏମାନଙ୍କର ସଫଳତାର କାହାଣୀ ବିଷୟରେ ।

ସ୍ଵାମୀ – ସ୍ତ୍ରୀ କରିଲେ CGPSCର ପରୀକ୍ଷାରେ ଟପ

ଉତ୍ତର ପ୍ରଦେଶରେ ପ୍ରଥମ ଥର କୌଣସି ଭର୍ତ୍ତି ପରୀକ୍ଷାରେ ସ୍ଵାମୀ – ସ୍ତ୍ରୀ ମେରିଟ ଲିସ୍ଟରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ପ୍ରାପ୍ତ କରିଛନ୍ତି । ଛତ୍ତିସଗଢ଼ ଲୋକ ସେବା ଆୟୋଗ ତରଫରୁ ୩୬ଟି ପଦ ପାଇଁ ଆୟୋଜିତ ମୁଖ୍ୟ ନଗର ପାଲିକା ଅଧିକାରୀ ବର୍ଗ ଖ ଓ ଗର ଭର୍ତୀ ପରୀକ୍ଷାରେ ରାୟପୁରର ଅନୁଭବ ସିଂହ ଓ ବିଭା ସିଂହ ଟପ କରିଛନ୍ତି । ଲିଖିତ ପରୀକ୍ଷାରେ ଅନୁଭବଙ୍କୁ ୩୦୦ରୁ ୨୭୮ ଓ ବିଭାଙ୍କୁ ୩୦୦ରୁ ୨୬୮ ଅଙ୍କ ମିଳିଛି ।

ଅନ୍ୟ ପଟେ ଇଣ୍ଟରଭିୟୁରେ ତାଙ୍କୁ ୩୦ ରୁ ୨୦ ଓ ୧୫ ନମ୍ବର ଦିଆ ଯାଇଛି । କମ୍ପିଉଟର ସାଇନ୍ସରେ BE କରିବା ୩୫ ବର୍ଷର ଅନୁଭବ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ଟି ପରୀକ୍ଷା ଦେଇ ସାରିଛନ୍ତି । ଅନୁଭବ ଚାରି ଥର ସରକାରୀ ଚାକିରିରେ ସିଲେକ୍ଟ ବି ହୋଇଥିଲେ କିନ୍ତୁ ସେ ଗୁଡିକ ଛାଡି ଦେଲେ । ବିଭା ବର୍ତ୍ତମାନ ଜନପନ ପଞ୍ଚାୟତ ବିଲ୍ହାରେ ଏଡୀଈଓ ବି ଅଛନ୍ତି ଓ ସେ ବି ୨୦୦୭ରେ ପୀଏସସୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।

ବିଭାଙ୍କର କହିବା ଅଟେ କି ବର୍ଷ ୨୦୦୮ରେ ପୀଏସସୀରେ ପ୍ରାରମ୍ଭିତ ପରୀକ୍ଷାକୁ ପାସ କରି ମୁଁ ପରୀକ୍ଷା ଦେଉଥିଲି କିନ୍ତୁ ଇଣ୍ଟରଭିୟୁ ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥିଲି । ବିଭା କାମ କରୁଥିବା ସମୟରେ ହିଁ ସୀଏମଓ ପ୍ରସ୍ତୁତି କରି ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି ।

ବିଭା ସିଂହ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଟି ରୁ ଅଧିକା ପରୀକ୍ଷା ଦେଇଛନ୍ତି । ତାଙ୍କର ସ୍ଵାମୀ କାମ କରୁଥିଲେ ତେବେ ସେ ପଢିବାରେ ଫୋକସ କରି ପାରୁ ନ ଥିଲେ । ସେଥିପାଇଁ ସେ ଚାକିରି ବି ଛାଡିଦେଲେ । କିନ୍ତୁ ଏହା ସତ୍ବେ ବି ପତ୍ନୀ ଓ ପରିବାର ଲୋକମାନେ ତାଙ୍କର ସାହସ ବଢାଇଲେ ଓ ପ୍ରଥମେ ଦୁଇ ଜଣ କୋଚିଂଗ କରି ପଢୁଥିଲେ । ଏହା ଅପରେ ସ୍ଵାମୀ ନିଜ ପତ୍ନୀ ପାଇଁ ନୋଟ ପ୍ରସ୍ତୁତ କରୁଥିଲେ, ଅନ୍ଲାଇନ ଭିଡିଓ ବି ଦେଖୁଥିଲେ, କାରଣ ବିଭା ସବୁଦିନ ଅଫିସ ଯାଉଥିଲେ ଓ ତାଙ୍କ ସ୍ଵାମୀ ଘର ସମ୍ଭାଳୁ ଥିଲେ ଓ ନୋଟ ବି ପ୍ରସ୍ତୁତ କରୁଥିଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।