ଶାସ୍ତ୍ର ଅନୁସାରେ ସୁଖୀ ରହିବା ପାଇଁ ସୂର୍ଯ୍ୟାସ୍ତ ପରେ କରିବା କଥା ନୁହେଁ ଏହି ୫ ଟି କାମ, ନେହେଲେ…

ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟ ଉଦୟକୁ ସକାଳ ଓ ସନ୍ଧ୍ୟା ସମୟ କୁହାଯାଏ । ସେଥିପାଇଁ ଶାସ୍ତ୍ରରେ ଏହି ସମୟକୁ ବହୁତ ମହତ୍ତ୍ଵପୂର୍ଣ୍ଣ ସମୟ କୁହାଯାଇଥାଏ । ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟାସ୍ତ ପୂର୍ବରୁ କିଛି କାମକୁ ଶୁଭ କୁହାଯାଇ ନଥାଏ । ଆଜି ଆମେ ଆପଣମାନଙ୍କୁ ସେହି ୫ ଟି କାମ ବିଷୟରେ କହିବୁ । ଯାହାକୁ ଭୁଲ ସେ ମଧ୍ୟ କରନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ଘରେ ତୁଳସୀ ପତ୍ର ରହିବା ବହୁତ ଶୁଭ ଅଟେ । ହେଲେ ସୂର୍ଯ୍ୟାସ୍ତ ହେବା ପରେ ତୁଳସୀ ପତ୍ରକୁ ସ୍ପର୍ଶ କରିବା ଉଚିତ ନୁହେଁ । ଏହା ଦ୍ଵାରା ଘରୁ ଧନ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଓ ଘରେ ହେଉଥିବା ସମୃଦ୍ଧି ଦୂର ହୋଇଯାଏ ।


୨. ସୂର୍ଯ୍ୟାସ୍ତ ହେବା ପୂର୍ବରୁ ବା ଏହାର ତୁରନ୍ତ ସମୟ ପରେ ଭୋଜନ ଓ ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ଧନ ହାନି ହେବା ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଦେଇଥାଏ ।

୩. ସୂର୍ଯ୍ୟାସ୍ତ ହେବା ପରେ ଝାଡୁ ପୋଛା କରିବା ମଧ୍ୟ ବହୁତ ଅଶୁଭ ଅଟେ । ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ଝାଡୁ ପୋଛା କରିଲେ ଘରର ସୁଖ ଦୂର ହୋଇଥାଏ । ସୂର୍ଯ୍ୟାସ୍ତ ହେବା ପରେ ଘରେ ବସିବା ବା ପଢିବା ଠାରୁ ଭଲ ଖେଳିବା ଉଚିତ ବା ଶାରୀରିକ ଗତିବିଧି କରିବା ଉଚିତ । ଏହା ଦ୍ଵାରା ଶରୀର ସୁସ୍ଥ ରହିବା ରହିଥାଏ ଓ ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।


୪. ସୂର୍ଯ୍ୟାସ୍ତ ପରେ କେବେବି ଚୁଟି ବା ଦାଢି କାଟିବା ଉଚିତ ନୁହେଁ । ବହୁତ ଲୋକ ସୂର୍ଯ୍ୟାସ୍ତ ପରେ ଦାଢି ଓ ଚୁଟି କାଟି ଦିଅନ୍ତି, ଯାହାଫଳରେ ତାଙ୍କ ଜୀବନରେ କିଛି ନକରାତ୍ମକ ପ୍ରଭାବ ପଡିଥାଏ ।


୫. ସୂର୍ଯ୍ୟାସ୍ତ ପରେ କପଡା ଧୋଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଘରେ କଳି ହୋଇଥାଏ । ଯାହାଫଳରେ ପରିବାର ମଧ୍ୟରେ ଝଗଡା ହୋଇଥାଏ । ତେଣୁ ସୂର୍ଯ୍ୟାସ୍ତ ପୂର୍ବରୁ ଓ ସୂର୍ଯ୍ୟାସ୍ତ ପରେ ଏହି ସବୁ କାର୍ଯ୍ୟ ଭୁଲ ସେ ମଧ୍ୟ କରନ୍ତୁ ନାହିଁ ।