ସ୍ଵାମୀ ପ୍ରାୟତଃ ବାହାନା କରି ଯାଉଥିଲା ପଡୋଶୀ ଘରକୁ, ଦିନେ ପଛରୁ ପହଞ୍ଚି ଯାଇଥିଲା ପତ୍ନୀ, ଓ ତା ପରେ ଯାହା ଦେଖିଲା…

ଆଜି ଆମ ଦେଶ ଏକ ବିଂଶ ଶତାବ୍ଦୀରେ ପ୍ରବେଶ କରି ସାରିଛି । କିନ୍ତୁ ଏହା ସତ୍ତ୍ୱେ ବି ମହିଳାମାନଙ୍କ ସହିତ ହେଉଥିବା ଘରେଲୁ ହିଂସା ଯେମିତି କି ସେମିତି ଚାଲିଛି । କହିବାକୁ ଗଲେ ଦେଶସାରା ସବୁ ମାସରେ ଘରେଲୁ ହିଂସା ବିରୁଦ୍ଧରେ ସହ ସହ କେସ ପୁଲିସ ଥାନାରେ କରାଯାଉଛି । ଯେତେବେଳେ କି କିଛି ମହିଳାମାନେ ଘରର ଇଜ୍ଜତ ବଞ୍ଚାଇବା କାରଣରୁ କେସ ବି କରନ୍ତି ନାହିଁ ।

ଘରେଲୁ ହିଂସାକୁ ନେଇ ବର୍ତ୍ତମାନ ହିଁ କିଛି ଦିନ ତଳେ ୟୁପି ରୁ ଏକ ଏମିତି ମାମଲା ସାମ୍ନାକୁ ଆସିଛି ଯାହାକି ଲଜ୍ୟାଜନକ ଅଟେ । କହିବାକୁ ଗଲେ ଏହି ମାମଲା ଅବୈଧ ସମ୍ବନ୍ଧର ଅଟେ । ଏଠି ଜଣେ ମହିଳା ନିଜ ସ୍ଵାମୀ ଓ ଚାରୋଟି ପିଲାର ପିତା ଉପରେ ଆରୋପ ଲଗାଇଛି କି ସେ ନିଜର ପ୍ରେମିକା ସହ ମିଶି ତାହାକୁ କିରୋସିନ ତେଲ ଢାଳି ମାରିବାକୁ ଚେଷ୍ଟା କରିଥିଲା ।

ସୂଚନା ଅନୁସାରେ ଆପଣଙ୍କୁ କହିଦେଉଛୁ କି ଥାନା ତରବଗଂଜ ଗ୍ରାମର କିଂଧୌରା ନିବାସୀ ପରମେଶ୍ୱର ଗୁପ୍ତାର ବାହାଘର ପାଖାପାଖି ୧୫ ବର୍ଷ ପୂର୍ବେ ଏହି ଥାନା କ୍ଷେତ୍ରର ଧନୌଲୀ ଗ୍ରାମର ନିବାସୀ ନକଛେଦ ଗୁପ୍ତାଙ୍କର ପୁତ୍ରୀ ଅନୀତା ସହିତ ହୋଇଥିଲା ।

କୁହାଯାଉଛି କି ପରମେଶ୍ୱର ଆରମ୍ଭ ରୁ ହିଁ ଅୟାଶ କରିବା ଟାଇପର ଥିଲା । କିନ୍ତୁ କିଛି ଦିନ ହେବ ତାର ଏକ ପଡୋଶୀ ମହିଳା ସହ ଅବୈଧ ସମ୍ବନ୍ଧ ଚାଲୁଥିଲା । କିଛି ଦିନ ପରେ ଏହ ଅବୈଧ ସମ୍ବନ୍ଧ ବିଷୟରେ ତାହାର ପତ୍ନୀକୁ ଜଣା ପଡିଗଲା ଓ ଯେତେବେଳେ ସେ ଏହାର ବିରୋଧ କରିଲା ତେବେ ସେ ନିଜର ପତ୍ନୀକୁ ମାରପିଟ କରିବାକୁ ଲାଗିଲା । ଏହା ପରେ ଏହି ଅବୈଧ ସମ୍ବନ୍ଧ ଏତେ ବଢିଗଲା କି ଶେଷରେ ସେ ନିଜର ପତ୍ନୀକୁ ରାସ୍ତାରୁ ହଟାଇବା ପାଇଁ ମଧ୍ୟ ଯୋଜନା କରିଲା ।

କହିଦେଉଛୁ କି ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳ ଦିନେ ପତ୍ନୀ ସକାଳୁ ଗାଈକୁ ଚାରା ଦେବା ପାଇଁ ଯାଉଥିଲା । ସେହି ସମୟରେ ପରମେଶ୍ୱର ଏକ ମହିଳା ସହିତ ସେଠି ପହଞ୍ଚିଲା ଓ ଦୁଇ ଜଣ ତାକୁ ଟାଣି ଟାଣି ଗୋଟିଏ ଘରକୁ ନେଇଗଲେ ।

ଏହା ପରେ ତାକୁ ନିଆଁ ଲଗାଇ ଦେଲେ ଓ ଏହା ପରେ ଜଳୁଥିବା ମହିଳାର ଚିତ୍କାର ଶୁଣି ଗ୍ରାମବାସୀମାନେ ଦଉଡି ଦଉଡି ଆସିଲେ ଓ ଏହା ପରେ ଗ୍ରାମବାସୀମାନେ ତାହାର ବାପ ଘରକୁ ଏହି କଥାର ସୂଚନା ଦେଲେ । ତାହାର ମାତା ପିତା ସଙ୍ଗେ ସଙ୍ଗେ ତାକୁ ସେଠିକାର ଏକ ହସ୍ପିଟାଲରେ ଭର୍ତ୍ତି କରାଇଲେ । ଯେଉଁଠି ତାହାର ଅବସ୍ଥା ବହୁତ ଗୁରୁତର ଅଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।