ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ ! ହେବ ମହା ଅନର୍ଥ…. ଦେଖନ୍ତୁ ଆଜିର ଅନୁଚିନ୍ତା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ! ତେବେ ସୂର୍ଯ୍ୟଙ୍କର ଆଗମନରେ ସକାଳର ଆରମ୍ଭ ହୋଇଥାଏ। ତେବେ ସମସ୍ତ ବ୍ୟକ୍ତି ନିଜର ସକାଳର ଆରମ୍ଭ ପ୍ରଭୁ ସୂର୍ଯ୍ୟନାରାୟଣଙ୍କ ଆଶ୍ରୀବାଦ ନେଇ ହିଁ କରିବା ଉଚିତ । ତେବେ ସୂର୍ଯ୍ୟଙ୍କୁ ଜଳ ସର୍ବଦା ତମ୍ବା ପାତ୍ରରେ ହିଁ ଅର୍ପଣ କରିବା ଉଚିତ । ହେଲେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ କେତେ ଗୁଡିଏ ବିଶେଷ ନିୟମ ଉପରେ ଆପଣଙ୍କୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡିବ ।

ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ସୂର୍ଯ୍ୟଦେବଙ୍କ ମନ୍ତ୍ର ଜପ କରି ଜଳ ଚଢାଇବା ଦ୍ଵାରା ଅତ୍ୟନ୍ତ ହିଁ ଶୁଭ ହୋଇଥାଏ । ଓମ୍ ସୂର୍ଯ୍ୟାୟ ନହଃ ଏହି ସୂର୍ଯ୍ୟ ମନ୍ତ୍ର ଆପଣ ଉଚାରଣ କରନ୍ତୁ । ଏପରି କରିବା ଦ୍ଵାରା ମନରେ ସକାରାତ୍ମକ ଊର୍ଜାର ବିକାଶ ଘଟି ଥାଏ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ନିତ୍ୟ କରିବା ଦ୍ଵାରା ବ୍ୟକ୍ତିଙ୍କୁ ସୂର୍ଯ୍ୟଦେବଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ । ଏହା ସହିତ ଆମର ଅନେକ ଗୁଡିଏ ଫାଇଦା ମଧ୍ୟ ହୋଇଥାଏ ।

ସୂର୍ଯ୍ୟଦେବଙ୍କୁ ନିତ୍ୟ ସକାଳୁ ଜଳ ଅର୍ପଣ କରିବା ଦ୍ଵାରା ନୀତି ବେମାରରେ ପଡୁଥିବା ଲୋକଙ୍କର ସ୍ଵାସ୍ଥବସ୍ତାରେ ଉନ୍ନତି ଘଟିଥାଏ । ସୂର୍ଯ୍ୟଦେବଙ୍କୁ ପୂର୍ବ ଦିଗକୁ ମୁହଁ କରି ଜଳ ଅର୍ପଣ କରିବା ଉଚିତ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ସେହି ପାଣିର ଛିଟା ଯେପରି ଆପଣଙ୍କ ପାଦ ଉପରେ ନପଡେ । ସେଥିପ୍ରତି ବିଶେଷ ସଚେତନ ରହି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଯଦି ସୂର୍ଯ୍ୟଦେବଙ୍କୁ ଚଢାଉଥିବା ଜଳ ଆପଣଙ୍କ ଗୋଡ ଉପରେ ପଡିଥାଏ ।

ତେବେ ଏହା ଦ୍ଵାରା ସୂର୍ଯ୍ୟଦେବ ଆପଣଙ୍କ ଉପରେ ବହୁତ ଅଧିକ କ୍ରୋଧିତ ହୋଇଯାଇଥାନ୍ତି । ପ୍ଲାଷ୍ଟିକ, ଷ୍ଟିଲ ଓ କାଚ ଆଦି ପାତ୍ର ଛାଡିକି ଆପଣ ତମ୍ବା କିମ୍ବା ପିତ୍ତଳ ଢାଳରେ ସୂର୍ଯ୍ୟଦେବଙ୍କୁ ଜଳ ଚଢାନ୍ତୁ । ସକାଳ ୩ ଟା ରୁ ୫ ଟା ମଧ୍ୟରେ ରହିଥିବା ବ୍ରହ୍ମମୂହୁର୍ତ୍ତର ସମୟ ମଧ୍ୟରେ ହିଁ ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଚଢାନ୍ତୁ ।

ସୂର୍ଯ୍ୟଦେବଙ୍କୁ ଚଢଉଥିବା ଜଳରେ ଅକ୍ଷତ ଅର୍ଥାତ ଭାଙ୍ଗି ନଥିବା ଅରୁଆ ଚାଉଳ ଓ ଫୁଲ ମିଶାଇ ଜଳ ଅର୍ପଣ କରନ୍ତୁ । ସୂର୍ଯ୍ୟଦେବଙ୍କର ମନ୍ଦାର ଫୁଲ ବହୁତ ପ୍ରିୟ ଫୁଲ ଅଟେ । ତେଣୁ ଆପଣ ସୂର୍ଯ୍ୟଦେବଙ୍କୁ ଚଢାଉଥିବା ଜଳରେ ମନ୍ଦାର ଫୁଲ ପକାଇ ହିଁ ଅବଶ୍ୟ ସମର୍ପଣ କରନ୍ତୁ । ଅନେକ ଲୋକ କାର୍ଯ୍ୟବ୍ୟସ୍ଥତା କାରଣରୁ ସୂର୍ଯ୍ୟଦେବଙ୍କୁ ଜଳ ଚଢାଇ ପାରନ୍ତି ନାହିଁ ।

ହେଲେ ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ ସମୟ ବାହାର କରି ରବିବାର ଦିନ ନିହାତି ଭାବେ ଜଳ ଅର୍ପଣ କରନ୍ତୁ । ରବିବାର ଦିନ ଆମିଷ ଭୋଜନ, ନାଲି ରଙ୍ଗର କୌଣସି ପରିବା ଓ ମଶୁର ଡାଲି ଖାଇବା ଉଚିତ ନୁହେଁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେଯାର କରନ୍ତୁ । ଧନ୍ୟବାଦ