ହତ୍ୟା ଦିନ ରାତିରେ ସୁଶାନ୍ତଙ୍କ ପାର୍ଟିରେ ଆଦିତ୍ୟ ଠାକରେ ବି ଥିଲେ ସାମିଲ, କାହିଁକି ଯାଇଥିଲେ କୁପର ହସ୍ପିଟାଲ

ଆଜି ଆମେ ସୁଶାନ୍ତ ସିଂହହ ରାଜପୁତଙ୍କ ବିଷୟରେ ବହୁତ ରହସ୍ୟପୂର୍ଣ କଥା କହିବାକୁ ଯାଉଛୁ । କହିବାକୁ ଗଲେ ସୁଶାନ୍ତ ସିଂହ ରାଜପୁତଙ୍କୁ କୂପର ହସ୍ପିଟାଲ ନେବାର ଗୋଟିଏ କାରଣ ବର୍ତ୍ତମାନ ସାମ୍ନାକୁ ଆସିଛି । କହିବାକୁ ଗଲେ ସୁଶାନ୍ତ ସିଂହ ରାଜପୁତ ବିଷୟରେ ବହୁତ କିଛି କଥା ସାମ୍ନାକୁ ଆସିଛି । ତାଙ୍କ କେସକୁ ନେଇ ଯାହା ବି ସବୁ ଦର୍ଶା ଯାଉଛି ତାହା କେଉଁଠି ନା କେଉଁଠି ଏକ ବହୁତ ବଡ ପ୍ଲାନ ଆଡକୁ ଇସାରା କରୁଛି । ଆଜି ଆମେ ଆପଣଙ୍କୁ କହିବୁ କି ସୁଶାନ୍ତ ସିଂହ ରାଜପୁତଙ୍କ ପାର୍ଟିରେ ଆଦିତ୍ୟ ଠାକରେ କାହିଁକି ସାମିଲ ଥିଲେ ଓ ସୁଶାନ୍ତଙ୍କୁ କୁପର ହସ୍ପିଟାଲକୁ କାହିଁକି ନେଇ ଯାଇଥିଲେ ।

ଏହି ବିଷୟରେ କହିବା ପୁର୍ବରୁ ଆମେ ଆପଣଙ୍କୁ ପଚାରିବାକୁ ଚାହୁଁଛୁ କି କଣ ସୁଶାନ୍ତ ସିଂହ ରାଜପୁତଙ୍କ କେସ ର ସିବିଆଇ ତଦନ୍ତ ହେବା ଦରକାର ନା ନାହିଁ । ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ବହୁତ ଏମିତି କଥା ଅଛି, ଯାହା କି ବିବାଦ ସୃଷ୍ଟି କରୁଛି । କିନ୍ତୁ ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ବହୁତ ବଡ ଖବର ସାମ୍ନାକୁ ଆସୁଛି । ସିସିଟିଭି ଦେଖି ସାରିଲା ପରେ ଜଣା ପଡିଲା କି ସୁଶାନ୍ତ ସିଂହ ରାଜପୁତ ଏକ ଫିଲ୍ମକୁ ସାଇନ କରିବା ପାଇଁ ଯେଉଁ ପାର୍ଟି ଦେଇଥିଲେ, ସେହି ପାର୍ଟିରେ ସୁଶାନ୍ତ ସିଂହ ରାଜପୁତଙ୍କ ବହୁତ ସାଙ୍ଗମାନେ ଆସିଥିଲେ ଏହା ସହିତ ରାଜନେତା ଉଦୟ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବି ସେହି ପାର୍ଟିକୁ ଆସିଥିଲେ ।

ଆପଣମାନଙ୍କୁ କହିଦେଉଛୁ କି ଉଦୟ ଠାକରେ ଥରେ ନିଜର ବୟାନରେ କହିଥିଲେ କି ଏହି କେସକୁ ପୁଲିସ ହିଁ ଯାଞ୍ଚ କରିବ, ଏହି କେସ ପାଇଁ ସିବିଆଇ ଯାଞ୍ଚ ଦରକାର ନାହିଁ । କହିବାକୁ ଗଲେ ଏମିତି ଲାଗୁଛି କି ଏହି କେସରେ କିଛି କଥାକୁ ଲୁଚା ଯାଉଛି । କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ଯେଉଁ କଥା ବିଷୟରେ କହିବାକୁ ଯାଉଛୁ ତାହା ଆପଣଙ୍କୁ ଆଚମ୍ବିତ କରିଦେବ । ସୂତ୍ର ଅନୁସାରେ ସୁଶାନ୍ତ ସିଂହ ରାଜପୁତଙ୍କ ପାର୍ଟିରେ ଆଦିତ୍ୟ ଠାକରେ ବି ଆସିଥିଲେ ।

