ସୁନାର ଚାଲିଛି ସୁବର୍ଣ୍ଣ ସମୟ, ୩ ବର୍ଷ ଭିତରେ ହେଇଯିବେ ଧନୀ

କରୋନା ଭାଇରସ କାରଣରୁ ସବୁ କ୍ଷେତ୍ରକୁ କ୍ଷତି ହେଉଛି । ଏହା ସହିତ ଶେୟାର ମାର୍କେଟକୁ ବହୁତ ବଡ ଝଟକା ଲାଗିଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଏହି ସଙ୍କଟ ସମୟରେ ବି ସୁନାର ଚମକ ସେହିଭଳି ହିଁ ଅଛି । କହିବାକୁ ଗଲେ ଗୋଲ୍ଡ ଏହିଭଳି ସଙ୍କଟ ସମୟରେ ଏକ ସୁରକ୍ଷିତ ନିବେଶ ଜିନିଷ ବୋଲି କୁହାଯାଉଛି । ନିବେଶକ ବର୍ତ୍ତମାନ ସମୟରେ ଶେୟାର ମାର୍କେଟରୁ ଟଙ୍କା ବାହାର କରି ଗୋଲ୍ଡ ଆଡକୁ ଅଗ୍ରସର ହେଉଛନ୍ତି ।

ବର୍ତ୍ତମାନ ସ୍ଥିତିରେ କିଛି ଦିନ ଛାଡି ଗୋଲ୍ଡ ନିଜର ଉଚ୍ଚତମ ଲେବୁଲ ଉପରେ ହିଁ କାରୋବାର କରୁଛି । ବିଶେଷଜ୍ଞମାନଙ୍କ କହିବା ଅଟେ କି କମଜୋର ବାର୍ଷିକ ଅର୍ଥବ୍ୟବସ୍ଥା ଓ ଆର୍ଥିକ ମଂଦିର ସମ୍ଭାବନା ଦ୍ଵାରା ଗୋଲ୍ଡର ସେଫ୍ଟୀ ଅପୀଲକୁ ଆହୁରି ମଜବୁତି ମିଳିବ ଓ ଏହା ଉପର ଲେବୁଲରେ ରହିବ । ୮ ମେ କୁ ସୁନାର ଦାମ ପାଖପାଖି ୨ ସପ୍ତାହରେ ଉଚ୍ଚ ସ୍ତରରୁ ତଳକୁ ଆସିଥିଲା ।

କାରଣ ନିବେଶମାନଙ୍କୁ କରୋନା ଭାଇରସ କାରଣରୁ ଲକଡାଉନ ପରେ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଖୋଲିବା ଆଶା ଥିଲା । କିନ୍ତୁ ଆରବିଆଇର ପ୍ରୋତ୍ସାହନ ବାଲା ପଦକ୍ଷେପ ଗୋଲ୍ଡ ସେହି ସପ୍ତାହରେ ବି ଉପରକୁ ଚଢିଲା । ଏକ୍ସପର୍ଟ୍ସଙ୍କ ମାନିବେ ତ ଗୋଲ୍ଡ ଆସନ୍ତା ସମୟରେ ବି ଭଲ ଲାଭ କରିବ ।

କେତେ ଦେଇପାରେ ରିଟର୍ନ

ଏକ୍ସପର୍ଟ୍ସ ମାନନ୍ତି କି ଗୋଲ୍ଡ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତର ଭଲ ରିଟର୍ନ ଦେଇ ପାରେ । ଅର୍ଥାତ ଆପଣଙ୍କ ସମ୍ପତ୍ତିରେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ବସି ବସି ୭୫ ପ୍ରତିଶତ ବଢିପାରେ । ସୁନା ଅଳ୍ପ ତଳକୁ ହେବା ସତ୍ବେ ବି ୨୦୨୦ – ୨୧ରେ ୨୦ -୨୫ ପ୍ରତିଶତ ବଢିପାରେ । ଅନ୍ୟ ପଟେ ଗତ ବର୍ଷ ୨୦୨୧ – ୨୨ ଅଳ୍ପ ଅଲଗା ହେବ କାରଣ ବାର୍ଷିକ ଗ୍ରୋଥ କମଜୋର ରହିବ । ଯାହାର କାରଣ ଏହା ଅଟେ କି କେତେକ ଦେଶର ଅର୍ଥ ବ୍ୟବସ୍ଥା ଖରାପ ଅଛି । ଏହା ଦ୍ଵାରା ଗୋଲ୍ଡରେ ନିବେଶ ବଢିବ ଓ ସେହି ବର୍ଷରେ ବି ଏହା ୨୨ – ୨୫ ପ୍ରତିଶତର ଭଲ ଲାଭ ଦେଇପାରେ । ଏକ୍ସପର୍ଟ୍ସଙ୍କ ଅନୁମାନ ଅଟେ କି ୨୦୨୨ – ୨୩ରେ ଗୋଲ୍ଡ ଆରାମରେ ୧୫ – ୨୦ ପ୍ରତିଶତ ରିଟର୍ନ ଦେବ ।

