ସୂଦଶା ବ୍ରତ ଦିନ କରନ୍ତୁ ଏହି 5 ଟି ଉପାୟ ମାତା ଲକ୍ଷ୍ମୀ ନିଜେ ଆସି ଆଶୀର୍ବାଦ ଦେବେ- Vastu Tips

ମାତା ଲକ୍ଷ୍ମୀ ହେଉଛନ୍ତି ସଉଭାଗ୍ଯର ଦେବୀ । ସେ ପ୍ରସନ୍ନ ହେଲେ ଆପଣଙ୍କ ଘର ପୁରୀ ଜୀବ ଧାନ ଧାନ୍ୟରେ ସେ ପ୍ରସନ୍ନ ହେଲେ ଆପଣ କେବେବି ନିଜକୁ ଦୁଃଖରେ ପାଇବେ ନାହିଁ । ମାତାଙ୍କ ପ୍ରିୟ ବାର ହେଉଛି ଗୁରୁବାର । ଶୁକ୍ଲ ପକ୍ଷରେ ଯଦି ଗୁରୁବାର ପଡେ ତେବେ ଏହା ହେଉଛି ଶୁଦ୍ଧସା ବ୍ରତ । ଏହି ବ୍ରତଟି ମାଙ୍କର ଅତି ପ୍ରିୟ ଅଟେ । କେହି ଯଦି ଏହାକୁ ନିୟମରେ କରେ ସେ ଜୀବନରେ ଧନ ଧାନ୍ୟ ପାଇ ଥାଏ ।  ତେବେ ଆପଣ ଯଦି ଚାହାନ୍ତି ମାତାଙ୍କ ବିଶେଷ କୃପା ଚାହାନ୍ତି ତେବେ କରନ୍ତୁ ଏହି ପାଞ୍ଚଟି କାମ ।

ଦେଖିବେ ଆପଣଙ୍କ ଜୀବନ ବଦଳି ଜୀବ ।ଏହି ବ୍ରତରେ ସକାଳୁ ଉଠି ନିଜ ନିତ୍ୟକର୍ମ ପୂଜା ଆରାଧନା ସାରି ମାଙ୍କ ନାମରେ ଏକ ଶ୍ଵେତ ବ୍ରତ ଆଣି ତାହାକୁ ହଳଦୀ ପାଣିରେ ବୁଡେଇ ସେଥିରେ ଦଶ ନାମ ଧରି ତାହାକୁ ହାତରେ ବାନ୍ଧି ରଖନ୍ତି ଆସନ୍ତା ବର୍ଷ ପାଇଁ ।

କେତେ ଜଣ ବିଦେଶରେ ରହିଛନ୍ତି ସେମାନଙ୍କ ପାଇଁ ଏହା ସମ୍ଭବ ନୁହେଁ ସେମାନେ ସବୁ ଜିନିଷ ପାଇ ପାରିବେନି ତେବେ ଆପଣ ଯଦି ଚାକିରି କରୁଛନ୍ତି ତାହା ମଧ୍ୟ ଟିକେ ଅସୁବିଧା ମାତ୍ର ମନ ଖରାପ କରନ୍ତୁ ନାହିଁ । ନିଜର ସକ୍ଷମ ଅନୁସାରେ ଆପଣ ମାନେ ନିଜର ପୂଜା କରି ପାରିବେ । ଏହି ପୂଜାରେ ସବୁ ୧୦ଟି କରି ଭୋଗ ହୁଏ । ଆପଣ ନିଜର ଆଚରଣ ଓ ଏହି ଉପାୟ କରି ମାତାଙ୍କୁ ପ୍ରସନ୍ନ ହୋଇ ରହିବେ । ତେବେ ଆସନ୍ତୁ ଜାଣିବା କଣ କଣ କରିବା ।

ଆପଣ ଘରକୁ ସାଫା ରଖନ୍ତୁ । ଘର ଅନ୍ଧାର କରି ରଖିବେନି । ସୂର୍ଯ୍ୟ ଉଦୟ ହେବା ଆଗରୁ ସେଯ ଛାଡିବେ । ଘରେ ଅସାନ୍ତି ହେବାକୁ ଦିଅନ୍ତୁ ନାହିଁ । ଇଯେ କରିଥିବା ଭୋଗକୁ ନିଜ ପରିବାର ସହ ମିଶି ସେବନ କରନ୍ତୁ । ବାହାର ଲୋକଙ୍କୁ ଏହା ଭୁଲରେ ବି ଦେବେ ନାହିଁ । ପ୍ରାତଃ ମୁହୂର୍ତରେ ଯଦି ଆପଣ ପୂଜା କରିବେ ଓ ନାଲି ଶାଢୀ କିମ୍ବା ହଳଦୀ ଶାଢୀ ପିନ୍ଧିବେ । ସିନ୍ଦୁର କି ଆଳିତା ପିନ୍ଧିବା ଭୁଲିଇବେ ନାହିଁ । ଅରୁଆ ଚାଉଳରେ ବଟା ହୋଇଥିବା ଆଣରେ ଚିତା ପକାଇବେ ।

ଧ୍ୟାନ ରଖିବେ ୧୦ଟି ପଦ୍ମ ଫୁଲର ଚିତ୍ର ନିଶ୍ଚୟ କରିବେ । ଏହା ଛଡା ଆପଣ କରିଥିବା ଚିତା ଉପରେ କେହି ନ ଚଢନ୍ତୁ ଧ୍ୟାନ ଦେବେ । ମାତାଙ୍କ ପାଦ ଚିହ୍ନ ଆଙ୍କିବାକୁ ଭୁଲିବେ ନାହିଁ । ପାଦ ଚିହ୍ନରେ ଗୋବର ଓ ଫୁଲ ଦେଇ ଦେବେ କେବେବି ଏହାକୁ ଖାଲି ଛାଡିବେନି । ଏହା ଛଡା କଳସ ପାଇଁ ୧୦ଟି ପାତ୍ର ଥିବା ଆମ୍ବ ଡାଳ ଆଣିବେ ଓ ଏହା ଉପରେ ଆପଣ ପଇଡ ରଖିବେ ଯଦି ପଇଡ ନ ମିଳେ ତେବେ ଗୁଆ ବି ରାଖୀ ପାରିବେ ।

ଏହା ବ୍ଯତୀତ ଆପଣ ଆଉ ଏକ କଳସ କୁ ନେଇ ଦୁଆର ପାଖେ ରଖିବେ ଏହା ତଳେ କିଛି ଅରୁଆ ଚାଉଳ ଦେବେ । ଏବେ ପଞ୍ଚାମ୍ବୃତ କରି ଘରକୁ ଓ ପୂଜା ସ୍ଥାନକୁ ସୁଧ କରିବେ । ଏତିକି କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଦୟା କରିବେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।