ସୁଶାନ୍ତଙ୍କ ଏମ୍ବୁଲାନ୍ସ ଡ୍ରାଇଭର ଖୋଲିଲା ସୁଶାନ୍ତ ଜୀବିତ ଥିବାର ରାଜ, କହିଲେ ତାଙ୍କ ଗୋଡ ହଲୁଥିଲା ହେଲେ…

ସୁଶାନ୍ତ ସିଂହ ସହ ଜଡିତ ଅନ୍ୟ ଏକ ଖବର ବର୍ତ୍ତମାନ ସମୟରେ ସାମ୍ନାକୁ ଆସୁଛି । ଯାହାକୁ ଶୁଣିବା ପରେ ଆପଣଙ୍କୁ ବିଶ୍ଵାସ ହୋଇଯିବ କି ସୁଶାନ୍ତ ଆତ୍ମହତ୍ୟାର କିଛି ସମୟ ପର୍ଯ୍ୟନ୍ତ ବି ଜୀବିତ ଥିଲେ । କହିବାକୁ ଗଲେ ବର୍ତ୍ତମାନ CBI ହାତରେ ଏହି କେସ ଅଛି ଓ ଅନ୍ୟ ପଟେ ED ଅଫିସରମାନେ ବି ରିୟା ଓ ତାଙ୍କର ପରିବାର ଲୋକମାନଙ୍କ ଉପରେ ନଜର ରଖୁଛନ୍ତି ।

ବର୍ତ୍ତମାନର ଆଶ୍ଚର୍ଯ୍ୟକର ଖବର ଅନୁସାରେ ସୁଶାନ୍ତ ସିଂହ ରାଜପୁତଙ୍କୁ ଯେତେବେଳେ ତାଙ୍କ ଘରୁ ଏମ୍ବୁଲାସ ଦ୍ଵାରା ହସ୍ପିଟାଲ ନିଆ ଯାଉ ଥିଲା, ତେବେ ଏମ୍ବୁଲାନ୍ସର ଡ୍ରାଇଭର ସେହି ସମୟର କିଛି ରହସ୍ୟପୂର୍ଣ କଥା କହିଛି । ସେ କହିଥିଲେ କି ସୁଶାନ୍ତଙ୍କ ଗୋଡ ହଲୁଥିବାର ସେ ଜାଣି ପାରିଥିଲେ ଓ ପୋଲିସକୁ ଜଣାଇଥିଲେ । ହେଲେ ସେମାନେ କିଛି ପଦକ୍ଷେପ ନ ନେଇ ଚୁପ ରହିବାକୁ କହିଥିଲେ ।

ରାସ୍ତା ମଝିରେ ସୁଶାନ୍ତଙ୍କ ବଡିକୁ ଆଉ ଗୋଟେ ଆମ୍ବୁଲାନ୍ସରେ ନିଆଯାଇଥିଲା । ଡ୍ରାଇଭର କହିଲା କି ଯେତେବେଳେ କୌଣସି ବ୍ୟକ୍ତି ଆତ୍ମହତ୍ୟା କରିଥାଏ ତେବେ ସେହି ବ୍ୟକ୍ତିର ହାତ ଗୋଡ ମୋଡି ହୋଇ ନ ଥାଏ ।

କିନ୍ତୁ ଯେତେବେଳେ ମୁଁ ସୁଶାନ୍ତ ସାରଙ୍କୁ ଦେଖିଲି ତେବେ ତାଙ୍କର ଗୋଡ ମୋଡି ହୋଇ ଥିଲା । ଯାହାକି ଏହିଭଳି କେସରେ କେବେ ବି ହୋଇ ନ ଥାଏ । କାରଣ ଫାସୀ ଦେବା ସମୟରେ ଗୋଡ ସିଧା ଥାଏ । ଏହା ସହିତ ଡ୍ରାଇଭର ଜଣକ ଏହା ବି କହିଲା କି ଯଦି ଏହିଭଳି କୌଣସି ଘଟଣା ହେଉଛି ତେବେ ବ୍ୟକ୍ତିର ଶରୀର ହଳଦିଆ ପଡିଯାଏ କିନ୍ତୁ ସୁଶାନ୍ତ ସାରଙ୍କ ଶରୀରରେ ଏହିଭଳି କିଛି ବି ନଜର ଆସି ନ ଥିଲା ।

ତାଙ୍କର ଶରୀର ଧୀରେ ଧୀରେ କଳା ପଡୁ ଥିଲା । ଏହା ଦ୍ଵାରା ଏହା ପ୍ରମାଣିତ ହେଉଛି କି ସୁଶାନ୍ତ ସିଂହ ରାଜପୁତ ଜୀବିତ ଥିଲେ ଓ ସେ ଆତ୍ମହତ୍ୟା କରି ନ ଥିଲେ । ତାଙ୍କୁ ଏକ ଷଡଯନ୍ତ୍ର କରି ନିଶା ଔଷଧ ଦେଇ ତାଙ୍କ ସହିତ ସେହି ରୁମ ଭିତରେ ଯାହା ବି କରାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଏକ ରହସ୍ୟ ଅଟେ । ଯାହାର ସତ୍ୟତା ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।