ବିଲରେ ଚାଷ କରିବାଠାରୁ ନେଇ ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠପଢା,ଏହାପରେ New York ରୁ ଚାକିରୀ ଛାଡି ଇଲମା ହେଲେ IPS

ଏ ଦୁନିଆରେ ଏମିତି କିଛି ମଣିଷ ଅଛନ୍ତି ଯିଏ ନିଜ ଜୀବରେ ଯେତେ ଦୁଖ କଷ୍ଟ ଆସିଲେ ମଧ୍ୟ ହାର ନ ମନି ଆଗକୁ ବଢିବାକୁ ପ୍ରାସ ଜାରି ରଖିଥାନ୍ତି । ପ୍ରତେକ ମଣିଷକୁ ସଫଳତା ଏତେ ସହଜରେ ମିଳି ନ ଥାଏ ।

ସଫଳତା ପାଇନାକୁ ହେଲେ ମଣିଷକୁ ନିଜର ଦୃଢ ମନୋବଳ ସହ ଜୀବନରେ ଆଗକୁ ବଢିବାକୁ ପଡିଥାଏ । ଆଜିର ଆମର ଏହି ଲେଖାରେ ସେହିଭଳି ଜଣେ ଆପିଏସ ଅଫିସର ଇଲାମା ଅଫୋରୋଜ ଯାହାଙ୍କର ଜୀବନର କାହାଣୀର ଏମିତି କିଛି ସଂଘର୍ଷ ଲୁଚି ରହିଛି ସେହି ବିଷୟରେ ଯାଉଛୁ । ଆପିଏସ ଅଫିସର ଇଲାମାଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ସେତେବେଳେ ସେ ତାଙ୍କ ହରାଇଥିଲେ । ଏହା ପରେ ପୁରା ପରିବାରର ଦାୟିତ୍ଵ ତାଙ୍କ ମାଙ୍କ ଉପରେ ଆସି ଯାଇଥିଲା । 

ଏହା ପରେ ଇଲାମାଙ୍କ ମା ଚାଷ କାମ କରି ତାଙ୍କର ଓ ତାଙ୍କ ସାନ ଭାଇଙ୍କର ଲାଳନପାଳନ କରିଥିଲେ । ଇଲାମା ମଧ୍ୟ ନିଜ ମାଙ୍କ ସହ ମିଶି ଚାଷ କରିବା ସହ ପାଠପଢା ଜାରି ରଖିଥିଲେ ।ମୁରାଦାବାଦର ସ୍କୁଲରେ ପାଠପଢା ଶେଷ ହେବା ପରେ ଇଲାମା ଦିଲ୍ଲୀର ସେଣ୍ଟ ଷ୍ଟିଫେନରେ ଆଡମିସନ କରିଥିଲେ ଓ ଫିଲୋସୋଫିରେ ଗ୍ରାଜ୍ୟୁସନ ଶେଷ କରିଥିଲେ । ଯେତେବେଳେ ଇଲାମା ସେଣ୍ଟ ଷ୍ଟିଫୋନରେ ପଢୁଇଥିଲେ ସେହି ସମୟରେ ସେ ଜୀବନ ବିଷୟରେ ବହୁତ କିଛି ଶିଖିବାକୁ ପାଇଥିଲେ ।

ତାଙ୍କର ପରିଶ୍ରମ ଯୋଗୁ ତାଙ୍କୁ ଅକ୍ଷଫୋର୍ଡ ୟୁନିଭର୍ସିଟିରୁ ସ୍କଲାରର୍ସିପ ମିଳିଥିଲା । ଏହା ଅପରେ ଇଲମା ପୋଷ୍ଟ ଗ୍ରାଜ୍ୟୁସନ ଶେଷ କରିଥିଲେ । ଇଲମାଙ୍କର ଏତେ ଭଲ ପାଠ ପଢିବା ଦେଖି ଗାଁ ଲୋକେ ତାଙ୍କ ମାଙ୍କୁ କହିଥିଲେ ଯେ “ହାତରୁ ଖସି ଗଲାଣି ଓ ସେ ଆଉ ଘରକୁ “। 

ଇଲାମା ଆଫ୍ରୋଜ ଇଣ୍ଟରବିୟୁରେ କହିଛନ୍ତି ଯେ ବିଦେଶରେ ପଥ ପଢିବାର ସବୁ ଖର୍ଚ୍ଚ ସ୍କଲାରର୍ସିପରୁ ମିଳିଥିଲା । ଯେତେବେଳେ ତାଙ୍କୁ ସ୍କଲାରର୍ସିପ ମିଳିଥିଲା ତାଙ୍କ ପାଖରେ ବିଦେଶ ଯିବାକୁ ପଇସା ନ ଥିଲା  ମାଗିବା ପାଇଁ ଇଲାମା ଗାଁର ଚୌଧୁରୀ ଦାଦାଙ୍କ ପାଖକୁ ଯାଇଥିଲେ । ଚୌଧୁରୀ ଦାଦା ମଧ୍ୟ ଇଲାମାଙ୍କୁ ସାହାଜ୍ଯ କରିଥିଲେ । ଇଲାମା ୟୁଲେ ପଢିବା ସମୟରେ ନିଜର ଖର୍ଚ୍ଚ ଉଠାଇବା ପାଇଁ ପିଲା ମାନଙ୍କୁ ଟିଉସନ କରୁଥିଲେ ।

ଇଲାମା ପୋଷ୍ଟ ଗ୍ରାଜ୍ୟୁସନ ଶେଷ କରିବା ପରେ ଭେଣ୍ଟିଲେଟର ପ୍ରୋଗ୍ରାମରେ ଯୋଗ ଦେବାକୁ ନିୟୁର୍କ ଯାଇଥିଲେ । ସେଠାରେ ତାଙ୍କୁ ଇଷ୍ଟେଟ କମ୍ପାନୀ ଭଲ ଚାକିରି ମିଳିଥିଲା । କିନ୍ତୁ ଇଲାମା ସେଠାରେ ନ ରହି ନିଜ ଗାଁକୁ ଫେରି ଆସିଥିଲେ । ନିୟୁର୍କରୁ ଫେରିବା ପରେ ସେ ୟୁପିଏସସିର ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହା ପରେ ସେ ୨୦୧୭ରେ ୨୧୭ ରାଙ୍କରେ ୨୬ ବର୍ଷ ବୟସରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ଏହା ପରେ ସେ ଆପିଏସ  ପ୍ରକାଶ କରିଥିଲେ । ସେଥିପାଇଁ ତାଙ୍କୁ ହିମାଚଳ ପ୍ରଦେଶ କ୍ୟାଡରରେ ଆପିଏସ ଭାବେ ନିଯୁକ୍ତି ଦିଆଗଲା । ଇଲାମାଙ୍କର ଶିକ୍ଷା ଉପରେ କେବଳ ତାଙ୍କ ମା ଓ ଦେଶର ଅଧିକାର ଅଛି ବୋଲି ଭାବି ସେ ନିୟୁର୍କରୁ ଫେରି ଆସିଥିଲେ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।