ସୁଶାନ୍ତଙ୍କ ଘରେ ମିଳିଥିଲା ଏକ ଯୁବତୀର ଶବ, ରିୟାର ଶେଷ ଫୋନ AU ସହ ଥିଲା, 2 ଜଣ କହିଲେ ସେ ଦିନର ପୁରା ଘଟଣା

ବର୍ତ୍ତମାନ ପୁଣି ଥରେ ସୁଶାନ୍ତଙ୍କ କେସରେ ଏକ ନୂତନ ଓ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ସୁଶାନ୍ତଙ୍କ ମୃତ୍ୟୁ ଦିନ ହିଁ ଅନ୍ୟ ଏକ ୧୫ – ୧୬ ବର୍ଷ ଝିଅର ଶବ Arabian Sea ପାଖରେ ମିଳିଥିଲା ଓ ସବୁଠୁ ବଡ ଆଶ୍ଚର୍ଯ୍ୟକର ଖବର ଏହା ଅଟେ କି ଏହି ଝିଅ ଜଣକ ସୁଶାନ୍ତଙ୍କ NGOର ଅଟେ । କହିବାକୁ ଗଲେ ଏହା ପଛରେ ଏକ ବଡ ଷଡଯନ୍ତ୍ର ଚାଲିଥିଲା ।

ପ୍ରଥମ ତ ଆମେ ଆପଣଙ୍କୁ କହିଦେଉଛୁ କି ଦିଶା ସାଲିୟାନ ଯିଏକି ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବେ ହିଁ ଆତ୍ମହତ୍ୟା କରିଥିଲେ ଓ ସେ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଥିଲେ । ଏମିତିରେ ସେ ଦିନେ ଏକ ବଡ ପାର୍ଟିକୁ ଯାଇଥିଲେ ଓ ସେହି ପାର୍ଟିରେ କିଛି ବଡ ବଡ ଷ୍ଟାରମାନେ ବି ଆସିଥିଲେ ।

ଏମିତିରେ ସେହି ଷ୍ଟାରମାନଙ୍କ ମନୋରଞ୍ଜନ କରିବା ନିମନ୍ତେ କିଛି ଝିଅମାନଙ୍କୁ ବି ଡକା ଯାଇ ଥିଲେ । ଯେଉଁଥିରେ ଏହି ୧୫ – ୧୬ ବର୍ଷର ଝିଅ ବି ଥିଲା । ଏହା ପରେ ଦିଶା ଏହି ଝିଅକୁ ଚିହ୍ନି ପାରିଲେ ଓ ସେହି ଝିଅର ଏହିଭଳି ସ୍ଥାନରେ ଉପସ୍ଥିତିକୁ ଦେଖି ଦିଶା ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ଦିଶା ସେହି ଝିଅକୁ ନେଇ ସୁଶାନ୍ତଙ୍କ ଘରକୁ ଗଲେ । ଏହା ପରେ ସେହି ଝିଅ ଜଣକ ସୁଶାନ୍ତଙ୍କୁ ଓ ଦିଶାଙ୍କ ସାମ୍ନାରେ ସେହିଭଳି ସ୍ଥାନାରେ ତାଙ୍କର ଉପସ୍ଥିତିକୁ ନେଇ ବହୁତ ରହସ୍ୟର ଉଜାଗର କରିଲେ ।

ଏହା ପରେ ଦିଶା ସେହି ଝିଅକୁ ସୁଶାନ୍ତଙ୍କ ଘରେ ଛାଡି ଦେଲେ । କିନ୍ତୁ ସୁଶାନ୍ତ NGOର ଝିଅକୁ ଏହିଭଳି ପାର୍ଟିରେ ପଠାଉ ଥିବା ଲୋକମାନଙ୍କୁ ଏହି ବିଷୟରେ ଜଣା ପଡିଗଲା ଓ ସନ୍ଦେହ କରା ଯାଉଛି କି ସେମାନେ ହିଁ ପ୍ରଥମେ ଦିଶା, ସୁଶାନ୍ତ ଓ ସେହି ଝିଅକୁ ହତ୍ୟା କରିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ସମସ୍ତ ମାମଲାକୁ ଅତି ଗମ୍ଭୀରତାର ସହ CBI ଯାଞ୍ଚ କରୁଛି । ଅନ୍ୟ ପଟେ ଯଦି ରିୟାଙ୍କ ବିଷୟରେ କହିବା ତେବେ ରିୟା ଶେଷ କଲକୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସୁଛି ।

