OIC Summit : ୫୭ ଦେଶ ମଧ୍ୟରେ ସୁଷମା ସ୍ୱରାଜଙ୍କୁ କରାଗଲା ଚିଫ ଗେସ୍ଟ, ତ ପାକିସ୍ତାନ ରାଗିକି କଲା ଏମିତି ଛୋଟ କାମ…

ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଇସ୍ଲାମୀ ସହଯୋଗ ସଂଗଠନ ମାନେ ଆଈଓସୀର ଦେଶର ବିଦେଶ ମନ୍ତ୍ରୀଙ୍କମାନଙ୍କର ବୈଠକରେ ସାମିଲ ହେବା ପାଇଁ ଗୁରୁବାର ଦିନ ଯାଇ ଥିଲେ । ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଭାରତର ପକ୍ଷକୁ ମଜବୁତିରେ ରଖିବା ପାଇଁ ଜଣା ଯାଇଥାନ୍ତି । ସୁଷମା ସ୍ୱରାଜ ନିଜର ତେବର ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଅଟନ୍ତି ।

କହି ଦେଉଛୁ ଯେ ଆଈଓସୀର ଦେଶର ବିଦେଶ ମନ୍ତ୍ରୀଙ୍କର ଏହି ବୈଠକ ଆବୂ ଧାବୀରେ ହେବ । ଏହି ମଞ୍ଚରେ ସୁଷମା ସ୍ୱରାଜ ପାକିସ୍ତାନକୁ ଦିନରେ ତାରା ଦେଖାଇବେ ।

ଆଈଓସୀ ବୈଠକର ମୁଖ୍ୟ ଅତିଥି ହୋଇଛନ୍ତି ସୁଷମା

ଏହି ଆଈଓସୀର ୪୬ତମ ବୈଠକରେ ମୁଖ୍ୟ ଅତିଥି ରୂପରେ ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ଵରାଜ ହୋଇଛନ୍ତି । ଏହା ଭାରତୀୟ ଇତିହାସରେ ପ୍ରଥମ ଥର ହୋଇଛି । ଏବଂ ଏହା ଭାରତ ପାଇଁ ସମ୍ମାନ ଏବଂ ଗର୍ବର କଥା ଅଟେ, କିନ୍ତୁ ପାକିସ୍ତାନକୁ ଏହି କଥା ହଜମ ହୋଇ ନାହିଁ । ପାକିସ୍ତାନ ବର୍ତ୍ତମାନ ଏହା ଭାବି ପାରୁ ନାହିଁ କି କାହିଁକି ସୁଷମା ସ୍ଵରାଜଙ୍କୁ ମୁଖ୍ୟ ଅତିଥି କରା ଯାଇଛି ?

କହିଦେଉଛୁ ଯେ ଏହି ବୈଠକରେ ୫୭ ଦେଶର ବିଦେଶ ମନ୍ତ୍ରୀମାନେ ସାମିଲ ହେବେ ।

ସୁଷମାଙ୍କର ମୁଖ୍ୟ ଅତିଥି ଉପରେ ରାଗି ଯାଇଛି ପାକିସ୍ତାନ

ଆବୂ ଧାବୀ ତରଫରୁ ସୁଷମା ସ୍ଵରାଜଙ୍କୁ ମୁଖ୍ୟ ଅତିଥି ହେବାର ନିମନ୍ତ୍ରଣ ମିଳିବା ପରେ ପାକିସ୍ତାନ ପୂରାପୂରି ରାଗି ଯାଇଛି । ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୂଦ କୁରୈଶୀ ନିଜର ବୟାନ ଜାରି କରି କହିଛନ୍ତି କି ଆମେ ଏହି ସମ୍ମେଲନରେ ସାମିଲ ହେବୁ ନାହିଁ, କାରଣ ଏଥିରେ ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ଵରାଜ ଆସିବେ । ଏହା ଛଡା ପାକିସ୍ତାନର ବିଦେଶ ମନ୍ତ୍ରୀ ଆଗକୁ କହିଛନ୍ତି କି ମୁଁ ସଂଯୁକ୍ତ ଅରବ ଏମିରେଟ (ୟୁଏଇ)ର ବିଦେଶ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛି ଏବଂ ସୁଷମା ସ୍ଵରାଜଙ୍କୁ ମୁଖ୍ୟ ଅତିଥି କରିବା ଉପରେ ଆପତ୍ତି ଜଣାଇଛି । ସେ ଓଆଇସି ର ମେମ୍ବର ନହେଇ କଣ ପାଇଁ ଯୟେନ କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତାର ବାତାବରଣ

କହିଦେଉଛୁ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତାର ବାତାବରଣ ଅଛି । ଫେବ୍ରୁୟାରୀ ମାସରେ ପୁଲୱାମା ଆକ୍ରମଣ ପରେ ଭାରତ ତରଫରୁ କରା ଯାଇଥିବା କାର୍ଯ୍ୟକାରୀ ଦ୍ଵାରା ପାକିସ୍ତାନ ଡରି ଯାଇଛି ଏବଂ ବୁଧବାର ଦିନ ଆମ ପାଇଲଟକୁ ବନ୍ଦୀ କରିଥିଲେ । କିନ୍ତୁ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡିଦେଇ ସାରିଛି । ଏମତିରେ ଅଭିନନ୍ଦନଙ୍କର ଫେରିବା ପରେ ବର୍ତ୍ତମାନ ଦେଶ ପୁରା ଖୁସିରେ ନାଚୁଛି ।

ଆଗକୁ ଅପଡେଟ ପାଇଁ ପେଜକୁ ଲାଇକ କରନ୍ତୁ ।