ଏହି ପାରାନର୍ମାଲ ଏକ୍ସପର୍ଟ କଥା ହେଲେ ସୁଶାନ୍ତଙ୍କ ଆତ୍ମା ସହ, ଦେଖନ୍ତୁ ଭିଡିଓ

କହିବାକୁ ଗଲେ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ବର୍ତ୍ତମାନ ପୁଣି ଥରେ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ବିଷୟରେ ଆଗରୁ କେହି କେବେ ଚିନ୍ତା ବି କରି ନ ଥିବେ କିମ୍ବା ଦେଖି ନ ଥିବେ କିମ୍ବା ଶୁଣି ମଧ୍ୟ ନ ଥିବେ । ସୁଶାନ୍ତ ସିଂହ ରାଜପୁତଙ୍କ ସହ ଜଡିତ ଏହି ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେବାକୁ ଲାଗିଛି । କହିବାକୁ ଗଲେ ଜଣେ ବିଶେଷଜ୍ଞ କହୁଛନ୍ତି କି ସେ ସୁଶାନ୍ତଙ୍କ ଆତ୍ମା ସହ କଥାବାର୍ତ୍ତା କରିଛନ୍ତି । ଚାଲନ୍ତୁ ଏହି ବିଷୟକୁ ବିସ୍ତାର ରୂପରେ ଜାଣିବା ।

ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ ୨୦୨୦ରେ ନିଜର ଘରେ ଆତ୍ମହତ୍ୟା କରିଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ତାଙ୍କର ଫ୍ୟାନମାନେ ଏହି କଥାକୁ ବିଶ୍ଵାସ କରି ପାରୁ ନାହାନ୍ତି କି ତାଙ୍କର ପ୍ରିୟ ଅଭିନେତା ଏହି ଦୁନିଆରେ ଆଉ ନାହାନ୍ତି । ଏହା ମଧ୍ୟରେ ଜଣେ ପାର୍ନୋମାଲ ବିଶେଷଜ୍ଞ ନିଜର ୟୁଟ୍ୟୁବ ଚ୍ୟାନେଲରେ ଦାବି କରିଛନ୍ତି କି ସେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମା ସହ କଥାବାର୍ତ୍ତା କରିଛନ୍ତି । ସେହି ପାର୍ନୋମାଲ ବିଶେଷଜ୍ଞ ଜଣକ ଏହାର ଏକ ଭିଡିଓ ବି ଶେୟାର କରିଛନ୍ତି ।

ଯେଉଁଥିରେ ସୁଶାନ୍ତଙ୍କ ସ୍ଵର ଭଳି କିଛି ଶୁଣିବାକୁ ମିଳୁଛି । ଏହି ପାର୍ନୋମାଲ ବିଶେଷଜ୍ଞଙ୍କ କହିବା ଅଟେ କି ତାଙ୍କର ଅନ୍ୟ କିଛି ଭିଡିଓର କମେଣ୍ଟ ବକ୍ସରେ ତାଙ୍କର କିଛି ପ୍ରଶଂସକମାନେ ଦୀର୍ଘ ଦିନ ଧରି ତାଙ୍କୁ ଅନୁରୋଧ କରୁଥିଲେ କି ସେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମା ସହ କଥାବାର୍ତ୍ତା କରନ୍ତୁ । ଏହା ପରେ ପାର୍ନୋମାଲ ବିଶେଷଜ୍ଞ ନିଜର ମେସିନ ସାହାର୍ଯ୍ୟ ରେ ସୁଶାନ୍ତଙ୍କ ଆତ୍ମାକୁ କିଛି ପ୍ରଶ୍ନ କରୁଛନ୍ତି ଓ ଏହା ପରେ ତାଙ୍କ ମେସିନରୁ ସୁଶାନ୍ତ ସ୍ଵର ଭଳି କିଛି ଜବାବ ଶୁଣିବାକୁ ମିଳୁଛି ।

କିନ୍ତୁ ପାର୍ନୋମାଳ ବିଶେଷଜ୍ଞଙ୍କ ଦ୍ଵାରା ପଚରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ମିଳି ପାରି ନାହିଁ । ପାର୍ନୋମାଳ ବିଶେଷଜ୍ଞ ଭିଡିଓରେ ପ୍ରଶ୍ନ କରୁଛନ୍ତି କି ସୁଶାନ୍ତ କାହିଁକି ନିଜ ଜୀବନ ନେଲେ, ଯେଉଁଥିରେ କେବଳ ଗୋଟିଏ ସ୍ଵର ଶୁଣିବାକୁ ମିଳୁଛି କି ‘ପରିବର୍ତ୍ତନ’ । କିନ୍ତୁ ସୁଶାନ୍ତଙ୍କ ଆତ୍ମା ଓ ପାର୍ନୋମାଳ ବିଶେଷଜ୍ଞଙ୍କ ମଧ୍ୟରେ କଥାବାର୍ତ୍ତାର ଏହି ଭିଡିଓର ସତ୍ୟତା ବିଷୟରେ କାହାକୁ ବି କିଛି ଜଣା ନାହିଁ ।

ଏହା ସହିତ ଆଜି ପର୍ଯ୍ୟନ୍ତ ଏହି ଭିଡିଓଟି ସତ ବା ମିଛ ବୋଲି କିଛି ଜଣା ପଡି ନାହିଁ । କିନ୍ତୁ ଅନ୍ୟ ପଟେ ଏହି ଭିଡିଓ ସବୁଦିନ ଭାଇରାଲ ହେବାରେ ଲାଗିଛି । ଏହା ଛଡା କିଛି ଲୋକମାନେ ତ ପୁଣି ଥରେ ସୁଶାନ୍ତଙ୍କ ସହ କଥାବାର୍ତ୍ତା କରିବା ପାଇଁ କହିଛନ୍ତି । କାରଣ ସମସ୍ତେ ତାଙ୍କର ମୃତ୍ୟୁର କାରଣ ଜାଣିବାକୁ ଚାହୁଁଛନ୍ତି । ଦେଖନ୍ତୁ ତାଙ୍କ ଭିଡିଓ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।