ସେହି ରାତିରେ ସିସିଟିଭି ଫୁଟେଜ ଯେତେବେଳ ଯାଞ୍ଚ କରାଯାଉଥିଲା ତେବେ ଜଣା ପଡିଲା କି ଆଦିତ୍ୟ ଠାକରେ ପାର୍ଟି ଆରମ୍ଭ ହେବାର ବହୁ ପୂର୍ବରୁ ପହଞ୍ଚି ଥିଲେ । କିନ୍ତୁ ସେହି ପାର୍ଟିରୁ ଆଦିତ୍ୟଙ୍କ ବାହାରକୁ ଯିବାର କୌଣସି ବି ଫୁଟେଜ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ନ ଥିଲା ।ଏହା ପରେ ପୁଣି କଥା ବାହାରକୁ ଆସିଲା କି, ସୁଶାନ୍ତ ସିଂହ ରାଜପୁତଙ୍କ ଚାକର କହିଲା କି ସୁଶାନ୍ତ ସକାଳୁ ଉଠି ଯୁସ ପିଇଲେ ଓ ବ୍ୟାୟାମ ମଧ୍ୟ କରିଥିଲେ ।

କେଉଁଠି ନା କେଉଁଠି ଏହି କାହାଣୀକୁ ମିଛି କୁହାଯାଉଥିଲା । ଏହା ପରେ କୁହାଯାଉଥିଲା କି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରାତି ୨ ଟାରୁ ୩.୩୦ ମଧ୍ୟରେ ହୋଇଥିଲା । କିନ୍ତୁ ପୁରା ସଫା ସଫା କିଛି ବି ଜଣା ପଡୁ ନାହିଁ । କିନ୍ତୁ କେଉଁଠି ନା କେଉଁଠି ଆଦିତ୍ୟ ଠାକରେଙ୍କ ସହ ସୁଶାନ୍ତଙ୍କ କେସ ଯୋଡି ଅଛି । ଏହା ପରେ ସେହି ପାର୍ଟିରେ କିଏ କିଏ ସାମିଲ ଥିଲେ ତାହା ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ । ସେହି ପାର୍ଟିରୁ ଆଦିତ୍ୟ ଠାକରେ କେତେବେଳେ ବାହାରକୁ ଆସିଲେ ଏହା ବି ସିସିଟିଭି ଫୁଟେଜରେ ଦେଖାଯାଉ ନାହିଁ ।

କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ଯାହା ଜଣାଇବାକୁ ଯାଉଛୁ ତାହା ବହୁତ ଆଶ୍ଚର୍ଯ୍ୟକର ଅଟେ । ଆପଣମାନେ ଜାଣିଛନ୍ତି କି ସୁଶାନ୍ତ ସିଂହ ରାଜପୁତଙ୍କ ଘରୁ ତାଙ୍କୁ ଏକ ଦ୍ଵିତୀୟ ଏମ୍ବୁଲାନ୍ସରେ ଲିଲାବତୀ ହସ୍ପିଟାଲ ନିଆ ଯାଉ ଥିଲା କିନ୍ତୁ ରାସ୍ତାରେ ଏମ୍ବୁଲାନ୍ସ ବଦଳିଯିବା ସହିତ ସୁଶାନ୍ତଙ୍କୁ କୁପର ହସ୍ପିଟାଲ ନିଆ ଯାଇ ଥିଲା । ଏହି ସମୟରେ ତାଙ୍କର କପଡା ବି ବଦଳି ଯାଇ ଥିଲା ପ କୁପର ହସ୍ପିଟାଲ ଆଦିତ୍ୟ ଠାକରେଙ୍କ ପରିବାରର କିଛି ସଦସ୍ୟମାନେ କୁପର ହସ୍ପିଟାଲର ମାଲିକ ଅଟନ୍ତି । ଯାହାକି ଏକ ବଡ ଷଡଯନ୍ତ୍ର ଆଡକୁ ଇସାରା କରୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।