କହିବାକୁ ଗଲେ ରିୟା ୧୪ ତାରିଖ ଦିନ ରାଧିକା ମେହତାଙ୍କ ପାଖକୁ ଫୋନ କରିଥିଲେ ଓ ସେ ତାଙ୍କ ସହିତ ପାଖାପାଖି ୧.୩୦ ଘଣ୍ଟା କଥାବାର୍ତ୍ତା କରିଛନ୍ତି । ରାଧିକା ମେହତା ହେଉଛନ୍ତି ଗୋଟିଏ ବ୍ୟାଙ୍କର ମ୍ୟାନେଜର, ଯାହାଙ୍କ ବ୍ୟାଙ୍କରେ ସୁଶାନ୍ତଙ୍କ ଆକାଉଣ୍ଟ ଅଛି । ଏମିତିରେ କୁହାଯାଉଛି କି ବୋଧେ ରିୟା ଜାଣିସାରିଥିଲେ କି ସୁଶାନ୍ତଙ୍କ ସହ କଣ ହୋଇସାରିଛି ଓ ଏମିତିରେ ସୁଶାନ୍ତଙ୍କ ଆକାଉଣ୍ଟରେ ଯାହା ବି ଟଙ୍କା ଅଛି ସେହି ସମସ୍ତ ଟଙ୍କାକୁ ସେ ନିଜ ଆକାଉଣ୍ଟକୁ ନେବା ପାଇଁ ରାଧିକାଙ୍କ ସହ କଥାବାର୍ତ୍ତା କରୁଥିଲେ ।

ଏହା ସହିତ କୁହାଯାଉଛି କି ୧୪ ତାରିଖ ଦିନ ସୁଶାନ୍ତଙ୍କ ଆକାଉଣ୍ଟରେ ୧୫ କୋଟି ଟଙ୍କା ଥିଲା କିନ୍ତୁ ୩ – ୪ ଦିନ ପରେ ୧୩ରୁ ୧୪ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ବାହାରି ଯାଉଛି । ଏମିତିରେ ରିୟାଙ୍କ ସହ ବ୍ୟାଙ୍କ ମ୍ୟାନନେଜର ସମ୍ପର୍କ ଓ ତାଙ୍କର ୧୪ ତାରିଖ ଦିନ କଥାବାର୍ତ୍ତା ଏହା କହୁଛି କି ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ବାହାର କରିବା ପାଇଁ ରାଧିକା ମେହତା ରିୟାଙ୍କ ସାହାର୍ଯ୍ୟ କରିଛନ୍ତି ।

ଏହା ଛଡା ଦିଶା AUକୁ ବି ୧୩ ତାରିଖ ଦିନ ଫୋନ କରିଥିଲେ ଓ ଏହି AU ସେହି ପାର୍ଟିରେ ବି ସାମିଲ ଥିଲେ । ଏଥିରୁ ଜଣା ପଡୁଛି କି ସୁଶାନ୍ତ, ଦିଶା ଓ ସେହି ଝିଅର ହତ୍ୟା ପଛରେ ରିୟା ଓ AUର ହାତ ଅଛି । ଏମିତିରେ ଏହି AU ଜଣକ କିଏ ଏହା ବିଷୟରେ କାହାକୁ କିଛି ବି ଜଣା ନାହିଁ । କିନ୍ତୁ କହିବାକୁ ଗଲେ ରିୟାଙ୍କ ଫୋନ କଲରୁ ବହୁତ ବଡ ବଡ ତଥ୍ୟ ସାମ୍ନାକୁ ଆସୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।