ଆପଣଙ୍କ ସୁନା ହଜିଛି କିମ୍ବା ଅନ୍ୟର ସୁନା ପାଇଛନ୍ତି କି ? ହୋଇଯାନ୍ତୁ ସାବଧାନ ! ସୁନା ଜିନିଷ ହଜିବା କିମ୍ବା ପାଇବାର ଭୟଙ୍କର ଅର୍ଥ ! ଜାଣିଲେ ହୋସ୍ ଉଡିଯିବ

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ସୁନା ଜିନିଷ ପାଇବା ଓ ହଜିବା ଦୁଇଟି ଯାକ ଅଶୁଭ ହୋଇଥାଏ । ସୁନା ର ସମ୍ପର୍କ ଜ୍ଯୋତିଷ ରେ ଗୁରୁ ଗ୍ରହ ସହ ଥାଏ ବୋଲି ବିଚାର ଅରଜାଏ । ଏଥିପାଇଁ ସୁନା ଜିନିଷ ହଜିବା ବା ମିଳିବା ଦ୍ଵାରା ଗୁରୁ ଗ୍ରହ ର ଅଶୁଭ ପ୍ରଭାବର ସମୁଖିନ୍ନ ହେବାକୁ ପଡିଥାଏ । ଏହା ସହ ଶକୁନ ଶାସ୍ତ୍ର ରେ ମଧ୍ୟ ସୁନା ଜିଣିବା ସହ ଜଡିତ ଥିବା କିଛି ଶୁଭ ଓ ଅଶୁଭ ସଂକେତ ବିଷୟରେ କୁହା ଯାଇଛି । ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ସୁନା ଜିନିଷ ହଜିବା ବା ମିଳିବା ଦ୍ଵାରା ଏହାର କଣ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ ।

୧- ଯଦି କୌଣସି ବ୍ୟକ୍ତି ଙ୍କ କାନ ର ଗହଣା ବା ଝୁମକା ହଜିଯାଏ ତେବେ କୌଣସି ଅଶୁଭ ଖବର ମିଳିବାର ଅଛି । ଆଗାମୀ ସମୟରେ କିଛି ଖାରପ ଖବର ଶୁଣିବାକୁ ପଡିପାରେ ।

୨- ଯଦି କୌଣସି ବ୍ୟକ୍ତି ଙ୍କ ନାକ ରେ ଲାଗୁଥିବା ନାକ ଫୁଲ ବା ଗହଣା ହଜିଗଲେ ତେବେ ବ୍ୟକ୍ତି କୁ କୌଣସି ବଦନାମୀ ର ଶିକାର ହେବାକୁ ପଡିପାରେ ।

୩- ଯଦି କୌଣସି ବ୍ୟକ୍ତି ଙ୍କ ମୁଣ୍ଡ ରେ ଗହଣା ବା ଟୀକା ଆଦି ହଜିଯାଏ ତେବେ ନିକଟ ଭବିଷ୍ୟତରେ କୌଣସି ବଡ ଅସୁବିଧାରେ ପଡି ପାରନ୍ତି ।

୫- ଯଦି କୌଣସି ବ୍ୟକ୍ତି ଙ୍କ ଗଳା ର ହାର ବା ଗହଣା ହଜିଯାଏ ତେବେ ନିକଟ ଭବିଷ୍ୟତରେ ଧନ ହାନି ର ସୂଚନା ଦେଇଥାଏ ।

୬- ଯଦି କେବେ ସୁନା ଚୁଡି ବା କଙ୍କଣ ହଜିଯାଏ ତେବେ କୌଣସି ମାନସିକ ସମସ୍ୟାରେ ପଡି ପାରେ । ଏହା ସହ ସମ୍ମାନ ରେ ବି ଆଘାତ ଲାଗିପରେ ।

୭- ଯଦି କୌଣସି ବ୍ୟକ୍ତି ଙ୍କ ହାତରେ ପିନ୍ଧୁଥିବା ମୁଦି ଟି କୌଣସି ସମୟରେ ହଜିଯାଏ ତେବେ ନିକଟ ଭବିଷ୍ୟତରେ ଆପଣ କୌଣସି ସ୍ୱାସ୍ଥ୍ୟ ସମସ୍ୟାରେ ପଡିବାର ସୂଚନା ଦେଇଥାଏ ।

୮- କୌଣସି ନାରୀ ଙ୍କ ଡାହାଣ ପାଦ ର ପାଉଁଜି ହଜିବା ଫଳରେ ସମାଜରେ ପ୍ରତିଷ୍ଠା କମ ହୋଇଯାଏ । ଯଦି ବାମ ପାଦ ରେ ପାଉଁଜି ହଜିଯାଏ ତେବେ ନିକଟ ଭବିଷ୍ୟତରେ ଶାରୀରିକ କଷ୍ଟ ହେବାର ସୂଚନା ଦେଇଥାଏ ।

୯- ଯଦି ପାଦ ରେ ପିନ୍ଧିଥିବା ମୁଦି ଟି ହଜିଯାଏ ତେବେ ମହିଳା ଙ୍କ ସ୍ଵାମୀଙ୍କର ନିକଟ ଭବିଷ୍ୟ ରେ ସ୍ୱାସ୍ଥ୍ୟ ଖରାପ ହେବାର ସୂଚନା ଦେଇଥାଏ । ତେବେ ଏହି ସବୁ କିଛି ସୁନା ହଜିବା ଓ ପାଇବା କ୍ଷେତ୍ର ରେ ଲାଗୁ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।