କମିଲା ସୁନା ଦାମ, ଦେଖନ୍ତୁ କେତେ ଅଛି ଆଜି 12 ସେପ୍ଟେମ୍ବରର Gold Rate

ସୁନାର ମୂଲ୍ୟ ଏତେ ଦ୍ରୁତ ଗତିରେ ବଢିଚାଲି ଥିଲା ଲୋକ ମାନେ ସୁନା କିଣିବାକୁ ସାହାସା ହେଉନଥିଲା ବହୁତ ଲୋକଙ୍କ ସୁନା ବହୁତ ପ୍ରିୟ ହୋଇଥାଏ କିନ୍ତୁ ସୁନାର ମୂଲ୍ୟା ବୃଦ୍ଧି ଲାଗି ସୁନା କିଣିବା ପାଇଁ ସାହସ କରିପାରୁନଥିଲେ କିନ୍ତୁ ଏବେ ସମସ୍ତଙ୍କ ପାଇଁ ଖୁସିବାର ଖବର ସୁନାର ମୂଲ୍ୟ  ଧୀରେ ଧୀରେ ହ୍ରାସ ପାଉଛି ଏହା ନବ ରାତ୍ରି ପର୍ଯ୍ୟନ୍ତ ଚାଲିବ ।

ସୁନା ବା ଚାନ୍ଦି କିଣିବା ବାଲାଙ୍କୁ ବଡ ଖୁସି ଖବର ରହିଛି । ସୁନାର ଏବେ ହେଲା ବହୁତ ଶସ୍ତା ଓ ଚାନ୍ଦି ବି ବହୁତ ଶସ୍ତା ହୋଇଛି । କିଛି ଦିନ ପୂର୍ବରୁ ସୁନା ଓ ଚାନ୍ଦିର ରେଟ ବହୁତ ଅଧିକ ରହିଥିଲା । ଏବେ ସୁନା ଓ ଚାନ୍ଦିର ମୂଲ୍ୟ ବହୁତ ହ୍ରାସ ପାଇଛି । ଆସନ୍ତୁ ଜାଣିବା ସୁନା ଆଜି କେତେ ଶସ୍ତା ହୋଇଛି ।

ଆଜି ସିଲଭର ୧ ଗ୍ରାମ କୁ ୬୭.୯୮, ୮ ଗ୍ରାମକୁ ୫୪୩.୮୪ , ୧୦ ଗ୍ରାମକୁ ୬୭୯.୮୦ । ଏଠାରେ ଚାନ୍ଦିର ମୂଲ୍ୟହ୍ରାସ ପାଇଛି,  ଚାନ୍ଦିର ପ୍ରତିକିଲୋଗ୍ରାମ ୫୮୦ ଶସ୍ତା ହୋଇଛି । ଆପଣଙ୍କୁ ଜଣେଇବାକୁ ଚାହୁଞ୍ଚୁକି ବରିଷ୍ଠ ବିଶେଷଜ୍ଞଙ୍କ ଅନୁସାରେ ନବରାତ୍ରି ପର୍ଯ୍ୟନ୍ତ ସୁନା ଦର ବହୁତ ହ୍ରାସ ପାଇବାର ଆସା କରାଯାଇଛି ।

ଆଜି ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୪୧୧୫ ଟଙ୍କା, ୮ ଗ୍ରାମର ସୁନା  ୩୨୯୨୦ ଟଙ୍କା, ୧୦ ଗ୍ରାମର ସୁନା ୪୧୧୫୦ ଟଙ୍କା ।  ଏବେ ଜାଣିବା ୨୨ କ୍ୟାରେଟ ସୁନାର ମୂଲ୍ୟ ଭୁବନେଶ୍ବରରେ ୧ ଗ୍ରାମକୁ ୪୮୯୦ ଟଙ୍କା, ୮ ଗ୍ରାମକୁ ୩୯୧୨୦ ଟଙ୍କା, ୧୦ ଗ୍ରାମକୁ ୪୮୯୦୦ ଟଙ୍କା ଓ ୧୦୦ ଗ୍ରାମକୁ ୪ ଲକ୍ଷ ୮୯ ହଜାର ଟଙ୍କା ରହିଛି ।

ଆଜି ୨୨ କ୍ୟାରେଟ ସୁନାରେ ହ୍ରାସ ୩୫୦ ଟଙ୍କା ପ୍ରତି ୧୦ ଗ୍ରାମ ଶସ୍ତା ହୋଇଛି । ଆସନ୍ତୁ ଜାଣିବା ୨୪ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମକୁ ୫୩୩୫ ଟଙ୍କା, ୮ ଗ୍ରାମକୁ ୪୨,୬୮୦ ଟଙ୍କା, ୧୦ ଗ୍ରାମକୁ ୫୩,୩୫୦ ଟଙ୍କା ଓ ୧୦୦ ଗ୍ରାମର ମୂଲ୍ୟ ୫ ଲକ୍ଷ ୩୩ ହଜାର ୫ ସହ ଟଙ୍କା ରହିଛି ।

ଦୁଇ ଦିନରେ ୨୨ କ୍ୟାରେଟ ସୁନା ୩୫୦ ଟଙ୍କା ହ୍ରାସ ହୋଇଥିବା ବେଳେ ୨୪ କ୍ୟାରେଟ ୩୭୦ ଟଙ୍କା ହ୍ରାସ ହୋଇଛି । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।