ଭୟଙ୍କର ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜି 30 ଜୁନ Gold rate

ଆପଣ ଜାଣିଥିବେ କି ପ୍ରାୟତଃ ସୁନାର ମୂଲ୍ୟ ବଢିଥାଏ ନଚେତ କମ ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ କଲିକତା ବଜାରରେ ସୁନାର ଓ ଚାନ୍ଦିର ମୂଲ୍ୟ କେତେ ଅଛି ସେହି ବିଷୟରେ କହିବୁ ।

ଏହା ସହିତ ଆଜି ସୁନା ଓ ଚାନ୍ଦିର ମୂଲ୍ୟ କେତେ କମ ହୋଇଛି ସେହି ବିଷୟରେ ବି କହିବୁ । ୨୨ ଓ ୨୪ କ୍ୟାରେଟ ହିସାବରେ ସୁନାର ମୂଲ୍ୟ କେତେ ଅଛି ଚଲାନ୍ତୁ ଜାଣିବା ।ଭାରତରେ କରୋନାର ଦ୍ଵିତୀୟ ଲହର କାରଣରୁ ପରିସ୍ଥିତି ବହୁତ ହିଁ ଭୟଙ୍କର ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସିଲାଣି । ଯାହାର ପ୍ରଭାବ ସୁନା ବଜାରରେ ମଧ୍ୟ ପଡିପାରେ ଲାଗିଛି । କହିବାକୁ ଗଲେ କିଛି ଦିନ ହେବ ସୁନାର ମୂଲ୍ୟରେ ବିଶେଷ କିଛି ପାର୍ଥକ୍ୟ ନଜର ଆସି ନାହିଁ ।

ଏମିତିରେ ଆଜି ସୁନା ଓ ଚାନ୍ଦିର ମୂଲ୍ୟ ଗତକାଲି ଅପେକ୍ଷା କମ ହୋଇଛି । କହିଦେଉଛୁ କି ପାଖାପାଖି ୬ ଦିନ ହେବ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟରେ କୌଣସି ବି ପରିବର୍ତ୍ତନ ହୋଇ ନ ଥିଲା । ଏମିତିରେ ଆଜି ୩୦ ଜୁନ ୨୦୨୧ରେ ଚାନ୍ଦିର ମୂଲ୍ୟ ପ୍ରତି ୧ ଗ୍ରାମକୁ ୬୭.୬୦ ଟଙ୍କା, ୮ ଗ୍ରାମକୁ ୫୪୦.୮୦ ଟଙ୍କା, ୧୦ ଗ୍ରାମକୁ ୬୭୬ ଟଙ୍କା, ୧୦୦ ଗ୍ରାମକୁ ୬୭୬୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୭୦୦୦ ଟଙ୍କା ଅଛି । ଏମିତିରେ ୨୯ ଜୁନ ଅପେକ୍ଷା ଆଜି ଚାନ୍ଦି ୪୦୦ ଟଙ୍କା କମ ହୋଇଛି । ଏମିତିରେ ବରିଷ୍ଠ ଅଧିକାରୀଙ୍କ କହିବା ଅଟେ କି ଆସନ୍ତା ସମୟରେ ଚାନ୍ଦିର ଦାମ କମ ହୋଇପାରେ । ଆସନ୍ତୁ ଆପଣଙ୍କୁ ସୁନାର ଦାମ ବିଷୟରେ ବି କହିଦେଉଛୁ ।

ଆଜି ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୩୭୩୧ ଟଙ୍କା, ୮ ଗ୍ରାମକୁ ୨୯,୮୪୮ ଟଙ୍କା, ୧୦ ଗ୍ରାମକୁ ୩୭,୩୧୦ ଟଙ୍କା ଓ ୧୦୦ ଗ୍ରାମକୁ ୩,୭୩,୧୦୦ଟଙ୍କା ଅଟେ । ଗତକାଲି ଅପେକ୍ଷା ଆଜି ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୧୬୪ ଟଙ୍କା କମ ହୋଇଛି ।

ସେହିଭଳି ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୬୧୦ ଟଙ୍କା, ୮ ଗ୍ରାମକୁ ୩୬,୮୮୦ ଟଙ୍କା, ୧୦ ଗ୍ରାମକୁ ୪୬,୧୦୦ ଟଙ୍କା, ୧୦୦ ଗ୍ରାମକୁ ୪,୬୧,୦୦୦ ଟଙ୍କା ଅଛି । କହିବାକୁ ଗଲେ ଗତକାଲି ଅପେକ୍ଷା ଆଜି ସୁନା ୫୭୦ ଟଙ୍କା କମ ହୋଇଛି ।

ଯଦି ୨୪ କ୍ୟାରେଟ ସୁନା ବିଷୟରେ କହିବା ତେବେ ଆଜି ୧ ଗ୍ରାମକୁ ୪,୮୮୦ ଟଙ୍କା, ୮ ଗ୍ରାମକୁ ୩୯,୦୪୦ ଟଙ୍କା, ୧୦ ଗ୍ରାମକୁ ୪୮,୮୦୦ ଟଙ୍କା, ୧୦୦ ଗ୍ରାମକୁ ୪,୮୮,୦୦୦ ଟଙ୍କା ଅଛି । କହିବାକୁ ଗଲେ ଗତକାଲି ଅପେକ୍ଷା ଆଜି ସୁନା ୪୨୦ ଟଙ୍କା କମ ହୋଇଛି ।