‘ଶାହରୁଖ ଖାନ ପାକିସ୍ତାନ କାହିଁକି ଯିବ..ଏଇଠି ପଇସା କମେଇଛି ..ତା ପୁଅ ନିଶା ଖାଇ…’ Shahrukh ପାକିସ୍ତାନ ଯିବା କଥାରେ ଗର୍ଜିଲେ Sura ଭାଇ, କଣ କହିଲେ ଦେଖନ୍ତୁ Video

ମୁମ୍ବାଇ କୃଜ ଡ୍ର-ଗ ପା-ର୍ଟି-ରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଗି-ର-ଫ ହେବା ପରେ ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ପ୍ରକାର ଲୋକେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି । କିଛି ଲୋକ ତଥା ଶାହରୁଖଙ୍କ ପ୍ରଶଂସକ ଶାହରୁଖ ଓ ଆର୍ୟନଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକ ପରିହାସ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ସୋ-ସି-ଆ-ଲ ମି-ଡି-ଆ-ରେ ୟୁଜର୍ସଙ୍କ ମଧ୍ୟରେ ଏହାକୁ ନେଇ ଏକ ପ୍ରକାର ଲ-ଢେ-ଇ ମଧ୍ୟ ଚାଲିଥିଲା ।

ତେବେ ଆର୍ୟନ ଗି-ର-ଫ ହେବା ପରେ ତାଙ୍କ ପାଖରୁ କୌଣସି ଡ୍ର-ଗ ମିଳି ନଥିବା ବେଳେ ତାଙ୍କ ବନ୍ଧୁ ମାନଙ୍କ ପାଖରୁ କିଛି ମାତ୍ରାରେ ଡ୍ର-ଗ ମିଳିଥିଲା । ଏନ-ସି-ବି ଆର୍ୟନଙ୍କ ହ୍ଵା-ଟ୍ସ-ଆ-ପ୍ ଚା-ଟ୍ ରୁ ମଧ୍ୟ ସେ ନିୟମିତ ଡ୍ର-ଗ୍ସ ସେବନ କରୁଥିବା ଏବଂ ଡ୍ର-ଗ୍ସ ପେ-ଡ-ଲ-ର-ଙ୍କ ସହ ସମ୍ପର୍କରେ ରହିଥିବା କୋ-ର୍ଟ-ରେ ପ୍ରମାଣ ରଖିଥିଲା । ସେଥିପାଇଁ ଏହା ପୂର୍ବରୁ ଆର୍ୟନଙ୍କ ଜା-ମି-ନ ଆବେଦନକୁ ଚାରି ଥର ଖା-ର-ଜ କରି ଦେଇଥିଲେ କୋ-ର୍ଟ । ଭାରତ ବ୍ଯତୀତ ପାକିସ୍ତାନରୁ ମଧ୍ୟ ଶାହରୁଖଙ୍କୁ ବେଶ ସମର୍ଥନ ମିଳୁଥିବା ନଜର ଆସିଥିଲା ।

ବିଭିନ୍ନ ନ୍ଯୁ-ଜ ଚ୍ଯା-ନେ-ଲ-ରେ ଓ ଟ୍ବି-ଟ ମାଧ୍ୟମରେ ଭାରତ ସରକାରଙ୍କ ଉପରେ ବର୍ଷୁଥିଲେ ପା-କି-ସ୍ତା-ନ-ବା-ସୀ ଓ ତା’ର ଗ-ଣ-ମା-ଧ୍ୟ-ମ । ପାକିସ୍ତାନର ଅନେକ ଲୋକ ଏବଂ ବିଶିଷ୍ଟ ବ୍ୟକ୍ତି ଶାହରୁଖଙ୍କୁ ଭାରତ ଛାଡି ପାକିସ୍ତାନ ପଳାଇ ଆସିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରୁଥିଲେ ।

ତେବେ ଏହାକୁ ନେଇ ଆମ ପ୍ରିୟ ସୁରଭାଇଙ୍କ ମନ୍ତବ୍ୟ ପଚାରିଥିଲେ କିଛି ଗ-ଣ-ମା-ଧ୍ୟ-ମ ପ୍ର-ତି-ନି-ଧି । ଏହାର ଉତ୍ତରରେ ସୁରଭାଇ ତାଙ୍କ ଅନ୍ଦାଜରେ ଖୁବ ମଜାରେ ଜବାବ ଦେଇଥିଲେ । ସେ କହିଥିଲେ ଶାହରୁଖ ଆମ ଦେଶ ଭାରତରେ ଅଭିନୟ କରି ଏତେ କୋଟି କୋଟି ଟଙ୍କାର ମାଲିକ ହୋଇ ପାରିଛନ୍ତି ଓ ଆଜି ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ପାକିସ୍ତାନ କାହିଁକି ଯିବେ ଏଠି ଆମ ଭାରତ ମାଟିରେ କିଛି କରନ୍ତୁ ବୋଲି ସେ କହିଥିଲେ ।

ଏହା ବ୍ଯତୀତ ତାଙ୍କ ପୁଅ ଆର୍ୟନ ମଧ୍ୟ ନି-ଶା ସେ-ବ-ନ କରି ଭାରତୀୟ ଝିଅ ଓ ପୁଅଙ୍କୁ ଖରାପ ବାଟକୁ ନେଉଛନ୍ତି ବୋଲି ସେ କହିଛନ୍ତି । ତେବେ ଯାହା ବି ହେଉ ବମ୍ବେ ହା-ଇ-କୋ-ର୍ଟ ଆର୍ୟନଙ୍କ ବେ-ଲ୍ ଗ୍ରାହ୍ୟ କରିବା ପରେ ଏବେ ଶାହରୁଖ, ତାଙ୍କ ପରିବାର ଓ ତାଙ୍କର ସମସ୍ତ ସମର୍ଥକ ଖୁବ ଖୁସି ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲୟକ କରନ୍ତୁ ।