ସେହିଭଳି ରହିବ ସୁନାର ଚମକ

କେନ୍ଦ୍ରିୟ ବ୍ୟାଙ୍କ ନୀତି ଗୁଡିକ ଓ ବାର୍ଷିକ ଅର୍ଥ ବ୍ୟବସ୍ଥା ଖରାପ ହେବା ସତ୍ବେ ବି ସୁନାର ଚମକ ସେହିଭଳି ରହିବ । ଏକ୍ସପର୍ଟ୍ସ ଆଶା କରୁଛନ୍ତି କି ସୁନାର ଦାମ ବହୁତ ଜଲ୍ଦି ବଢିବ । ସୁନା ପୂର୍ବରୁ ହିଁ ସମସ୍ତ ନିବେଶ ଅପସନକୁ ପଛରେ ଛାଡି ଦେଇଛି ଓ ଏହା ଆଗକୁ ବି ବେସ ନିବେଶ ଅପସନର ରହିବାର ଅଛି । କରୋନା ଭାଇରସ ଛଡା ଆମେରିକା ଚୀନ ଛଡା ୟୁରୋଜନ ଓ ଅଷ୍ଟ୍ରେଲିୟା ମଧ୍ୟରେ ବିବାଦ ଓ ବାର୍ଷିକ ଅର୍ଥ ବ୍ୟବସ୍ଥା ତଳକୁ ହେବାକୁ ଏକ୍ସପର୍ଟ୍ସ ସୁନା ଉପରକୁ ଚଢିବାର ସିଢି ମାନୁଛନ୍ତି । ଏହି କାରଣ ଅଟେ କି ବାକି ଆସେଟ କ୍ଳାସ ବଦଳରେ ଏହା ଭଲ ଋଟର୍ନ ଦେଇ ପାରିବ ।

ଗତ ୧୦ ବର୍ଷରେ ଗୋଲ୍ଡର ରିଟର୍ନ

୨୦୧୯ – ୨୪.୬

୨୦୧୮ – ୭.୬

୨୦୧୭ – ୬.୩

୨୦୧୬ – ୧୦.୧

୨୦୧୫ – ୬.୬

୨୦୧୪ – ୬.୦

୨୦୧୩ – ୭.୯

୨୦୧୨ – ୧୨.୪

୨୦୧୧ – ୩୨.୫

୨୦୧୦ – ୨୪.୨

ଗତ କିଛି ବର୍ଷ ମଧ୍ୟରେ ଗୋଲ୍ଡର ରିଟର୍ନ ନେଗେଟିଭ ରହିଛି । କିନ୍ତୁ ଆସନ୍ତା ବର୍ଷ ପାଇଁ ଏକ୍ସପର୍ଟ ଏଥିରେ ନିବେଶ କରିବା ପାଇଁ ଉପଦେଶ ଦେଉଛନ୍ତି । ଯେଉଁଠି ନିବେଶ ରାସିର କଥା ଉଠେ ତେବେ ଏକ୍ସପର୍ଟ ନିଜର ନିବେଶ ପୁଞ୍ଜିର କମ ସେ କମ ୫ ପ୍ରତିଶତ ଓ ଅଧିକ ୧୫ ପ୍ରତିଶତ ଗୋଲ୍ଡରେ ନିବେଶ କରିବାର ଆଡଭାଇଜ ଦେଉଛନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।