ଦେଖନ୍ତୁ ଭିଡିଓ : ସ୍ଵାମୀ ବନାଉଥିଲା ଗାଧୋଉଥିବା ସ୍ତ୍ରୀ ର ଭିଡିଓ, ସେତିକିବେଳେ ପରଦା ପଛରେ ଦେଖିଲା…

ଗୋଟିଏ ବ୍ୟକ୍ତି ନିଜ ସ୍ତ୍ରୀ ର ଗାଧୋଇଥିବା ସମୟର ଭିଡିଓ କରୁଥିଲା । ଯେତେବେଳେ ସ୍ତ୍ରୀ ଗାଧୋଇ ବାହାରକୁ ବାହାରିଲା, ସେତେବେଳେ ହଠାତ ସେହି ବ୍ୟକ୍ତିକୁ ପରଦା ପଛରେ ଆଉ କେହି ଗାଧୋଉଥିବାର ନଜର ଆସିଲା । ଆଜିର ଏହି ଆଧୁନିକ ଯୁଗରେ ଭୁତ ପ୍ରେତଙ୍କ ଉପରେ ଲୋକଙ୍କର ବିଶ୍ଵାସ ହିଁ ନାହିଁ । ଇଣ୍ଟର୍ନେଟର ଦୁନିଆରେ ଭୁତ ପ୍ରେତର କଥାକୁ ଅଧିକାଂଶ ଲୋକମାନେ ବକବାସ ବୋଲି କହିଥାନ୍ତି । କିନ୍ତୁ ବେଳେ ବେଳେ ଏମିତି ଉଦାହରଣ ସାମ୍ନାକୁ ଆସିଥାଏ ଯାହା ଆମକୁ ଏହି କଥାରେ ବିଶ୍ଵାସ କରିବାକୁ ବାଧ୍ୟ କରିଥାଏ ।

ଏମିତି ହିଁ ଏକ ଘଟଣା କିଛି ଦିନ ପୂର୍ବେ ହୋଇଥିଲା ଯେତେବେଳେ ଗୋଟିଏ ବ୍ୟକ୍ତିର ଭିଡିଓ କରୁଥିବା କ୍ୟାମେରାରେ ଭୁତ ଦେଖା ଯାଇଥିଲା ।

ପ୍ରକୃତରେ ସେହି ବ୍ୟକ୍ତି ନିଜ ସ୍ତ୍ରୀ ର ଗାଧୋଉଥିବା ସମୟର ଭିଡିଓ କରୁଥିଲା । ଯେତେବେଳେ ତା’ର ସ୍ତ୍ରୀ ଗାଧୋଇ ବାହାରକୁ ବାହାରିଲା ଓ ନିଜ ରୁମକୁ ଗଲା, ସେତେବେଳେ ହଠାତ ସେହି ବ୍ୟକ୍ତିକୁ ପରଦା ପଛରେ ଆଉ କେହି ଜଣେ ଗାଧୋଉଥିବାର ଦେଖାଗଲା । ଏହା ଦେଖି ବ୍ୟକ୍ତି ଜଣଙ୍କ ଡରିଗଲା ।

ଆପଣ ବି ଦେଖନ୍ତୁ ଏହି ଭିଡିଓ ଓ ଅନୁମାନ ଲଗାନ୍ତୁ କି ଏହା ସତରେ ଭୁତ ଅଟେ ନା କୌଣସି ବଦମାସି

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।